Education
-
Education
କାଶୀନଗର ଶ୍ରୀରାମ କଲେଜ ଏନ୍ସିସି କ୍ୟାଡ଼େଟ୍ ସମ୍ମାନୀତ
ପାରଳାଖେମୁଣ୍ଡି, ୨୧/୯: ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଛାତ୍ରୀ ବୁରା ହେମା ଦିଲ୍ଲୀ ଠାରେ ଚାଲିଥିବା ଆଭା…
Read More » -
Education
ଅଧାରୁ ପାଠ ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଆଡମିଶନ ନେଇ ସ୍ୱତନ୍ତ୍ର ଶିବିର
ମାଲକାନଗିରି, ୧୯/୯: ଆଜି ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ କର୍ଯ୍ୟାଳୟ ତରଫରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ପଞ୍ଚାୟତର ତଳସାହି ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟର…
Read More » -
Education
ଗଜପତି ଜିଲ୍ଲାର ମାଛମରା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ – ଶିକ୍ଷକଙ୍କ ମଧରେ ମାରପିଟ ଘଟଣାରେ….. ୩ ଶିକ୍ଷକ ନିଲମ୍ବିତ
ପାରଳାଖେମୁଣ୍ଡି, ୧୮/୯: ଗଜପତି ଜିଲ୍ଲାରେ ଶିକ୍ଷକମାନେ ନିଜ ନିଜ ମଧ୍ୟରେ ମାରପିଟ୍ ଘଟଣାରେ ପ୍ରଶାସନ ନିଲମ୍ବନ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୋଷାଣି…
Read More » -
Nation
ମୁମ୍ବାଇ ସ୍କୁଲରେ ୪ ବର୍ଷର ଶିଶୁ କନ୍ୟାକୁ ଯୌନ ନିର୍ଯାତନା; ମହିଳା କର୍ମଚାରୀ ଗିରଫ
ମୁମ୍ବାଇ, ୧୮/୦୯: ମୁମ୍ବାଇର ଏକ ପ୍ରସିଦ୍ଧ ସ୍କୁଲରେ ଜଣେ ଚାରି ବର୍ଷର ଝିଅକୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି, ଯାହା ପରେ ଜଣେ ମହିଳା କର୍ମଚାରୀଙ୍କୁ…
Read More » -
District
ଉପର ମାନିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ।
ଦାମନଯୋଡି, ୧୮/୦୯: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ପାକୁଝଲା ଗ୍ରାମପଞ୍ଚାୟତ ଆଜି ଉପର ମାନିଆ ଜୟପ୍ରକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ପେଡ୍ ମା ନାମରେ…
Read More » -
District
ସମ୍ବଲପୁରରେ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ୨ ଜଣ ବ୍ଲକ ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ସମ୍ବଲପୁର, ୧୭/୦୯: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ (BEO)ର ଦୁଇ କର୍ମଚାରୀଙ୍କୁ ମୋଟ ୨୫,୦୦୦ ଟଙ୍କାର ପ୍ରଥମ କିସ୍ତି…
Read More » -
Education
ମଧ୍ୟାହ୍ନ ଭୋଜନରେ ପ୍ରଦାନରେ ଅନିୟମିତତା
ତୁନୁପାର,୧୫/୯: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୁନୁପାରୁ ସରକାରୀ ଉନ୍ନତ ଉଚ୍ଚବିଦ୍ୟାଳୟରେ ଛାତ୍ରଛ ତ୍ରୀଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କୁ ଠିକ ସମୟରେ ମଧ୍ୟାହ୍ନଭୋଜନ ମିଳୁ…
Read More » -
Education
ଶିକ୍ଷକ ଅଭାବ ପ୍ରତିବାଦରେ ୯୦ ରୁ ଅଧିକ ଝିଅ ରାତିସାରା ୬୫ କିଲୋମିଟର ଚାଲିଲେ
ଅରୁଣାଚଳ, ୧୬/୦୯: ଅରୁଣାଚଳ ପ୍ରଦେଶର ପାକ୍କେ କେସାଙ୍ଗ ଜିଲ୍ଲାର ନାଙ୍ଗନ୍ୟୋ ଗ୍ରାମର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV)ର ୯୦ ରୁ ଅଧିକ ଛାତ୍ର ଏକ ଭାବପ୍ରବଣ…
Read More » -
District
ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଗଜପତି ଜିଲ୍ଲାର କୃତୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ର “ନିର୍ମାତା ଗାରିମାମୟ ସମ୍ମାନ”
ପାରଳାଖେମୁଣ୍ଡି, ୧୫/୯: ବ୍ରହ୍ମପୁର ରୋଟାରି କ୍ଳବ୍ ତରଫରୁ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ କାର୍ଯ୍ୟଶୈଳୀର ସ୍ୱୀକୃତି ସ୍ୱରୂପ ଗରିମାମୟ ସମ୍ମାନ…
Read More » -
Education
ଜର୍ମାନୀରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ରୋବଟ୍ ୱେଲ୍ଡିଂ ପ୍ରତିଯୋଗିତାରେ ଗଜପତିର ରୀନା ଦଳେଇ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ
ପାରଳାଖେମୁଣ୍ଡି,୧୫/୯: ଜର୍ମାନୀର ଏସେନ ସହର ଠାରେ ଅନ୍ତର୍ଜାତୀୟ ରୋବଟ୍ ୱେଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି. ଏଥିରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବା ପାଇଁ ଓଡିଶାର ଗଜପତି…
Read More »