Nabarangpur News
-
Politics
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ପରାମର୍ଶ କର୍ମଶାଳା ବୁଦ୍ଧିଜୀବୀଙ୍କଠାରୁ ପ୍ରସ୍ତାବ ଗ୍ରହଣ କଲେ ମନ୍ତ୍ରୀ
ନବରଙ୍ଗପୁର,୧୫୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଡିଶା ଭିଜନ 9019 G 9૦૪૭ OQING କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସିଲିଓ…
Read More » -
Entertainment
ମଣ୍ଡେଇ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ନବରଙ୍ଗପୁର :୧୬/୮ ଗତଶନିବାର ଦିନ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି…
Read More » -
Nawarangpur
ରାସ୍ତା ପାଇଁ ଭଙ୍ଗାଗଲା ପାଚେରି: ପାଣିରେ ପଡ଼ିଲା କୃଷି ବିଭାଗର ଲକ୍ଷାଧିକ ଟଙ୍କା
ଡାବୁଗାଁ,୧୬|୬: ଡାବୁଗାଁ କୃଷି ବିଭାଗ ପକ୍ଷରୁ ଗୋଟିଏ ପାଚେରି ନିର୍ମାଣ ପାଇଁ ବାରମ୍ବାର ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇଛି। କୃଷି ବିଭାଗର ଏଭଳି ବେପରୁଆ କାର୍ଯ୍ୟ ଯୋଗୁଁ…
Read More » -
Politics
୨୦୨୬ ଅକ୍ଟୋବରରୁ ଜନଗଣନା
ନୂଆଦିଲ୍ଲୀ,୧୬।୬: ଦେଶରେ ଜନଗଣନା ପାଇଁ ଆଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଦୁଇଟି ପର୍ଯ୍ୟାଗରେ ଜନଗଣନା କରାଯିବ । କରି ବିଜ୍ଞପ୍ତି ଅନୁସାରେ ପ୍ରଥମ…
Read More » -
Nawarangpur
କୁଣ୍ଢା ବଝେଇ ଟ୍ରକ୍ ଓଲଟି ଶ୍ରମିକ ମୃତ, ୨ ଆହତ
ପାପଡାହାଣ୍ଡି, ୧୬/୦୬ :(ଗୋବିନ୍ଦା ତ୍ରିପାଠୀ ) ,ନବରଙ୍ଗ ରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ମୈଦଲପୁର ଥାନା ଜୁନାପାଣି ତାଙ୍କ ଓଲଟି ବୁଲାଣି ନିକଟରେ ଏକ କୁଣ୍ଢା ବଝେଇ…
Read More » -
Nation
ହଟିଲା ଆନ୍ଦୋଳନ, ଆଜିଠୁ ସହର ସଫେଇ କାମ ସ୍ବାଭାବିକ
ଉମରକୋଟ, ୧୬/୬: ଦରମା ବୃଦ୍ଧି ଓ ଅନ୍ୟ ସୁବିଧା ଦାବିରେ ନବରଙ୍ଗପୁର ଜିଲା ଉମରକୋଟ ପୌର ପରିଷଦର ସଫେଇ କର୍ମଚାରୀମାନେ ୫ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ…
Read More » -
Health
ଦୁଇ ହିତାଧୁକାରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ରାଶି
କଲ୍ୟାଣ ସିଂହପୁର, ୧୬/୬: ରାୟଗଡା ଜିଲ୍ଲା କଲ୍ୟାଣସି ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖ ତରଫରୁ ମୃତ ବ୍ୟକ୍ତିଙ୍କ ପରିବାରକୁ ବୀମା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More » -
Health
ସେଲ୍ଫି ହେଲା କାଳ ଗୁଲମୀ ଜଳପ୍ରପାତରେ ଭାସିଗଲେ ୨ ପର୍ଯ୍ୟଟକ
କୋଟପାଡ଼, ୧୬|୬ : ପର୍ଯ୍ୟଟକଙ୍କ ପାଇଁ ଅସୁରକ୍ଷିତ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗୁଲମୀ ଜଳପ୍ରପାତ। ଏଠାରେ ଭାସି ଯାଇଛନ୍ତି ଦୁଇ ନାବାଳକ ପର୍ଯ୍ୟଟକ ଆଜି…
Read More » -
Nawarangpur
ସୁନା ବ୍ୟବସାୟୀଙ୍କ ପ୍ରତିକ୍ରିୟା : ୪୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ
ରାଇଘର ୧୬/୦୬: ରାଇଘର ଗତକାଲିର ଡକାୟତି ୨୪ ଘଣ୍ଟା ପରେ ପ୍ରତିକ୍ରିୟା ରଖିଲେ ସୁନା ବ୍ୟବସାୟୀ ดเก ଡାକୁଆ,ରାମ ଡାକୁଆ କହିବା ଅନୁଯାଇ ସ୍ଫୁଟ ହୋଇଥୁବା ଛାଇଥିବା…
Read More » -
Nawarangpur
ବିଧବାଙ୍କୁ ଗର୍ଭବତୀ ପରେ ପ୍ରତାରଣା ଅଭିଯୁକ୍ତ ଗିରଫ
ନବରଙ୍ଗପୁର,୧୫/୬ : ଜଣେ ବିଧବା ମହିଳାଙ୍କୁ ୮ ମାସ ଗର୍ଭବତୀ କରିବା ପରେ ମହିଳାଙ୍କୁ ଦାଦନ ଖଟାଇବାକୁ ହାଇଦ୍ରାବାଦ ପଠାଇ ଦେଇଥିଲେ। ଏ ନେଇ ଉମରକୋଟ ଥାନାରେ…
Read More »