ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର :-ଡାବୁଗାଁ ବନାଞ୍ଚଳ ଅଧୀନ ଚେରଚାଟିଆଗୁଡା VSS, ଡାବୁଗାଁ ସେକ୍ସନ ବା ଡାବୁଗାଁ ରେଞ୍ଜ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଏକ ପେଡ୍ ମା କେ ନାମ ୩.୦ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବରଙ୍ଗପୁର ବନବିଭାଗର ମୁଖ୍ୟ ଏସିଏଫ(ACF) ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜେର ରାମ ଚନ୍ଦ୍ର ଭତ୍ରା ଡାବୁଗାଁ ଫୋରେଷ୍ଟର ପ୍ରଫୁଲ ମାଝୀ,ମୈଦାଲପୁର ଫୋରଷ୍ଟେର ବିପିନ କୁମାର ହରିଜନ, ଜାଟାବାଲ ଫୋରଷ୍ଟେର ଚନ୍ଦ୍ରଦାସ ନାଗ ଏବଂ ବନ ବିଭାଗର କର୍ମଚାରୀ କାର୍ତ୍ତିକ ମାଝୀ, ତାପସ ରଞ୍ଜନ ପଟ୍ଟନାୟକ, ରିତାରାଣୀ ବିଶ୍ୱାସରାୟ , ଅନିତାବସସ କୁମାରୀ ହିଆଲ,ଆକାଶିନୀ କର୍ଣ୍ଣ, ସୁଭଦ୍ରା ସାହୁ VSS ସଦସ୍ୟ, ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Leave a Reply

Your email address will not be published. Required fields are marked *