District

ଚୋରକୁ ଧରି ପୋଲିସ କୁ ଜିମ। ଦେଲେ ଗ୍ରାମବ।ସୀ

ଚୋରକୁ ଧରି ପୋଲିସକୁ ଜିମାଦେଲେ

ଗ୍ରାମବାସୀ

ନବରଙ୍ଗପୁର, ୧୧/୯ ଗତରାତିରେ ଏକ ଚୋରକୁ ଧରି ଗ୍ରାମବାସୀ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି | ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ବି ମାଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଗତକାଳି ରାତିରେ ଗଣେଶ ପୂଜା ଉପଲ ଏକ ଦେଶିଆ ନାଟକର ଆୟୋ ୟୋଜନ କରାଯାଇଥିଲା ସମସ୍ତେ ନାଟ ଦେଖୁଥିବାର ସୁଯୋଗ ନେଇ କିଛି ଚୋର ଗାଁ ଭି ଭିତରେ ପଶି ଘରେ ପଶି ଘରେ ଘରେ ପଶି ଟଙ୍କା, ସୁନା, ମୋବାଇଲ ଆଦି ଚୋରି କରୁଥିଲେ । ପରେ ଗ୍ରାମବାସୀଙ୍କୁ ଜଣକ ଉପରେ ସନ୍ଦେହ ଜାତ ହେବାରୁ ତାକୁ କାବୁ କରି ପଚରା ଉଚରା କରିଥିଲେ ଓ କଣ ସବୁ ଧରିଛି ତଦନ୍ତ କରିଥିଲେ ।ପରେ ପୋଲିସକୁ ସକୁ ଖବର ଦେଇ ପୋଲିସ ହାତରେ ଜିମା ଦେଇଥ‌ିବା ସୂଚନା ମିଳିଛି ।ଅଭିଯୁକ୍ତ ଜଣକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ନାରୀଗାଁ ପଂଚାୟତ ଅନ୍ତର୍ଗତ ଚରାମୂଳ ମୂଳା ଗ୍ରାମର ବୋଲି ଜଣାପଡିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button