Nabarangpur News
-
Entertainment
ନବରଙ୍ଗପୁର ଜିଲ୍ଲାର ନଅଟି ପ୍ରସିଦ୍ଧ ଶୈବ ପୀଠ
ନବରଙ୍ଗପୁର,୧୦/୦୭: ନବରଙ୍ଗପୁର ରେ ମଧ୍ୟ ଅନେକ ସ୍ଥାନରେ ଯେଉଁ ପୁରାତନ ପ୍ରତିଷ୍ଠିତ ଐତିହାସିକ ଶୈବପୀଠ ସମ୍ବନ୍ଧିତ ଲୋକ କଥା , କିମ୍ବଦନ୍ତୀ ଅଛି ଯାହା ସମସ୍ତେ ଅବଗତ…
Read More » -
Education
ପ୍ରଧାନଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ
ଡାବୁଗାଁ/ପାପଡାହାଣ୍ଡି,୯|୭: ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମାନିଗାଁ ସରକାରୀ ଆଶ୍ରମ ଉଚ୍ଚବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମଙ୍ଗଳବାର ଅପରାହ୍ନରେ ହଷ୍ଟେଲ ପାଚେରି ଡେଇଁ ବାହାରକୁ ଆସିବା ଘଟଣାକୁ ନେଇ…
Read More » -
Health
ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ, ୧ ଆହତ
ରାଇଘର, ୯/୭ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ଠାରେ ଆମ୍ବୁଲାନ୍ଧି ଧକ୍କାରେ ଜଣେ ମୃତ ଜଣେ ଆହତ ସୂଚନା ଅନୁଯାଇ ଦ୍ରୁମରଡ଼ିହି ଗ୍ରାମର ମଙ୍ଗଳ…
Read More » -
Politics
ନବରଙ୍ଗପୁରରେ ଭାରତ ବନ୍ଦ ପ୍ରଭାବ
ନବରଙ୍ଗପୁର, ୯/୭ : ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଥିବା ବେଳେ ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଦେଖିବାକି । ନବରଙ୍ଗପୁର ଓ…
Read More » -
Health
ଦୁଗମ ଅଞ୍ଚଳ ର ପୁଣି ଜନନୀ ଯନ୍ତ୍ରଣା ରେ ବିରଳ ଚିତ୍ର ଖଟିଆ ରେ ବୁହା ହେଲେ ଗର୍ବ ବତୀ ମହିଳା
ଥୁଆମୂଳ ରାମପୁର, ୦୯/୦୭: ବାରମ୍ବାର ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ଯାଉଥିବା ଘଟଣ ସମ୍ମାକୁ ଆସୁଥିବା ବେଳେ ପୁଣି ଆଦିବାସୀ ଅଶ୍ରୁଷିତ ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ…
Read More » -
Politics
ଯୋଗାଣ ବିଭାଗର କେନ୍ଦ୍ରୀୟ ଟିମ୍ ନବରଙ୍ଗପୁର ଗ୍ରସ୍ତ
ନବରଙ୍ଗପୁର, ୦୯/୦୭: କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ପ୍ରଥମେ କେନ୍ଦ୍ରୀୟ ଟିମ୍ ଏଫସିଆଇ ଗୋଦାମ, ନନ୍ଦାହାଣ୍ଡି ବ୍ଲକ୍…
Read More » -
Nawarangpur
ଓଡ଼ିଶା ଡ୍ରାଇଭ ମହ।ସଂଘ ଡ୍ରାଇଭର ଏକତ। ମହ।ମଥଂ ଆନୁକୁଲ୍ୟରେ ଜୁଲ।ଇ 8ଠ।ରୁ ଅନିର୍ଦ୍ଦିଷ୍ଟ କ।ଳ ପର୍ଯନ୍ତ ଅଖଚକ ବନ୍ଦ
ନବରଙ୍ଗପୁର, ୦୮/୦୭: ଓଡ଼ିଶା ତ୍ରାଇଭର ମହାସଂଘ ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ଜୁଲାଇ ୮ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ୍, ଆମର ଦାବୀ, ସୁରକ୍ଷିତ…
Read More » -
Nawarangpur
ପାପଡାହାଣ୍ଡି ରେ ଭ।ଲୁ ଆତଙ୍କ
ନବରଙ୍ଗପୁର, ୦୮/୦୭: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନିକଟ ଦଳାଇଗୁଡ଼ା ଗ୍ରାମରେ ଆଜି ଆଜି ଏକ ଜଙ୍ଗଲୀ ଭାଲୁ ଅପରାହ୍ନ ସମୟରେ ଗ୍ରାମ ମଧ୍ଯରେ ବୁଲୁଥିବା ଦେଖ୍ ଗ୍ରାମର…
Read More » -
Health
୧୦୮ ଆମ୍ବୁଲାନ୍ସ ସେବା ଏମିତି : ୩ ଘଣ୍ଟା ପରେ ସ୍ଥାନାନ୍ତର ହେଲେ ଗୁରୁତର ମହିଳା
ସୋର, ୦୮/୦୭: ଗୁରୁତର ମହିଳାଙ୍କୁ ସୋର ଡାକ୍ତରଖାନାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯିବାକୁ କୁହାଯାଇଥିବା ବେଳେ ୩ ଘଣ୍ଟା ପରେ ୧୦୮ ଆମ୍ବୁଲାନ୍ସ ଆସିଲା ।…
Read More » -
Education
ବିଦ୍ୟାଳୟରେ ଛାତ୍ରୀଙ୍କୁ ଲାଗିଲା ଭୂତ
ବୈପାରିଗୁଡ଼।, ୦୮/୦୭: ବୈପାରିଗୁଡ଼ା ବ୍ଲକ ଚନ୍ଦ୍ରପଡ଼ା ଉଚ୍ଚବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଭୂତ ଲାଗିଛି ଦଶମ ଶ୍ରେଣୀ କକ୍ଷରେ ଶିକ୍ଷୟିତ୍ରୀ ପାଠ…
Read More »