Odisha Police
-
District
ବଙ୍କେଇପୁଟ ଗାଁର ଜମିରେ ୧୪୪ ଧାରା ଲାଗିଥିଲେ ସୁଦ୍ଧା ଉତ୍ତରାଧିକାରୀ ପ୍ରମାଣ ପତ୍ର କେମିତି ଦିଆଗଲା ବୋଲି ଅଞ୍ଚଳରେ ପ୍ରଶ୍ନ।
କୋରାପୁଟ, ୧୯/୦୮: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଉମେଲ୍ ଗ୍ରାମପଞ୍ଚାୟତ ଅଧୀନ ବଙ୍କେଇପୁଟ ଗାଁରେ ଦୀର୍ଘଦିନ ଧରି ଚାଲୁଥିବା ଜମି ବିବାଦ ନିୟେ ପୁଣିଥରେ ଉତ୍ତେଜନା। ସମରା…
Read More » -
District
ଗଜପତି ଜିଲ୍ଲାରେ କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ୱାଡର ଚଢ଼ାଉ ବିପୁଳ ପରିମାଣର ମଦ ସହ କାର ଜବତ ୨ଗିରଫ କୋର୍ଟ ଚାଲାଣ
ପାରଳାଖେମୁଣ୍ଡି, ୧୯/୮: ପୋଲିସ ଓ ମଦମାଫିଆ ମଧ୍ୟରେ ମଧୁଚନ୍ଦ୍ରିକା କଟକ ଫ୍ଲାଇଙ୍ଗ ସ୍କାଡ ଦ୍ବାରା ଚଢ଼ାଉ ବିପୁଳ ପରିମାଣର ବିଦେଶୀ ମଦ ଓ କାର ସହ ୨…
Read More » -
District
ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତମଙ୍ଗରଜପୁର ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ପାରଳାଖେମୁଣ୍ଡି, ୧୮/୮: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ…
Read More » -
District
ପାରଳାଖେମୁଣ୍ଡି ପୋଲିସକୁ ପୁଣି ମିଳିଲା ଏକ ବଡ ସଫଳତା….. ଅପହୃତ ଗ୍ରାନାଇଟ ମ୍ୟାନେଜର ଆନ୍ଧ୍ରରୁ ଉଦ୍ଧାର ୭ ଅପହରଣକାରୀ ଗିରଫ
ପାରଳାଖେମୁଣ୍ଡି,୧୭/୮: ପାରଳାଖେମୁଣ୍ଡି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି. ଗ୍ରାନାଇଟ ମ୍ୟାନେଜରଙ୍କୁ ଅପହରଣ କରି ନେବା ସହ 10 ଲକ୍ଷ ଟଙ୍କା ଦାବି କରିବା ଘଟଣାରେ…
Read More » -
District
ଗଜପତି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋମଗାର୍ଡ ନିଯୁକ୍ତିରୁ ବାଦ ପଡ଼ିଥିବା ଆଶାୟୀଙ୍କ ବିକ୍ଷୋଭ
ପାରଳାଖେମୁଣ୍ଡି,୧୬/୮: ଗଜପତି ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ତାଲିକାରୁ ବାଦ ପଡ଼ିଥିବା କେତେକ ପ୍ରାର୍ଥୀ ଜିଲ୍ଲା ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିଥିବା ସୂଚନା ମିଳିଛି. ଗତକାଲି…
Read More » -
District
୮ କିଲୋ ଗଂଜେଇ ସହ , ୩ ଗିରଫ ଗୋଟେ ବାଇକ ଓ ଗୋଟେ ସ୍କୁଟିଂ ଜବତ।
ମାଲକାନଗିରି, ୧୪/୦୮: ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ୮ କିଲୋ ଗଂଜେଇ ସମେତ ୨ ଟି ବାଇକ ଏବଂ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
Read More » -
District
ପୁରୀ ଶ୍ରୀମନ୍ଦିର ଆତଙ୍କବାଦୀ ଧମକ ମାମଲା: ଜଣେ ଚିହ୍ନଟ, ତଦନ୍ତ ଜାରି
ପୁରୀ, ୧୩/୦୮: ତଦନ୍ତକାରୀଙ୍କ ସ୍ୱତନ୍ତ୍ର ଦଳ ହେରିଟେଜ୍ କରିଡରର କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଦୁର୍ବୃତ୍ତକୁ ଚିହ୍ନଟ କରିଛି। ସିଂହଦ୍ୱାର ପୋଲିସ ଏହି ଘଟଣାର ତଦନ୍ତ କରୁଛି।…
Read More » -
District
ଓଡ଼ିଶାର ଗଞ୍ଜାମରେ ଯୁକ୍ତ ୩ କଲେଜ ଛାତ୍ରୀଙ୍କୁ ‘ଅପହରଣ’; ପୋଲିସ ପରିତ୍ୟକ୍ତ ସାଇକେଲ ଉଦ୍ଧାର କଲା
ଗଞ୍ଜାମ, ୧୩/୦୮: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ନିଖୋଜ ହେବାର ପାଞ୍ଚ ଦିନ ପରେ ମଧ୍ୟ ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର କଲେଜ ଛାତ୍ରୀଙ୍କର କୌଣସି…
Read More » -
District
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ପାରଳାଖେମୁଣ୍ଡି,୧୨/୮: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ…
Read More » -
District
ପେଟ୍ରୋଲିଂ ବେଳେ ସନ୍ଦିଗ୍ଧ ଯୁବକ ଗିରଫ ବନ୍ଧୁକ, ଜୀବନ୍ତ ଗୁଳି ଓ ମାଗାଜିନ ଜବତ
ଭଞ୍ଜନଗର,୧୧/୮ : ଭଞ୍ଜନଗର ଥାନା ଅଧୀନ ଶାଲୁଆପଲ୍ଲୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଅଶୋକ କୁମାର ଭୂୟାଁକୁ ପୁଲିସ କାବୁ କରିବା…
Read More »