Odisha
-
ରାଇପୁର ଓ ବିଶ। ଖ।ପ।ଟଣ। ଭ।ରତ ମ।ଳ। ପ୍ରକଳ୍ପ ସମୀକ୍ଷା କଲେ ରାଜ୍ୟପାଳ
ରାୟପୁର-ବିଶାଖାପାଟଣା ଭାରତମାଳା ପ୍ରକଳ୍ପର ସମୀକ୍ଷା କଲେ ରାଜ୍ୟପାଳ କୋରାପୁଟ, ୧୧/୯ : ରାଜ୍ୟପାଳ ଡ, ହରିବାବୁ କମ୍ଭମପତି ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା ବେଳେ…
Read More » -
ଯୁବତୀଙ୍କୁ ଦୁଷ୍କର୍ମ, ଯୁବକ ଗିରଫ
ଯୁବତୀକୁ ଦୁଷ୍କର୍ମ, ଯୁବକ ଗିରଫ ରାଇଘର ,୧୧/୯: ଦୁଇ ମାସ ଧରି ଏକ ବନ୍ଦ କୋଠରିରେ ଯୁବତୀକୁ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ…
Read More » -
ଦୁର୍ଗାପୁଜା ପ।ଇ ପାପଡାହାଣ୍ଡି ସହର ଚଳଚଞ୍ଚଳ ହେ ଇ ଉଠିଛି
ଦୁର୍ଗାପୂଜା ପାଇଁ ପାପଡାହାଣ୍ଡି ସହର ହୋଇ ଉଠିଛି ଚଳ ଚଞ୍ଚଳ ପାପଡାହାଣ୍ଡି ,୧୧/୯:-ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ପାପଡାହାଣ୍ଡି ସହର ପୁରା ଚଳ ଚଞ୍ଚଳ ହୋଇ ଉଠିଛି,…
Read More » -
ଗ।ଅଁ। କୂ ରାସ୍ତା ନ।ହିଁ ,ବ।ଟରେ ଅଟକିଲ। ଆମ୍ବୁଲାନ୍ସ ରାସ୍ତାରେ ଜନ୍ମ ଦେଲେ ଶିଶୁକନ୍ୟା
ଗାଁକୁ ରାସ୍ତା ନାହିଁ, ବାଟରେ ଅଟକିଲା ଆମ୍ବୁଲାନ୍ସ ରାସ୍ତାରେ ପ୍ରସବ, ଶିଶୁକନ୍ୟା ଜନ୍ମ ଜଲ୍ୟାଣସିଂପୁର,୧୧/୯: ସରକାର ଯେତେ ଚେଷ୍ଟା କଲେ ବି ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ…
Read More » -
ରାଜ୍ୟ ସ୍ତରୀୟ ୩ ଜଣ ଛାତ୍ରୀ ମନୋନୀତ
ରାଜ୍ୟସ୍ତରକୁ ୩ ଛାତ୍ରୀ ମନୋନୀତ ଖୋ-ଖୋ ଖେଳରେ ମୋରଡ଼ା ବ୍ଳକକୁ ସଫଳତା BLOCK MORADA ବିଇଓ ବିଜୟ ବିଜୟ କୁମାର ପାଣିଗ୍ରାହୀ । କୃତୀ ଛାତ୍ରୀମାନଙ୍କୁ ସମ୍ବନ୍ଧିତ…
Read More » -
ଉଦ୍ଧାର ହେଲେ ନିଖୋଜ ଦାଦନ ଶ୍ରମିକ
ଉଦ୍ଧାର ହେଲେ ନିଖୋଜ ଦାଦନ ଶ୍ରମିକ ମୈଦଲପୁର,୧୧/୯: ଦାଦନ ଖଟିବା ପାଇଁ କେରଳ ରାଜ୍ୟକୁ ଯାଇ ନିଖୋଜ ଥିବା ଜଣେ ଯୁବକ ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ…
Read More » -
ଜୟପୁର କ।ଗଜ କଳ ର ସମସ୍ଯା ସୁରୁନି
ଜୟପୁର: କାଗଜ କଳ କର୍ମଚାରୀ ଓ ଶ୍ରମିକଙ୍କ ସମସ୍ୟା ସରୁନି । ଗତ 14 ମାସ ହେବ ଦରମା ଦେଇନି କମ୍ପାନୀ । ହସ୍ତକ୍ଷେପ କରିବାକୁ ଜିଲ୍ଲାପାଳଙ୍କୁ…
Read More » -
ରକ୍ତ ମହଜୁଦ ରଖିବ। ଆବଶ୍ୟକ ରାଜ୍ୟ ପ।ଳ କହିଛନ୍ତୀ
ରକ୍ତ ମହଜୁଦ ରହିବା ଆବଶ୍ୟକ: ରାଜ୍ୟପାଳ କୋରାପୁଟ, ୧୧/୯: ଜରୁରି ପରିସ୍ଥିତିର ମୁକାବିଲା ନିମନ୍ତେ ରକ୍ତଭଣ୍ଡାରରେ ସର୍ବଦା ବିଭିନ୍ନ ବର୍ଗର ରକ୍ତ ମହଜୁଦ ରହିବା ଆବଶ୍ୟକ ବୋଲି…
Read More » -
ଆଦିବାସୀ କୋଟା କୁ ନକଲି ଆଦିବାସୀଙ୍କ ହଡ଼ପ
ମାଲକାନଗିରି, ୧୧/୯ : ମାଲକାନଗିରି ଜିଲ୍ଲାରେ ଜାଲ ଆଦିବାସୀ ପ୍ରମାଣ ପତ୍ର ପ୍ରସ୍ତୁତ କରି କିଛି ବ୍ୟକ୍ତି ବିଶେଷ ସଂରକ୍ଷଣ କୋଟାରେ ସରକାରୀ ଚାକିରି ହାତେଇଥିବା ଅଭିଯୋଗ…
Read More » -
‘ନବୀନ ଚେତାବନୀ ଦେଇଛନ୍ତି’! ଠିକ୍ ଭାବରେ ନ ଚଳାଇଲେ ଦଳ ଛାଡିବାକୁ ଧମକ ଦେଲେ ବରିଷ୍ଠ ବିଜେଡି ନେତା
ଭୁବନେଶ୍ୱର, ୧୧/୦୯: ଏକ ବିରଳ ପ୍ରତିକ୍ରିୟାରେ, ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ସତର୍କ କରାଇ ଦେଇଛନ୍ତି ଯେ ଯଦି ଦଳ ‘ସଠିକ…
Read More »