Nabarangpur News
-
Health
ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତ୍ରୁଟି ଏକ୍ସପାଇରି ବିଷ୍ଣୁଟ ବାଣ୍ଟି ଅଡୁଆରେ ମେଡିକାଲ୍ କତୃପକ୍ଷ
କୋରାପୁଟ, ୧୪। ୬: ଆଜି ସାରା ବିଶ୍ଵ ରକ୍ତଦାତା ଦିବସ ପାଳନ କରୁଥିବା ବେଳେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୂର ଠାରେ ମଧ୍ୟ ବିଶ୍ଵ ରକ୍ତଦାତା…
Read More » -
Politics
ବିକଶିତ ଓଡ଼ିଶା ଗଢ଼ିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ
ନବରଙ୍ଗପୁର, ୧୪।୬ : ନବରଙ୍ଗପୁର ଜିଲାସ୍ତରୀୟ ବିକାଶମେଳା ଶନିବାର ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Read More » -
Health
ଭପରକୋଟ ବ୍ଲଡ ବ୍ୟାଙ୍କରେ ବିଶ୍ବ ରକ୍ତଦାନ ଦିବସ ପାଳିତ
ଉମରକୋଟ, ୧୪ /୬ : ନବରଙ୍ଗପୁର ଜିଲା ଉମରକୋଟରେ ବ୍ଲଡ ବ୍ୟାଙ୍କରେ ଶନିବାର ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରଥମେ କେକ୍ କଟାଯାଇ…
Read More » -
Politics
ବ୍ଲକ୍ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା
ନବରଙ୍ଗପୁର / ନନ୍ଦାହାଣ୍ଡି ୧୪_୬: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗର ଭେଜା ଗ୍ରାମରେ ଦୁଇମାସ ହେଲା ପାନୀୟ ଜଳ ସଂକଟ ଦେଖାଦେଇଛି। ବାରମ୍ବାର ଅଭିଯୋଗ…
Read More » -
Politics
ହସ୍ପିଟାଲ କୋଠା ନିର୍ମାଣ ନିମ୍ନମାନର
ପାପଡାହାଣ୍ଡି :ତା୧୪/୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର ନୀଳାଦ୍ରିଗୁଡା ଠାରେ ଏକ ନୂଆ ହସ୍ପିଟାଲ ବିଲଙ ତିଆରି ଚାଲିଛି I I ଏହି ନିର୍ମାଣ…
Read More » -
Health
ଏକ କୋଟି ଟପିଲା ପ୍ରଧାନମନ୍ତ୍ରୀ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ
ଭୁବନେଶ୍ୱର,14।6 : ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତି ଉପଲକ୍ଷେ ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ଗତ ଏପ୍ରିଲ ୧୧ରୁ ଶୁଭାରମ୍ଭ…
Read More » -
Health
ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ
ଝରିଗାଁ ତା ୧୪/୦୬ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଂଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମ ଠାରେ ଆଜି ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି…
Read More » -
Politics
ରାଜ୍ୟ ସରକାରଙ୍କ ଏକ ବର୍ଷ ଫୁର୍ତ୍ତିରେ ପରିବହନ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ନବରଙ୍ଗପୁର, ୧୫/୦୬: ଓଡ଼ିଶାରେ ବିଜେପି ସରକାର ଗଠନର ଏକ ବର୍ଷ ପୂର୍ତି ଅବସର ଘରରେ ଏକ ସାମ୍ବାଦିକ ସମ୍ମିଳନୀରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ…
Read More » -
Education
ଯୁବଗୋଷ୍ଠୀଙ୍କୁ ସୁଇମିଂପୁଲ୍ ପ୍ରଶିକ୍ଷଣ ଦେଉଛନ୍ତି ଅବସରପ୍ରାପ୍ତ ନାଭାଲ ଡ୍ରାଇଭର
ନବରଂଗପୁର, 14/6: କର୍ମଚାରୀରୁ ସନ୍ତରଣ ପ୍ରଶିକ୍ଷକ ଦିନେ ଭାରତୀୟ ନୌସେନା କର୍ମଚାରୀ ଭାବେ କାର୍ଯ୍ୟକରି ସୁନାମ ଲାଭ କରିଥିବା ବେଳେ ବର୍ତ୍ତମାନ ନିଜ ଅଭିଜ୍ଞତା କୁ କାର୍ଯ୍ୟରେ…
Read More » -
Business
ଗୁଳି ଫୁଟାଇ ସୁନା ବ୍ୟାଗ୍ ଲୁଟ୍ ମାଲିକ ଗୁରୁତର
ରାଇଘର, ୧୩/୬: ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମାରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ସଶସ୍ତ୍ର ଡକାୟତ ଦଳ ସୁନା ଦୋକାନୀଙ୍କ ଘରେ ପଶି ସୁନା ବ୍ୟାଗ୍…
Read More »