Employment New
-
District
ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ କିଶାନ ମୋର୍ଚ୍ଚା ପକ୍ଷରୁ ଗଜପତି ଜିଲ୍ଲାରେ ରେ ବିଶ୍ବ ଆଦିବାସୀ ଦିବସ ପାଳିତ
ପାରଳାଖେମୁଣ୍ଡି, ୯/୮: ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ପେଦାଗୁଡା ଠାରେ ଅଖିଳ ଭାରତ ଆଦିବାସୀ ମଞ୍ଚ ଓ ଅଖିଳ ଭାରତ…
Read More » -
District
ପାରଳାଖେମୁଣ୍ଡି ନଗର କଂଗ୍ରେସ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି,୯/୮: ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ନୂତନ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା…
Read More » -
District
ଓସ୍ତା ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ପାରଳାଖେମୁଣ୍ଡି, ୯/୮: ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ କମିଟି ଓସ୍ତା ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଓ କର୍ମଚାରୀମାନେ…
Read More » -
District
ବେଆଇନ ବନ୍ଧୁକ ଓ ଗୁଳି ଜବତ: ୨ ଗିରଫ
ଭଞ୍ଜନଗର,୦୮/୦୮ : ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ତାରସିଂ ପୁଲିସ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦୁଇ ଗିରଫ…
Read More » -
District
ନୂତନ ଜିଲ୍ଲାପାଳଙ୍କ ସ୍ବାଭିମାନ ଅଞ୍ଚଳ ଗସ୍ତ
ମାଲକାନଗିରି, ୮/୮: ମାଲକାନଗିରି ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଥମ କରି ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଜିଲ୍ଲାପାଳ ଚିତ୍ରକୋଣ୍ଡା…
Read More » -
District
ଖୁଡ଼ି ପଞ୍ଚାୟତରେ ନେଟ୍ୱର୍କ ସମସ୍ୟା ନେଇ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦେଲେ।
ସେମିଳିଗୁଡ଼ା, ୦୮/୦୮: କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଖୁଡ଼ି ଗ୍ରାମପଞ୍ଚାୟତର ୧୪–୧୫ଟି ଗାଁ ଓ ସୋରିଷପଦର ଗ୍ରାମପଞ୍ଚାୟତର ୧–୨ଟି ଗାଁରେ ଏପର୍ଯ୍ୟନ୍ତ ନେଟ୍ୱର୍କ ସୁବିଧା ମିଳିନାହିଁ।…
Read More » -
District
୬୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଭତ୍ତା ଓ ରାସନକାର୍ଡ ବାଣ୍ଟିଲେ ବିଧାୟକ
ଭଞ୍ଜନଗର,୦୮/0୮ : ଭଞ୍ଜନଗର ବ୍ଳକ ସମ୍ମିଳନୀ କକ୍ଷରେ ଶୁକ୍ରବାର ନୂତନ ରାସନ କାର୍ଡ ଓ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପ୍ରଦ୍ୟୁମ୍ନ…
Read More » -
Education
ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ପାରଳାଖେମୁଣ୍ଡି, ୮/୮: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ…
Read More » -
District
ଗଜପତି ଜିଲ୍ଲାରେ ପୁଣି ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣାରେ…. ଜଙ୍ଗଲରେ ପୋତିଥିବା ମାଟିତଳୁ ମୃତଦେହ ଉଦ୍ଧାର, ୯ ଗିରଫ
ପାରଳାଖେମୁଣ୍ଡି, ୮/୮:ଗୁଣି ସନ୍ଦେହରେ ଗଜପତି ଜିଲ୍ଲା ମୋହନା ଥାନା କମଳପୁର ଗାଁର କରୁଣାକର ଦଳାଇ(୩୦)ଙ୍କୁ ହତ୍ୟାକରି ଜଙ୍ଗଲରେ ପୋତିଦେବା ଘଟଣାରେ ପୋଲିସ ଜଙ୍ଗଲରେ ପୋତିଥିବା ମାଟିତଳୁ ମୃତଦେହକୁ…
Read More » -
Malkangiri
ଅଗଷ୍ଟ ପହିଲାରୁ ପୋଷ୍ଟ ଅଫିସ ଅଚଳ
ମାଲକାନଗିରି,୮/୮: ଅଗଷ୍ଟ ପହିଲାରୁ ମାଲକାନଗିରି ଜିଲ୍ଲାରେ ଥିବା ସମସ୍ତ ପୋଷ୍ଟ ଅଫିସରେ ଲାଗିଥିବା କମ୍ପୁଟର ସଫ୍ଟୱେର ଅଚଳ ହୋଇ ପଡିଛି। ଫଳରେ କୌଣସି ସେଭିଂ ଏକାଉଣ୍ଟ୍ ଠାରୁ…
Read More »