District

ନିରାଶ୍ରୟଙ୍କୁ ଆଶ୍ରୟ ଜିଲ୍ଲାପାଳଙ୍କ ହୃଦୟ

ନିରାଶ୍ରୟଙ୍କ ଆଶ୍ରୟ ଜିଲ୍ଲାପାଳଙ୍କ ହୃଦୟ

ନବରଙ୍ଗପୁର,ତ।୭/୯ : ଭୁବନେଶ୍ଵରରୁ ୫୬୦ କିମି ଦୂରରେ ଥିବା ନବରଙ୍ଗପୁର ଜିଲ୍ଲା ଏବେ ହସୁଛି । ନୂଆ ନୂଆ ଯୋଜନା ଏବେ ଲୋକଙ୍କ ପାଖରେ ପହଞ୍ଚୁଛି । ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପ୍ରତ୍ୟେକ ଦିନ ଖୋଲା ରହୁଥୁବାରୁ ନିରାଶ୍ରୟ ଲୋକଟିଏ ଏବେ ଆଶ୍ରୟ ପାଇପାରୁଛି । ଏହିଭଳି ନରମ ହୃଦୟର ଆଇଏସ୍ ଅଫିସର ହେଉଛନ୍ତି ମହେଶ୍ଵର ସ୍ଵାଇଁ। ନବରଙ୍ଗପୁର ଜିଲ୍ଲାପାଳ ପଦବୀ ଅଳଙ୍କୃତ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ, ବିଭିନ୍ନ ପଦପଦବୀରେ କାର୍ଯ୍ୟ କରି ନିଜ ପାରଦର୍ଶିତା ପାଇଁ ସରକାରଙ୍କ ଗୁଡ୍‌ବୁକରେ ତାଙ୍କ ନାମ ରହିଛି । ଜଣେ ଭଲ ମଣିଷ, ଜଣେ ପ୍ରଶାସକ, ଜଣେ ଭଲ ଗାଳ୍ପିକ ଓ ଜଣେ ବନ୍ଧୁବତ୍ସଳ ବ୍ୟକ୍ତିବିଶେଷ ଭାବରେ ତାଙ୍କର ଗରିମା ଓ ଗାରିମା ଉଭୟ ଖୁବ୍ ଚର୍ଚ୍ଚାରେ । ଆଶା, ଭରସା ଓ ବିଶ୍ଵାସ ନେଇ ଦରଖାସ୍ତଟିଏ ଅଭିଯୋଗ ସଂପର୍କିତ – ଗୁହାରି ଜଣାଇବା ପାଇଁ ଆୟବା ବେଳେ ତାହା ଡିସିସନରେ ଫାଇନାଲ୍ ହୋଇଥାଏ । । #collectorate #Nabarangpur ଅଭିଯୋଗ ନେଇ ଆସିଥିବା ବ୍ୟକ୍ତିଟିକୁ ଆସିବାକୁ ପଡ଼ୁନାହିଁ ।

ଭଲ ବିଭିନ୍ନ Pandaଟିଏ ନିଜ ଦୁଃଖ ଜଣାଇବା ପାଇଁ ସିଧାସଳଖ ତାଙ୍କ ଜିଲ୍ଲାପାଳଙ୍କୁ ସହ ଯୋଗସୂତ୍ର କରିବାକୁ ସମସ୍ତ ଦ୍ଵାର ଖୋଲା ରହିଛି । ସ୍ପଟ୍ ଜିଲ୍ଲାପାଳଙ୍କ କହିବା କଥା ରାଜ୍ୟରେ ଚାଲିଥୁବା ଡବଲ୍ ଇଂଜିନ୍ ଥରେ ଥରେ ସରକାରରେ ଏହି ଜିଲ୍ଲା ଏବେ ଅଧୂକ ବିକଶିତ ହେବ ଓ ଆଉଥରେ ଏକ ନମ୍ବର ତାଲିକାରେ ସ୍ଥାନ ପାଇବ । କାରଣ ଜିରୋ ପ୍ରଶାସନର ନୂଆ ଗରିମା । ତା’ଛଡ଼ା ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କୌଣସି କଟକଣା ବା ବାଟବଣା ନାହିଁ । ଯଦି ଜିଲ୍ଲାପାଳ ଦପ୍ତରରେ ତା’ହେଲେ ତାଙ୍କୁ ଭେଟିବା ଅତି ସହଜ ହୋଇପାରୁଛି । ଜିଲ୍ଲାପାଳଙ୍କ ଦପ୍ତରରେ ଏବେ କାନକୁହା କର୍ମଚାରୀଙ୍କ ସିଷ୍ଟମ ଏବେ ଅଚଳ ହୋଇଯାଇଛି । ଅସହାୟ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button