Odisha
-
ନବରଙ୍ଗପୁର ର ସହରାଞ୍ଚଳ ବିକାଶ ଓ ସୃଚତ। ପ।ଇ ନବରଙ୍ଗପୁର ବିଧାୟକ ଓ ଜିଲ୍ଲାପାଳ ପରିଦର୍ଶନ
ନବରଙ୍ଗପୁର ସହରାଞ୍ଚଳ ବିକାଶ ଓ ସ୍ବଚ୍ଛତା ପାଇଁ ମାନ୍ୟବର ବିଧାୟକ ନବରଙ୍ଗପୁର ଏବଂ ଜିଲ୍ଲାପାଳଙ୍କ ପରିଦର୍ଶନ ନବରଙ୍ଗପୁର ୧୦।୯ ସକାଳ ១.११० ศิ ସମୟ ରେ ମାନ୍ୟବର…
Read More » -
ଓଲଟିପଡିଲ। ମାଣ୍ଡିଆ ବୋଝେଇ ଟ୍ରକ
ଓଲଟିପଡ଼ିଲା ମାଣ୍ଡିଆ ବୋଝେଇ ଟ୍ରକ୍ ଉମରକୋଟ, ୧୦/୯ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅଧୀନ ପୁଟୁଗୁଡ଼ା ଗ୍ରାମ ନିକଟରେ ପିଡିଏସ୍ ମାଣ୍ଡିଆ ନେଇ ଯାଉଥିବା ଏକ ଟ୍ରକ୍…
Read More » -
ଜୟପୁର ଡିଏଚ୍ଏଚ୍ ୧୦୭ ଡକ୍ଟର ପଦ ଖ।ଲି
ଜୟପୁର ଡିଏଚଏଚ ୧୦୭ ଡାକ୍ତର ପଦ ଖାଲି କୋରାପୁଟ, ୧୦/୯ : ୭ବିଭାଗରେ ନାହାନ୍ତି ଜଣେ ବି ବିଶେଷଜ୍ଞ । ଖାଲି ପଡ଼ିଛି ୧୦୭ ଡାକ୍ତର ପଦବି…
Read More » -
କାଲିମେଳା ଠାରେ କଳିଙ୍ଗ ବୈଶ୍ୟ ମିଗ ଅଞ୍ଚଳ ପୁଷ୍ଟି ସମ୍ମିଳନୀ ଅନୁଷ୍ଠିତ
କାଲିମେଳା, ୧୦/୦୯: କଳିଙ୍ଗ ବୈଶ୍ୟ ସଂଘ ମିଗ ଅଞ୍ଚଳ ପୁଷ୍ଟି ସମ୍ମିଳନୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ଠାରେ ଥିବା ଆରଏମସି ଗୋଦାମ ଗୃହ…
Read More » -
ସ।ପ କମୁଡ।ରେ ଭାଇଭଉଣୀ ମୃତ
ସାପ କାମୁଡାରେ ଭାଇଭଉଣୀ ମୃତ ନବରଙ୍ଗପୁର, ୧୦/୯: ନବରଙ୍ଗପୁରରେ ଅନ୍ଧବିଶ୍ଵାସର କରୁଣ ପରିଣତି ମଙ୍ଗଳବାର ଦେଖିବାକୁ ମିଳିଛି। ସାପ ଦଂଶନ ପରେ ମେଡିକାଲ ନେବା ବଦଳରେ ଗୁଣିଆ…
Read More » -
ସବୁ ଦିନ ପାଇଁ ଆଲବିଦା କହି ଚାଲିଗଲେ କ୍ଷିତୀଶ ଗୁରୁଜୀ
ମାଲକାନଗିରି, ୧୦/୦୯: ମାଲକାନଗିରି ଜିଲ୍ଲା ବାଲିମେଳା ର ବରିଷ୍ଠ ତଥା ଅତି ପ୍ରିୟ ଶିକ୍ଷକ କ୍ଷିତୀଶ ରଞ୍ଜନ ଆଚାର୍ଯ୍ୟ ଙ୍କ ପରଲୋକ ହୋଇ ଯାଇଛି। କିଛି ବର୍ଷ…
Read More » -
ଗଜପତି ଜିଲ୍ଲା ନୋଡାଲ ସଚିବ ଡ଼.ଏନ ତିରୁମାଲା ନାୟକଙ୍କ ବିକାଶମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, ୧୦/୯: ଆଜି ଗଜପତି ଜିଲ୍ଲା ନୋଡାଲ ସଚିବ ତଥା ଉପ-ଅଧ୍ୟକ୍ଷ,ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାୟକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ…
Read More » -
ଡୋଲିଗୁଡା ଗ୍ରାମରେ ମା ଗଜଲକ୍ଷ୍ମୀଙ୍କ ପୂଜା ପ୍ରସ୍ତୁତି ର ଶୁଭାରମ୍ଭ
ଲମତାପୁଟ, ୧୦/୦୯:ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଲମତାପୁଟ ପଞ୍ଚାୟତ ଅଧୀନରେ ଥିବା ଡୋଲିଗୁଡା ଗ୍ରାମରେ ମା ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭାରମ୍ଭ କରାଯାଇଅଛି। ହିନ୍ଦୁ ଧର୍ମର…
Read More » -
ରାଜ୍ୟପାଳଙ୍କ ବଣ୍ଡାଘାଟି ପରିଦର୍ଶନ
ମାଲକାନଗିରି, ୧୦/୯: ଆଜି କୋରାପୁଟ ଠାରୁ ସ୍ୱତନ୍ତ୍ର କାର ଯୋଗେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ…
Read More » -
ରକ୍ତହୀନତା ଓ ଦୃଷ୍ଟିଜନିତ ସମସ୍ୟା ଦୂରିକରଣ ପାଇଁ ସଚେତନତା -ରାଜ୍ୟପାଳ
ମାଲକାନଗିରି, ୧୦/୯: ଓଡ଼ିଶାର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି ଦିନିକିଆ ମାଲକାନଗିରି ଗସ୍ତରେ ଆସି ମୁଦୁଲିପଡ଼ା ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି…
Read More »