District
ଜୟପୁର କ।ଗଜ କଳ ର ସମସ୍ଯା ସୁରୁନି
ଜୟପୁର: କାଗଜ କଳ କର୍ମଚାରୀ ଓ ଶ୍ରମିକଙ୍କ ସମସ୍ୟା ସରୁନି । ଗତ 14 ମାସ ହେବ ଦରମା ଦେଇନି କମ୍ପାନୀ । ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କଲା ବାଲାରପୁର ଇଣ୍ଡଷ୍ଟ୍ରିଜ୍ ଏମ୍ପ୍ଇସ୍ ୟୁନିଅନ ।
ଜୟପୁର,୧୧/୯: କାଗଜ କଳର କର୍ମଚାରୀ ଓ ଶ୍ରମିକଙ୍କୁ ଗତ 14 ମାସ ହେବ ଦରମା ମିଳିନି। ତୁରନ୍ତ ଏହା ପ୍ରଦାନ କରାଇବା ପାଇଁ ହସ୍ତକ୍ଷେପ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ନିବେଦନ କଲା ବାଲାରପୁର ଇଣ୍ଡଷ୍ଟ୍ରିଜ୍ ଏମ୍ପ୍ଇସ୍ ୟୁନିଅନ ।