Bhanjanagar News
-
Education
ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର,୨୫/୦୮ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଅଭିମୁଖୀକରଣ…
Read More » -
District
କୂଅ ଭିତରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର
ଭଞ୍ଜନଗର,୨୪/୮ : ଭଞ୍ଜନଗର ଥାନା ଗାମୁଣ୍ଡି ଗ୍ରାମରେ ଆଜି କୂଅ ଭିତରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ହେମ ଗୌଡ଼ (୭୦)।…
Read More » -
District
ଘର୍ ଛାତ ଉପରୁ ୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର
ଭଞ୍ଜନଗର,୨୩/୮ : ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଗ୍ରାମର ସନାତନ ସାହୁଙ୍କ ଘର୍ ଛାତ…
Read More » -
District
ଭଞ୍ଜନଗରରେ ବ୍ରାଉନ୍ସୁଗାର୍ କାରବାର ; ୩ ଗିରଫ
ଭଞ୍ଜନଗର,୨୨/୮ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବେଆଇନ ଭାବେ ବ୍ରାଉନସୁଗାର ବେପାର ଲୁଚାଛପାରେ ଚାଲିଥିବା ବେଳେ ପୁଲିସ୍ ଚଢାଉ କରି…
Read More » -
Politics
ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ପଦ ହାତେଇଲା ବିଜେପି
ଭଞ୍ଜନଗର,୨୦/୮ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଉପ ନିର୍ବାଚନରେ ବିଜେପି ସମର୍ଥିତ ନିଳାଞ୍ଚଳ ଖିଲାର ବିଜୟୀ…
Read More » -
District
ଭଞ୍ଜନଗରରେ ରାଜସ୍ବ ଅମଲାଙ୍କ ଧାରଣା
ଭଞ୍ଜନଗର,୧୮/୮ : ଓଡ଼ିଶା ରାଜସ୍ବ ଅମଲା ସଂଘର ବାରମ୍ବାର ଦାବି ସତ୍ତ୍ୱେ ଦଶ ଦଫା ଦାବି ପୂରଣ ହେଉ ନଥିବା ପ୍ରତିବାଦରେ ରାଜସ୍ବ ଅମଲା ମାନେ ସମୁହ…
Read More » -
Bhanjanagar
ଏନ.ଏ. ସି ଏବଂ ସାବିତ୍ରୀ କଲେଜ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
ଭଞ୍ଜନଗର,୧୩/୮: ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ସହ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ…
Read More » -
Sports
ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଭଞ୍ଜନଗରରେ ହେବ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଭଞ୍ଜନଗର,୧୪/୮: ଫୁଟବଲ ଖେଳ ପାଇଁ ଭଞ୍ଜନଗର ସହରର ସ୍ବତନ୍ତ୍ର ପରିଚୟ ରହିଛି। ଭଞ୍ଜନଗର ସହର ମଧ୍ୟରେ ରହିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡିଆ ବା…
Read More » -
District
ପେଟ୍ରୋଲିଂ ବେଳେ ସନ୍ଦିଗ୍ଧ ଯୁବକ ଗିରଫ ବନ୍ଧୁକ, ଜୀବନ୍ତ ଗୁଳି ଓ ମାଗାଜିନ ଜବତ
ଭଞ୍ଜନଗର,୧୧/୮ : ଭଞ୍ଜନଗର ଥାନା ଅଧୀନ ଶାଲୁଆପଲ୍ଲୀ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଅଶୋକ କୁମାର ଭୂୟାଁକୁ ପୁଲିସ କାବୁ କରିବା…
Read More » -
District
ପୋଖରୀରେ ବୁଡ଼ି ଯୁବକର ମୃତ୍ୟୁ
ଭଞ୍ଜନଗର, ୦୯/୦୮ : ଭଞ୍ଜନଗର ଥାନା ଅଧୀନ କୁଲାଡ଼ ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ନାଇକଙ୍କ…
Read More »