District

ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ବଲେ ଙ୍ଗ। ସୁଭଦ୍ରା ହେଲ୍ପ ଲ।ଇନ୍ ୧୪୬୭୮

ଗ୍ରାମ ପଞ୍ଚାୟ।ତ କାର୍ଯ୍ୟାଳୟ ବାଲେଙ୍ଗା

ସୁଭଦ୍ରା ହେଲ୍ସ ଲାଇନ୍ ୧୪୬୭୮

ହାତ ମୁଠାରେ ଆମ ବ୍ୟାଙ୍କ ସୁବିଧା କେନ୍ଦ୍ର

ନବରଙ୍ଗପୁର:୦୮/୦୯/୨୫ ଜିଲ୍ଲା କୋଷାଗୁମୁଡା ବ୍ଲକ ଅନୁର୍ଗତ ବାଲେଙ୍ଗା ଗ୍ରାମ ପଞ୍ଚାୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଏହି ଅବସରରେ ଉକ୍ତ ବୈଠକରେ ଆଇସିଆଇସି ବ୍ୟାଙ୍କ କର୍ମଚାରୀ ଅଭିନାଶ ହେମ୍ବ୍ରମ ଓ ଦୀପକ ସ୍ବାଇଁ ବ୍ୟାଙ୍କ ହେଲେ ବ୍ୟାଙ୍କର ସୁବିଧା ଜନସାଧାରଣ ପାଇ ପାରିବେ ଓ ବ୍ୟାଙ୍କ ରୁ ରୁଣ

କରି ପରିବାର ପ୍ରତିପୋଷଣ କରିପାରିବେ, ଏଥିରେ ସନ୍ଦେହ ନାହିଁ ଉକ୍ତ ବୈଠକ ରେ ବାଲେଙ୍ଗା ଗ୍ରାମ ର ବହୁତ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବ୍ୟାଙ୍କର ସୁବିଧା ଉପରେ ଅବଗତ ହୋଇଥିଲେ ଏଣୁ ଆମ ବ୍ୟାଙ୍କ ସୁବିଧା କେନ୍ଦ୍ର ଉକ୍ତ ପଞ୍ଚାୟତରେ ଆଜି ନୁତନ ଭାବେ ଖୋଲା ଯାଇ ଉଦଘାଟନ କରାଯାଇଥିଲା ପଞ୍ଚାୟତ ଲୋକେ ବ୍ୟାଙ୍କ ସୁବିଧା ନିଜ ପଞ୍ଚାୟତରେ ରେ ପାଇବେ, ଆଉ କୋଷାଗୁମୁଡା ଯିବାକୁ ପଡିବ ନାହିଁ ସେଇଥ୍ ପାଇଁ ପାଇ ହାତ ମୁଠାରେ ଆମ ବ୍ୟାଙ୍କ ସୁବିଧା ବୋଲି ପଞ୍ଚାୟତବାସୀ ଆଲୋଚନା କରୁଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button