District
ଭ।ରତର ନୂଆ ଉପରାଷ୍ଟ୍ରପତି ହେଲେ ସି ପି ରାଧାକ୍ରିଷ୍ଣନ
ଭାରତ ନୂଆ ଉପରାଷ୍ଟ୍ରପତି
ସି ପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
ନିର୍ବାଚନର ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହାସଚିବ ପିସି ମୋଦି
INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ପରାଜିତ
ବିଜୟ ହାସଲ କରିଛନ୍ତି ସି ପି
ରାଧାକ୍ରିଷ୍ଣନ
ପ୍ରଦର୍ଶନ ରେଡ୍ଡୀଙ୍କୁ ମିଳିଛି ୩୦୦ ଭୋଟ୍
ଚନ୍ଦ୍ରପୁରମ୍ ପୋନୁସ୍ବାମୀ ରାଧାକ୍ରିଷ୍ଣନ୍ ହେଲେ ନୂଆ ଉପ-ରାଷ୍ଟ୍ରପତି