-
ଭତ୍ତା ରୁ ବଞ୍ଚିତ ବିଧବ। ଜେମ।
ଭତ୍ତାରୁ ବଞ୍ଚିତ ବିଧବା ଜେମା ନନ୍ଦାହାଣ୍ଡି, ୧୨|୧୦: ଦୁଇ ବର୍ଷ ପୂର୍ବେ ସ୍ବାମୀ ଆରପାରିକୁ ଚାଲିଗଲେ। ବିଧବା ହୋଇଗଲେ ଜେମା | ଏଯାବତ୍ ମିଳିପାରୁନି ଭତ୍ତା ବାରମ୍ବାର…
Read More » -
ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଲେବ ଟେନ୍ନିସିଆନ ଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟଙ୍କୁ ଖର।ପ ବ୍ୟବହାର, କରୁଥିବାର ଅଭିଯୋଗ
ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନିସିଆନଙ୍କ ଦ୍ଵାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ନବରଙ୍ଗପୁର –୧୨/୧୦/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି…
Read More » -
ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ! ମମତାଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ମୋହନଙ୍କ ଅପିଳ ଭୁବନେଶ୍ଵର / ନୂଆଦିଲ୍ଲୀ, ୧୧/୧୦ : ପଶ୍ଚି ମବଙ୍ଗ ରେ ଓଡ଼ିଆ ଛାତ୍ରୀଙ୍କୁ…
Read More » -
ଯୌତୁକ ପ।ଇ ସ୍ତ୍ରୀ କୁ ହତ୍ୟା
ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା ଦୁର୍ଘଟଣାର ରୂପ ଦେବା ପାଇଁ ଗ୍ୟାସ ଲଗାଇ ଜାଳିଦେଲା ସ୍ବାମୀ ହତ୍ୟା ଅଭିଯୋଗ ଆଣିଲେ ଝିଅ ର ପରିବାର; ପୋଲିସ…
Read More » -
ବେଆଇନ କ୍ରସରକୁ ବିରେ। ଧ
ବେଆଇନ କ୍ରସର୍କୁ ବିରୋଧ କଲ୍ୟାଣସିଂହପୁର,୧୧୵୧୦: ବୀର୍ଘ ବର୍ଷ ହେଲା ଚାଲିଛି ପଥର କ୍ରସର ଏହାଦ୍ଵାର ଆଖପାଖ ଅଞ୍ଚଳର ପରିବେଷ ପ୍ରଦୂଷଣ ହେଉଛି। କୁସରକୁ ବଦ କରିବା ଲାଗି…
Read More » -
ଭାଙ୍ଗ। ଓ ଭଡ। ଦଦର। ଘରେ ଚ।ଲିଛି ଡ।କ ଘର ସେବ।
ସାହାରା ଖୋଜୁଛି ସମ୍ପର୍କର ସେତୁ ଭଡ଼ା ଓ ଭଙ୍ଗା ଦଦରା ଘରେ ଚାଲିଛି ଡାକ ଘର ଚନ୍ଦାହାଣ୍ଡି, ୧୧/୧୦: ଏକଦା ଭାବ ଆଦାନ ପ୍ରଦାନର ମାଧ୍ୟମ ଥିଲା…
Read More » -
ଜରିପାଲ କୁଡ଼ିଆ ରେ ସଢ଼ୁଛନ୍ତି ୪୦୦ ପରିବ।ର
ଜରିପାଲ କୁଡ଼ିଆରେ ସଢୁଛନ୍ତି ୪୦୦ ପରିବାର ନବରଙ୍ଗପୁର ତା୧୧୵୧୦ ବିଜେଡି ସରକାର ସମୟରେ ସହରାଞ୍ଚଳ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ସରକାରୀ ଜମିର ସହ ସହ ଆହାସ ଯୋଜନାରେ ପନ୍ଥା…
Read More » -
ରାଇଘର ରେ ଜବରଦଖଲ ଉଚ୍ଛେଦ
ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ରାଇଘରରେ ଜବର ଦଖଲ ଉଚ୍ଛେଦ ରାଇଘର,ଡା୧୧୵୧୦ ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହ ଠାରେ ଦୀର୍ଘ ବର୍ଷରୁ ଟ୍ରାଫିକ ସମସ୍ୟା ଅଣାୟତ…
Read More » -
ଭୂତକୋଠି ପ।ଲଟିଛି କେସିସି ବ୍ୟାଙ୍କ ଶ।ଖ।
ଭୂତକୋଠି ପାଲଟିଛି କେସିସି ବ୍ୟାଙ୍କ ଶାଖା ନବରଙ୍ଗପୁର୧୨୵୧୦: ସରକାର କୃଷିର ବିକାଶ ଓ କୃଷକ ସଶକ୍ତିକରଣ ନିମନ୍ତେ ବାରମ୍ବାର ହଲପ କରିବା ସହ ସମବାୟ ବିଭାଗକୁ ଅଧିକ…
Read More » -
ବାଲୁଙ୍କେଶ୍ଵର ପେପର ଇଣ୍ଡଷ୍ଟ୍ରିର ଅଗ୍ନିକାଣ୍ଡ ଘଟି ଲକ୍ଷ।ଧିକ ଟଙ୍କାର ପେପର ନଷ୍ଟ
ବାଲୁଙ୍କେଶ୍ୱର ପେପର ଇଣ୍ଡିଷ୍ଟ୍ରିରେ ଅଗ୍ନିକାଣ୍ଡ ବୁଗୁଡ଼ା ୧୦/୧୦: ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ହରିଶରଣ ପୁର ଗ୍ରାମରେ ଥିବା ଏକ ପେପର ଇଶିଷ୍ଟ୍ରିରେ ଅଗ୍ନିକାଣ୍ଡ ଘଟି…
Read More »