Odisha
-
ଚନ୍ଦ୍ରପୁର ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦ୍ଘାଟିତ
ମୁନିଗୁଡ଼ା/ଚନ୍ଦ୍ରପୁର, ୧୦/୦୯: ଗ୍ରାମାଞ୍ଚଳରେ ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ବିଭିନ୍ନ ପ୍ରକାର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରସ୍ଫୁଟିତ କରିବା ଲକ୍ଷକୁ ସରକାର ଆପଣାଇଛନ୍ତି। ଏହି ପରିପ୍ରେକ୍ଷୀରେ…
Read More » -
ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରି ବିଜେଡି ଛାତ୍ର ନେତା ହରି ଶଙ୍କର ରାଉତ ଦଳ ଛାଡିଲେ
ଭୁବନେଶ୍ୱର, ୧୧/୦୯: ବିଜୁ ଜନତା ଦଳ (ବିଜେଡି)କୁ ଆଉ ଏକ ଝଟକା ଦେଇ ପୂର୍ବତନ ଛାତ୍ର ନେତା ହରିଶଙ୍କର ରାଉତ ଦଳରୁ ଇସ୍ତଫା ଦେଇଛନ୍ତି, ବରିଷ୍ଠ ନେତା…
Read More » -
ସାତଦିନ ହେଲା ଅନ୍ଧାର, ଲୋକେ ସହି ନପାରି ଓହ୍ଲାଇଲେ ରାଜରାସ୍ତାକୁ।
ଗୁଣୁପୁର, ୧୧/୦୯: ରାୟଗଡା ଜିଲ୍ଲା ରାମନାଗୁଡ଼ାବ୍ଲକ ଗୋଗୁପାଡୁ ପଂଚାୟତର ଆଡମଗୁଡା ଗ୍ରାମରେ ଦୀର୍ଘ ସାତଦିନ ଧରି ବିଦ୍ୟୁତ ସରବରାହ ନ ଥିଲା,ସହଜେ ବର୍ଷା କାଳ,ଲୋକେ ନାହିଁ ନ…
Read More » -
ଭୁବନେଶ୍ୱର ପାଇଁ ‘ନୂତନ ସହର ବିକାଶ’ ଯୋଜନାକୁ ଓଡ଼ିଶା କ୍ୟାବିନେଟ ଅନୁମୋଦନ କରିଛି
ଭୁବନେଶ୍ୱର, ୧୧/୦୯: ଓଡ଼ିଶା ରାଜ୍ୟ କ୍ୟାବିନେଟ୍ “ନୂତନ ସହର ବିକାଶ” ଯୋଜନାକୁ ଅନୁମୋଦନ କରିଛି, ଯାହା ଭୁବନେଶ୍ୱର ବିକାଶ ଯୋଜନା କ୍ଷେତ୍ର (BDPA) ମଧ୍ୟରେ ଏକ ଆଧୁନିକ…
Read More » -
ଦୁଇ ଦୋକାନରେ କଳାକନା ବୁଲାଇଲେ ଚୋର
ଭଞ୍ଜନଗର,୧୧/୯ : ତାରସିଂ ଥାନା ଅଧୀନ ଚଣ୍ଡୀପାଟଣା ଛକ ନିକଟରେ ଥିବା ଦୁଇଟି ଦୋକାନରେ ଗତ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଭଳି…
Read More » -
ନାବାଳିକା କୁ ଅପହରଣ ଅଭିଯୋଗ ; ଜଣେ ଗିରଫ
ଭଞ୍ଜନଗର,୧୧/୯: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଇଲାକାରେ ଜଣେ ନାବାଳିକାକୁ ଖରାପ ଉଦ୍ଦେଶ୍ୟରେ ଅପହରଣ କରି ନେବା ଅଭଯୋଗରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ…
Read More » -
ପାଠାଗାର ସ୍ଥାପନ ପ।ଇ ସିଟିଜେନ୍ସ କମିଟିର ଦ।ବି
ପାଠାଗାର ସ୍ଥାପନ ପାଇଁ ସିଟିଜେନ୍ସ କମିଟିର ଦାବି ନବରଙ୍ଗପୁର,୧୧/୯ ନବରଙ୍ଗପୁର ସଦର ମହକୁମାରେ ସର୍ବସାଧାରଣଙ୍କ ଶକାସେ ପାଠାଗାର ସ୍ଥାପନ ପାଇଁ ଜିଲ୍ଲା ସିଟିଜେନ୍ସ କମିଟିର ସଭାପତି ଜଗନ୍ନାଥ…
Read More » -
କନ୍ଧ ଗୁଡ। ରାସ୍ତାର ଭାଗ୍ୟ ବଦଳିବ କେବେ
କନ୍ଧଗୁଡା ରାସ୍ତାର ଭାଗ୍ୟ ବଦଳିବ କେବେ ? ଗାଁକୁ ଯାଇପାରୁନି ରୋଗୀ ବୁହା ଯାନ, ଗର୍ଭବତୀଙ୍କୁ ଭାର ଭରସା ଜୟପୁର, ୧୧/୯: କାଦୁଅ ପଚପଚ ରାସ୍ତା ସାମାନ୍ୟ…
Read More » -
ଗଞ୍ଜେଇ ଚେ।ର। ଚ।ଲଣ ରେ କୋଡି଼ଏ ବର୍ଷ ସୁନ୍ଦରୀ ଗିରଫ
ଗଞ୍ଜେଇ ଚୋରା ଚାଲାଣ ରେ କୋଡିଏ ବର୍ଷିୟ ସୁନ୍ଦରୀ ଗିରଫ ଦାରିଙ୍ଗବାଡି, ୧୧।୯ :କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଞ୍ଜେଇ…
Read More »
