Gajapati
-
District
ପାରଳାଖେମୁଣ୍ଡି ଠାରେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡ, ୫/୯: ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ, ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶଙ୍କ…
Read More » -
District
ଗଜପତି ଜିଲ୍ଲା ରୁ ବାହାର ରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, ୫/୯: ଗଜପତି ଜିଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଦେଢ଼ କୋଟି ଟଙ୍କାର ଗଞ୍ଜେଇକୁ ଜବତ କରାଯାଇଛି. ସମ୍ପୃକ୍ତ ଘଟଣାରେ ପୋଲିସକୁ ଦୂରରେ ଦେଖି…
Read More » -
District
ଗଜପତିରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ….. ଅଙ୍ଗନୱାଡି ହେଲ୍ପର ଓ ତାଙ୍କ ସ୍ଵାମୀ ଗିରଫ
ପାରଳାଖେମୁଣ୍ଡି, ୫/୯: ଜିଲ୍ଲାରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ ପୋଲିସ ଅଙ୍ଗନୱାଡି ହେଲ୍ପର ଓ ତାଙ୍କ ସ୍ଵାମୀଙ୍କୁ ଗିରଫ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ଗତ କିଛି…
Read More » -
Education
ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ପାରଳାଖେମୁଣ୍ଡି, ୪/୯: ରାଜ୍ୟ ସରକାରଙ୍କ ନିଯୁକ୍ତି ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ୨୭ ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲା କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ…
Read More » -
District
ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଜମି ଚିହ୍ନଟ ବେଳେ ରକ୍ତାତ ଆକ୍ରମଣ
ପାରଳାଖେମୁଣ୍ଡି, ୦୪/୦୯: ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଜମି ଚିହ୍ନଟ ପାଇଁ ବୈଠକ ଚାଲିଥିବା ବେଳେ କିଛି ଯୁବକ ରକ୍ତାତ ଆକ୍ରମଣ କରିଥିବା ଥାନାରେ…
Read More » -
District
ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ପାହାଡ଼ ଧସିଲା, ରାସ୍ତା ଅବରୋଧ
ପାରଳାଖେମୁଣ୍ଡି, ୪/୯: ଗଜପତି ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଆଜି ଗୁମ୍ମା ବ୍ଲକରେ ପାହାଡ଼ ଧସି ହୋଈ ପଡିଛି. ଯଦ୍ୱାରା ପାହାଡ଼ରୁ ପଥର ଓ ମାଟି ଅତଡ଼ା…
Read More » -
District
ଭଉଣୀ ବାହାଘର ପାଇଁ ଗଞ୍ଜେଇ ଚୋରା ଚାଲାଣ ବେଳେ ଯୁବକ ଗିରଫ…… ଭଉଣୀ ବିବାହ ସ୍ବପ୍ନ ଅଧୁରା ରହିଲା
ପାରଳାଖେମୁଣ୍ଡି, ୪/୯: ଦାରିଦ୍ରତା ଓ ଅର୍ଥାଭାବ ଯୋଗୁଁ ଭଉଣୀ ବାହାଘର ହୋଇପାରୁନଥିଲା. ତେଣୁ ଯେକୌଣସି ପ୍ରକାରେ ଭଉଣୀର ବାହାଘର କରିବା ପାଇଁ ଗଞ୍ଜେଇ ଚୋରା ଚାଲାଣ କରି…
Read More » -
District
ଗଜପତିରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ କୃତ୍ରିମ ନଦୀ ସୃଷ୍ଟି ହୋଇ ଭୁଶୁଡ଼ିଲା ୨ ଘରର କାନ୍ଥ
ପାରଳାଖେମୁଣ୍ଡି, ୪/୯: ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ଘର ପଛପଟେ ଥିବା ପାହାଡ଼ରୁ କୃତ୍ରିମ ନଦୀ ମାଡ଼ି ଆସିବା ଫଳରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଝାମୀ ପଞ୍ଚାୟତ…
Read More » -
District
ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲ୍ ଫେରସ୍ତ କରି ମୋହାନତା ଦେଖାଇଲା ଜିଲ୍ଲା ପୋଲିସ
ପାରଳାଖେମୁଣ୍ଡି, ୩/୯: ଗଜପତି ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳରୁ ଜନସାଧାରଣଙ୍କ ହଜିଯାଇଥିବା ମୋବାଇଲ ନେଇ ମକଦ୍ଧମା ହୋଇଥିଲା । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ…
Read More » -
Health
ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ପାରଳାରେ ଏକ ହାଇଟେକ୍ ମେଡିକାଲ ନିର୍ମାଣ କରିବା ପାଇଁ ଅନୁରୋଧ ଜଣାଇଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପାରଳାଖେମୁଣ୍ଡି, ୩/୯: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଗଜପତି ଜିଲ୍ଲାରେ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି…
Read More »