-
(no title)
୭ ଦିନ ଭିତରେ ଆବାସ କାର୍ଯ୍ୟ ଆରମ୍ଭ ପାଇଁ ତାଗିଦ୍ ବୈପାରିଗୁଡ଼ା,୩୧/୧ : ବୈପାରିଗୁଡ଼ା ବ୍ଲକରେ ୮ ଶହରୁ ଊର୍ଦୁ ପ୍ରଧାନମନ୍ତ୍ରୀ ଆବାସଗୃହ ଅସଂପୂର୍ଣ୍ଣ ଥିବା ନେଇ…
Read More » -
ବ୍ୟବହାରରେ ଆସୁନି ଓପନ ଜିମ୍
ବ୍ୟବହାରରେ ଆସୁନି ଓପନ ଜିମ୍ ପାଣିରେ ପଡ଼ିଲା ୫୦ଲକ୍ଷ ନବରଙ୍ଗପୁର,୩୧/୧: ତତ୍କାଳୀନ ସରକାର ଅମଳରେ ମୁକ୍ତା (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର) ଯୋଜନାରେ ୫୦ଲକ୍ଷରୁ ଉର୍ଦ୍ଧ୍ବ ବ୍ୟୟବରାଦରେ ସହରର…
Read More » -
ବିଧବ। ଭତ୍ତା ରୁ ବଞ୍ଚିତ : ର ଇବ।ରି ଓ ବୌଶ।ଖୀ
ବିଧବା ଭତ୍ତାରୁ ବଞ୍ଚିତ : ରଇବାରି ଓ ବୈଶାଖୀ ଝରିଗାଁ: ୩୧/୧ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକାମ୍ବା ପଞ୍ଚାୟତ ଗୋରାମ୍ବା ଗ୍ରାମର ଦୁଇ ବିଧବା ମହିଳା…
Read More » -
ଡ।ବୁଗଁ। ମ।ଘ ମଣ୍ଡେଇ ଧୁମଧ।ମର ପ।ଳନ କର।ଗଲ।
*ଡାବୁଗାଁ ମାଘ ମଣ୍ଡେଇ ଧୂମଧାମରେ ପାଳିତ* ଡାବୁଗାଁ ରେ ମାଘ ମଣ୍ଡେଇ ଯାତ୍ରା ଧୂମଧାମରେ ପାଳିତ ହୋଇ ଯାଇଛି। ବାବା ଭୈରବ, ମାଁ ଦୁଲାରଦେଇ, ବଜ୍ଞାରୁଣୀ ମାଁ,…
Read More » -
ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଏମଜିଏନଆରଇଜିଏସ୍ ବଞ୍ଚ।ଓ ପଦ ଯାତ୍ରା
ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ‘ଏମ୍ଜିଏନଆରଇଜିଏସ୍ ବଞ୍ଚାଓ’ ପଦଯାତ୍ରା (ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ଦିଲ୍ଲୀପ ଖରା ସେମିଳିଗୁଡା) ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ…
Read More » -
ଜଳଭଣ୍ଡାର ଜଳସ୍ତର ହ୍ରାସ ନିର୍ମାଣ ବ।ଧକ
ଜଳଭଣ୍ଡାର ଜଳସ୍ତର ହ୍ରାସ ନିର୍ମାଣରେ ବାଧକ ଜିଲ୍ଲାପାଳ ଅନ୍ୟ ଅଧିକାରୀ ଓ ଠିକା ସଂସ୍ଥା ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ତେନ୍ତୁଳିଖୁଣ୍ଟି, ୨୯/୧ ନବରଙ୍ଗପୁର ଜିଲ୍ଲା ତେଗୁଳିମୁଣ୍ଡି,…
Read More » -
ରାସ୍ତାରୁ.ପ।ଇଥିବ। ବ୍ଯ।ଗ ପୋଲିସ କୁ ଦେଲେ ଦୁଇ ଯୁବକ
ରାସ୍ତାରୁ ପାଇଥିବା ବ୍ୟାଗ ପୋଲିସକୁ ଦେଲେ ୨ ଯୁବକ ବ୍ୟାଗକୁ ଫେରାଇଥୁବା ଅର୍ଜୁନ ଓ ରମେଶ। ନନ୍ଦପୁର,୨୯/୧ କୋରାପୁଟ ଜିଲ୍ଲା ନନ୍ଦପୁର ପୋଲିସ ୨ ଯୁବକ ରାସ୍ତାରୁ…
Read More » -
District
ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଂକୁ ଚିଠି ଲେଖିଲେ
ପାରଳାଖେମୁଣ୍ଡି:୨୭/୧(ଗରୁଡ଼ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ରାଜ୍ଯ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକଂକୁ ଚିଠି ଦ୍ବାରା ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ…
Read More » -
District
ଉମ୍ବେଲ ଗ୍ରାମ ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତ ଅଧିକାରୀଙ୍କ ଅନୁପସ୍ଥିତି, ଜନଅସନ୍ତୋଷ
(ସେମିଳିଗୁଡାରୁ ରିପୋର୍ଟ ଦିଲ୍ଲୀପ ଖରା ଓଡିଶା ଷ୍ଟେଟ୍ ନ୍ୟୁଜ୍ )କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ବେଲ ଗ୍ରାମ ପଞ୍ଚାୟତରେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଞ୍ଚାୟତ…
Read More » -
District
ଭୁବନେଶ୍ବର ଟାଉନ୍ ସେଣ୍ଟର ପ୍ରକଳ୍ପ: ୧୦ ବର୍ଷ ହେଲା ଝୁଲିଛି, ଏବେ ପୁଣି ଯୋଜନା
ଭୁବନେଶ୍ବର: ୧୦ ବର୍ଷ ତଳେ ଭୁବନେଶ୍ବର ଟାଉନ୍ ସେଣ୍ଟର ପ୍ରକଳ୍ପକୁ ମିଳିଥିଲା ସରକାରୀ ମଞ୍ଜୁରି। ଯେଉଁଠି ବୃହତ୍ ପାର୍କିଂ ସାଙ୍ଗକୁ ଅତ୍ୟାଧୁନିକ ବହୁମୁଖୀ ବାଣିଜ୍ୟିକ କେନ୍ଦ୍ର ଖୋଲିବାର…
Read More »