Nabarangpur News
-
Education
ତୃତୀୟ ଶ୍ରେଣୀରେ ଡାହାଣ ଓ ଦଶମ ଶ୍ରେଣୀରେ ବାମ ଆଖୁ ନଷ୍ଟ ପାଠ ପଢାରୁ ବଞ୍ଚିତ ଆଗ୍ରହୀ ଛାତ୍ରୀ
ଝରିଗାଁ ତା ୦୮/୦୬: ପାଠ – ପଢାରେ ପ୍ରବଳ ଆଗ୍ରହ ରହିଥିଲା।କିନ୍ତୁ ପାଠ ପଢା ସମୟରେ ପର୍ଯ୍ୟାୟ କ୍ରମେ ଦୁଇଟି 1 ଆଖୁ ହରେଇବା ପରେ ପାଠ…
Read More » -
Nawarangpur
ଅସ୍ତିତ୍ବ ହରାଉଛି ଐତିହାସିକ ମୈଦଲପୁର ରାଣୀ ସାଗର
ମୈଦଲପୁର, ୭/୬ : ଅସ୍ତିତ୍ବ ହରାଉଛି ୨୦୦ ବର୍ଷର ପୁରୁଣା ଐତିହାସିକ ରାଣୀ ସାଗର | ରାଜା ଅମଳରେ ଖନନ ହୋଇଥିବା ଏହି ରାଣୀ ସାଗର ପ୍ରଶାସନର…
Read More » -
Nawarangpur
ସରକାରୀ ସାହାଯ୍ୟ ଅପେକ୍ଷାରେ କାଶୀନାଥ
ବେହେଡା ୦୮/୦୬ :ନବରଙ୍ଗପୁର ଜିଲ୍ଲା ଦୀର୍ଘ ଚାରି ବର୍ଷ ହେବ ନବରଙ୍ଗପୁର ଜିଲ୍ଲା ଉମର ହଡା ପଞ୍ଚାୟତ ରକୋଟ ବ୍ଲକ ବେହେତ ତାସା ସାପାରା ଗ୍ରାମର କାଶୀନାଥ…
Read More » -
Odisha
ରାସ୍ତା ମରାମତି ଅଭାବରୁ ଘର ଭିତରେ ବର୍ଷା ପାଣି
ତେନ୍ତୁଳିଖୁଣ୍ଟି, ୭/୬: ୧୯୯୫ ମସିହା ସମୟରେ ଇନ୍ଦ୍ରାବତୀ ପ୍ରକଳ୍ପ ସହର ଝଲସି ଉଠୁଥିଲା। ଦିନ ତମାମ ସହର ମଧ୍ୟରେ ଗହଳି ଚହଳି ଲାଗି ରହୁଥିଲା । ପ୍ରକଳ୍ପ…
Read More » -
Health
ଗାଁ କୁ ନାହିଁ ସାଧାରଣ ରାସ୍ତା, ଚିନ୍ତାରେ ଗର୍ଭବତୀ ମହିଳା
ଝରିଗାଁ ୦୮/୦୬: ଗାଁ କୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଚାଲି ଚାଲି ଆମ୍ବୁଲାନ୍ସ ପହଞ୍ଚିଲେ ଗର୍ଭବତୀ । ନିକଟରେ ପୁଣି ଦେଖୁବାକୁ ମିଳିଛି ଜନନୀ…
Read More » -
Odisha
ଆବେଦନର ୪ ବର୍ଷ ପରେ ବି ମିଳୁନି ଆବାସ ଗୃହ
ନବରଙ୍ଗପୁର, ୭|୬ : ଆବାସ ଯୋଜନାରେ ପକ୍କା ଘର କିମ୍ବା ଘର ନିର୍ମାଣ ପାଇଁ ଜାଗା ଖଣ୍ଡିଏ ଯୋଗାଇଦେବାକୁ ବହୁବାର ଆବେଦନ କରିଥିଲେ । କିନ୍ତୁ ପ୍ରଶାସନ…
Read More » -
Health
ନୂଆବନ୍ଧ ସାହି ପୋଖରୀ ସାରା ପଲିଥିନ
ନବରଙ୍ଗପୁର, 7/6 ରୋକିବାକୁ ପରିବେଶ ପ୍ରଦୂଷଣ ସରକାରୀ, ବେସରକାରୀ ସ୍ତରରେ ସବୁଠି ସଚେତନ କରାଯାଉଛି। କିନ୍ତୁ ଏହାର ଫଳ ଶୂନ। ନବରଙ୍ଗପୁର ସହରର ବିଭିନ୍ନ ପୋଖରୀକୁ ଦେଖୁଲେ…
Read More » -
Health
ମୃତ୍ୟୁ ପରେ ଶରୀର ଦାନ କରିବେ ଶ୍ରୀନିବାସ
କୋରାପୁଟ, ୬/୬: ମୃତ୍ୟୁ ପରେ ଶରୀର ଦାନ କରିବେ ମାଲକାନଗିରିର ସମାଜସେବୀ ଶ୍ରୀନିବାସ ଏଥିପାଇଁ କୋରାପୁଟ ଏସ୍ଏନ୍ଏଲ୍ ମେଡିକାଲ କଲେଜର ଡିନ୍ ତା.ସୁଶାନ୍ତ କୁମାର ସାହୁଙ୍କ ନିକଟରେ…
Read More » -
Education
ଦଶମ ଶ୍ରେଣୀ ଛାତ୍ରୀଙ୍କ ଦୁଇ ଆଖି ନଷ୍ଟ ପାଠପଢ଼ାରୁ ବଞ୍ଚିତ ସୁଭଦ୍ରା
ଝରିଗାଁ, ୬|୬ : ପାଠପଢ଼ାରେ ଆଗ୍ରହ ରହିଥିଲା। କିନ୍ତୁ ଦୁଇଟି ଆଖି ହରେଇବା ପରେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି ଜଣେ ଛାତ୍ରୀ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…
Read More » -
Business
ଟୁରିଷ୍ଟ ପରମିଟ୍ରେ ହାଇଦ୍ରାବାଦକୁ ଗଡ଼ୁଛି ବସ୍
ନବରଙ୍ଗପୁର, ୬/୬: ପ୍ରତିଦିନ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ନବରଙ୍ଗପୁର ଦେଇ ପଡ଼ୋଶୀ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଗଡ଼ୁଛି। ତେବେ ଗୋଟିଏ ବି ବସ୍ର ସ୍ଥାୟୀ…
Read More »