-
Education
ପ୍ରବଳ ବର୍ଷା ପାଇଁ ଆଜି ମାଲକାନଗିରିରେ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ
ମାଲକାନଗିରି, ୨୬/୦୯: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଆଜି ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା କଲେକ୍ଟର। ବଙ୍ଗୋପସାଗରରେ ଦ୍ୱିଗୁଣିତ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା…
Read More » -
World
ଟ୍ରମ୍ପ କହିଛନ୍ତି ଯେ ସେ ଇସ୍ରାଏଲକୁ ପଶ୍ଚିମ ବ୍ୟାଙ୍କକୁ ମିଶାଇବାକୁ ଅନୁମତି ଦେବେ ନାହିଁ।
ୱାଶିଂଟନ, ୨୬/୦୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ସେ ଇସ୍ରାଏଲକୁ ପଶ୍ଚିମ କୂଳକୁ ମିଶାଇବାକୁ ଅନୁମତି ଦେବେ ନାହିଁ। “ଯଥେଷ୍ଟ ହୋଇଗଲା,” ଟ୍ରମ୍ପ ସ୍ପଷ୍ଟ…
Read More » -
District
ଗଜପତି: ଅର୍ଥ ହେରଫେର ମାମଲାରେ ପୁନର୍ବାର ଦୋଷୀ ସାବ୍ୟସ୍ତ ହେଲେ ଖଜୁରୀପଦା ବ୍ରାଞ୍ଚ ପୂର୍ବତନ ଶାଖା ପୋଷ୍ଟ ମାଷ୍ଟର
ପାରଳାଖେମୁଣ୍ଡି, ୨୬/୯: ନିଜର କଷ୍ଟ ଉପାର୍ଜିତ ଧନକୁ ଲୋକମାନେ ବ୍ୟାଙ୍କ କିମ୍ବା ଡାକଘରେ ସଞ୍ଚୟ ଖାତାରେ ଜମା କରି ନିଶ୍ଚିନ୍ତ ଭାବେ ରହିଥାନ୍ତି। କିନ୍ତୁ ଯଦି ସେହି…
Read More » -
District
ତିନୋଟି ବ୍ଲକ ସମ୍ମୁଖରେ ଜି.ପି.ଏଲ.ଏଫ. କର୍ମୀ ମହିଳା କର୍ମଚାରୀଙ୍କ ଧାରଣା ଆଜିକୁ ଚାରିଦିନ ହେଲା
୭ଦଫା ଦାବିକୁ ନେଇ ଏହି ଆନ୍ଦୋଳନ ଚାଲିଛି। ୩ଟି ବ୍ଲକର ଗ୍ରାମପଞ୍ଚାୟତର କର୍ମଚାରୀମାନେ ସଂଘର ନିଷ୍ପତି ଅନୁସାରେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସଭାପତିଙ୍କ କହିବା ଅନୁସାରେ…
Read More » -
Education
ସେଞ୍ଚୁରିଆନ ୟୁନିଭରସିଟିରେ ସଂସ୍କୃତି ଏବଂ ଐତିହ୍ୟ ଶିକ୍ଷା
ପାରଳାଖେମୁଣ୍ଡି,୨୬/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସେପ୍ଟେମ୍ବର ୨୦୨୫ ରାଷ୍ଟ୍ରୀୟ ସେବା ଯୋଜନା (NSS) ଦିବସ ଅବସରରେ, ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍…
Read More » -
District
ଜନ ସେବା ହେଉଛି ମୁଳ ଲକ୍ଷ୍ୟ
ଭଞ୍ଜନଗର,୨୫/୯ : ମହାନ ରାଷ୍ଟ୍ରବାଦୀ,ଜନନାୟକ,ଦାର୍ଶନିକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ସାଧାରଣ ସଂପାଦକ,ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ ତଥା ଏକାତ୍ମ ମାନବ ଦର୍ଶନର ସ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ…
Read More » -
District
୨୬ ପଟିଆ ହାତୀପଲ ଉପଦ୍ରବ ଦୁଇ ଗାଈକୁ ଆକ୍ରମଣ ସହ ବ୍ୟାପକ ଫସଲ ନଷ୍ଟ
ଭଞ୍ଜନଗର,୨୫/୯ : ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳରେ ଏକ ୨୬ ପଟିଆ ହାତୀପଲ ରହିଥିବା ବେଳେ ଏବେ ଧିରେ ଧିରେ ଜଙ୍ଗଲରୁ ବାହାରକୁ ଆସୁଥିବା…
Read More » -
ଶେଷ ପର୍ଯ୍ଯାୟ ରେ ପ।ର।ବେଡ। ଦୁଗ।ପୂଜ। କମିଟିର ପ୍ରସ୍ତୁତି
ଶେଷ ପର୍ଯ୍ୟାୟରେ ପାରାବେଡ଼ା ଦୁର୍ଗାପୂଜା କମିଟିର ପ୍ରସ୍ତୁତି ମନମୋହିବ କେଦାରନାଥ ମନ୍ଦିର ସଦୃଶ ତୋରଣ ଜୟପୁର,୨୬/୯: ପ୍ରଥମଥର ପାଇଁ ପାରାବେଡ଼ା ଅଞ୍ଚଳରେ ଅନୁଷ୍ଠିତ ହେବ ଦୁର୍ଗାପୂଜା ପାରାବେତା…
Read More » -
ଅବକ।ରୀ ବିଭାଗ ଚଡ।ଉ ୧୨କେଜି ଗଞ୍ଜେଇ ଜବତ୍ ସହ ଜଣେ ଗିରଫ
ଅବକାରୀ ବିଭାଗ ଚଢ଼ାଉ ୧୨କେଜି ଗଞ୍ଜେଇ ଜବତ୍ ସହ ଜଣେ ଗିରଫ। ବାରିପଦା, ୨୬/୯ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ଟାଙ୍ଗିଆ ଗ୍ରାମରେ…
Read More » -
୫ହଜ।ର ମେଡିକାଲ ସିଟ୍ ବିଡିଲ।
ଭୂବନେଶ୍ବର, ୨୬/୯ ୫ ହଜାର ମେଡିକାଲ ସିଟ୍ ବଢ଼ିଲା ଦେଶରେ ସରକାରୀ ମେଡିକାଲ କଲେଜରେ ବଢ଼ିଲା ୫ ହଜାର ମେଡିକାଲ ସିଟ୍ କେନ୍ଦ୍ର କ୍ୟାବିନେଟ୍ରେ ମେଡିକାଲ ଶିକ୍ଷା…
Read More »