-
ମ।ଟିର ଉର୍ବର ତ। ହର୍ସ ପ।ଉଛି ବିରି ଚଷ ପ୍ରତି ଚ।ଷୀ ବିମୁଖ
ମାଟିର ଉର୍ବରତା ହ୍ରାସ ପାଉଛି ବିରି ଚାଷ ପ୍ରତି ଚାଷୀ ବିମୁଖ ଝରିଗାଁ,ତା୨୪|୧୦ ଦିନଥିଲା ଝରିଗାଁ ବ୍ଲକର ପ୍ରାୟ ଅଞ୍ଚଳରେ ବିରି ଚାଷ ଚାଷୀ କରୁଥିଲେ ।…
Read More » -
ଅଜଣ। ଶବକୁ ଚ।ରି କାନ୍ଧ ମିଳିଲ।
ଅଜଣା ଶବକୁ ଚାରିକାନ୍ଧ ମିଳିଲା ନବରଙ୍ଗପୁର, ତା ୨୪/୧୦ ଡାକ୍ତରଖାନାରେ ଅସହାୟ ଶବକୁ କାନ୍ଧ ଦେବା ପାଇଁ ସମସ୍ତେ ପଛଘୁଞ୍ଚା ଦେଉଥିବା ବେଳେ ଆଗେଇ ଆସିଥିଲେ ଗୌଡ଼ସାହି…
Read More » -
ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ଆହତ
ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଆହତ ଚନ୍ଦାହାଣ୍ଡି, ୨୪/୧o: ଚନ୍ଦାହାଣ୍ଡି ଥାନା ଅଧୀନସ୍ତ ବତାଝର ନିକଟରେ ଗାଡ଼ି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଛନ୍ତି…
Read More » -
କେବଳ ବ୍ୟାବସାୟିକ ଶତୃତ।ରୁ ହତ୍ୟାକାଣ୍ଡ କି ?
କେବଳ ବ୍ୟବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ କି ? ପୀତବାସଙ୍କ ଚାମ୍ବର ସିଲ୍ କରିବାରେ ୫ ଦିନ ବିଳମ୍ବ କାହିଁକି ? ବ୍ରହ୍ମପୁର, ବହୁ ଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡର…
Read More » -
କାଶୀପୁର ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଶୀପୁର:୨୩/୧୦ :ରାୟଗଡା ଜିଲ୍ଲା କାଶୀପୁର ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More » -
ଶୋଚନୀୟ ରାସ୍ତା ଓ ବର୍ଜ୍ୟବସ୍ତୁ ଦେଓମାଳିର ଚିନ୍ତ।
ଶୋଚନୀୟ ରାସ୍ତା ଓ ବର୍ଜ୍ୟବସ୍ତୁ ଦେଓମାଳିର ଚିନ୍ତା କୋରାପୁଟ, ତା ୨୪ ।୧୦ ପର୍ଯ୍ୟଟନ ଋତୁ ଆରମ୍ଭରୁ କୋରାପୁଟ ଜିଲ୍ଲାରେ ଦେଖାଦେଇଛି ଅବ୍ୟବସ୍ଥା । ବିଶ୍ବପ୍ରସିଦ୍ଧ ଦେଓମାଳି…
Read More » -
ନବରଙ୍ଗପୁର ଠ।ରେ ଜିଲ୍ଲା ସ୍ତରୀୟ ଶିଶୁ ପ।ଇ ଦିନଟିଏ ପ।ଳନ
ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ” ଶିଶୁ ପାଇଁ ଦିନଟିଏ” ପାଳନା। ନବରଙ୍ଗପୁର ଗୋପାଳ ବେଣୁ ରାଓ,ତା୨୩.୧୦.୨୦୨୫:”ମିଶନ ବାତ୍ସଲ୍ୟ ଯୋଜନା ” ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ଵାରା…
Read More » -
ଆନ୍ତ ଜିଲ୍ଲା .୧୬ ବର୍ଷ କମ କ୍ରିକେଟ ଖୌଳ।ଳିଙ୍କ କଟକ ଗସ୍ତ
ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ ନବରଙ୍ଗପୁର,୨୩/୧୦ ରାଜ୍ୟ କ୍ରିକେଟ୍ ସଂଘ ଆନୁକୁଲ୍ୟରେ ଆସନ୍ତା ୨୪ ତାରିଖରୁ କଟକ ଠାରେ ଆନ୍ତଃ…
Read More » -
ଜବରଦଖଲ ହଟୁନି, ବିକ।ଶ ଆଗକୁ ବଡୁନି
ଜବରଦଖଲ ହଟୁନି ବିକାଶ ଆଗକୁ ବଢୁନି ହିର୍ଲି ପର୍ଯ୍ୟଟନୀସ୍ଥଳୀ ଅବହେଳିତ ନବରଙ୍ଗପୁର, ୨୩/୧୦ ପ୍ରାକୃତିକ ପରିବେଶରେ ପରିପୂର୍ଣ ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲା ଏବେ ଜବରଦଖର ଜିଲ୍ଲା…
Read More » -
ପୂପୁଗ।ଅଁ। ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବ।ସୀ
ପୁପୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ ନବରଙ୍ଗପୁର,୨୩/୧୦ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ଶିକ୍ଷାର ବିକାଶ…
Read More »