District

ଜିଲ୍ଲା କ୍ରୀଡ଼ାସଂଘ ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ ଙ୍କୁ ହେଲ୍ପ ଲ।ଇନ୍ ଆୱାର୍ଡ

ଜିଲ୍ଲା କ୍ରୀଡ଼ାସଂଘ ସମ୍ପାଦକ ‘ହେଲ୍ପଲାଇନ୍’ ଆୱାର୍ଡ ପ୍ରହ୍ଲାଦ ତ୍ରିପାଠୀଙ୍କୁ

ନବରଙ୍ଗପୁର,ତ।,୮/୯

ଉମରକୋଟ : ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂସ୍ଥା ହେଲ୍ପ ଲାଇନ ନିଜ କାର୍ଯ୍ୟଦକ୍ଷତା ପାଇଁ ସର୍ବଦା ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ । ସଂସ୍ଥା ବର୍ଷ ମାଜସେବା କାର୍ଯ୍ୟ ଜାରି ତମାମ ସମାଜସେ ଜିଲ୍ଲା ରଖୁଥ‌ିବାବେଳେ, ଳେ, ଆଜି ଜିଲ୍ଲା କ୍ରୀଡ଼ାସଙ୍ଘ ର ବାର୍ଷିକ ଉତ୍ସବରେ ଜିଲ୍ଲା ରେ କ୍ରୀଡା କ୍ଷେତ୍ରରେ କିପରି ଉନ୍ନତି ଆସିବ, ଜିଲ୍ଲାର ସମସ୍ତ ମସ୍ତ ବିଭାଗର କ୍ରୀଡ଼ାବିତମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନବରଙ୍ଗପୁର ଜିଲ୍ଲାର କି ପରି ସୁ ନାମ ରକ୍ଷା କରି ପାରିବେ ଏହି ବିଷୟରେ ଆଲୋଚନା ହେବାସହ କ୍ରୀଡ଼ାବିତ ମାନଙ୍କୁ ଉଲେଖନୀୟ ସହଯୋଗ କରାଯିବ ବୋଲି ନିଷ୍ପତି ହୋଇଥିଲା। ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ଓହାସଂଘ ସମ୍ପାଦକ ଭାବେ ନିରନ୍ତର

ସେବା ଯୋଗାଇ ଚର୍ଚ୍ଚାରେ ରହିଥ‌ିବା ପ୍ରହଲ୍ଲାଦ ତ୍ରିପାଠୀଙ୍କୁ ଏହି କାର୍ଯ୍ୟକ୍ର ମରେ ମୁଖ୍ୟ ଅତିଥ୍ ନବରଙ୍ଗପୁର ଜିଲ୍ଲାପାଳ ଏବ ଶ୍ରୀତ୍ରି ଏବଂ ଜିଲ୍ଲା କ୍ରୀଡ଼ାସଂଘର ର ସଭାପ ପତି ଡ଼ କ୍ଟର ମହେ ମହେଶ୍ଵର ସ୍ଵାଇଁ ଯୋଗଦେଇ ସମ୍ପାଦକ ଶ୍ରୀତ୍ରିପାଠୀଙ୍କୁ ଉପଢୌକନ, ମାନପତ୍ର ଏବଂ ଟ୍ରଫି ଦେଇ ହେଲ୍ପ ଲାଇନ ଆଓ୍ବାର୍ଡ ରେ ସମ୍ମାନିତ କରିଥିଲେ କରିଥୁଳେ । ସଂସ୍ଥା ର କାର୍ଯ୍ୟକୁ ଉପସ୍ଥିତ କ୍ରୀଡ଼ାସଂଘ କର୍ମକର୍ତ୍ତା ଏବଂ ସଭ୍ୟ, ସଭ୍ୟା ବହୁ ପ୍ରଶଂସା କରିଥିଲେ । ସେହିପରି ସମ୍ମ ଅତିଥ ଜିଲ୍ଲା ଜିଲ୍ଲା କ୍ରୀଡ଼ାସ କ୍ରୀଡ଼ାସଂଘର ଉପସଭାପତି ଏମ. ବାଳକୃଷ୍ଣ ରାଓ ଯୋଗଦେଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ସଭାପତି କୃଷ୍ଣ ପ୍ରସାଦ ପ୍ରସାଦ ପଟ୍ଟନାୟକ, ଉପସଭାପତି ଇଂ. ମଲ୍ଲିକ, ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ପରିଚାଳନା କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button