Odisha
-
ନିର୍ମାଣ ହେବ ନବରଙ୍ଗପୁର ଜିଲ୍ଲାର ନୁତନ ଇନ୍ଦ।ରା ବତୀ ପୋଲ
ନିର୍ମାଣ ହେବ ଇନ୍ଦ୍ରାବତୀ ପୋଲ ନବରଙ୍ଗପୁର, ୧୯/୯: ନବରଙ୍ଗପୁର ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବ ନୂତନ ପୋଲା ଏଥିପାଇଁ ୩୮ କୋଟି ୭୭ ଲକ୍ଷ ଟଙ୍କା…
Read More » -
ଅସୁରକ୍ଷିତ ପାତ୍ରପୁଟ ଝୁଲାପୋଲ ,ଅନୁମୋଦନ ଅପେକ୍ଷାରେ। ପ୍ରସ୍ତାବ
ଅସୁରକ୍ଷିତ ପାତ୍ରପୁଟ ଝୁଲାପୋଲ, ଅନୁମୋଦନ ଅପେକ୍ଷାରେ ପ୍ରସ୍ତାବ ଜୟପୁର, ୧୯/୯: କୋରାପୁଟ ଜିଲ୍ଲାର ଜୟପୁରରୁ ବୈପାରିଗୁଡାକୁ ଜମ୍ବିଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମିତ ପାତ୍ରପୁଟ…
Read More » -
୨ଟି ସ।ଟି ଫିକେଟ୍ ରେ କରିବ। ମହଙ୍ଗା ପଡିଲ।, ଶିକ୍ଷୟିତ୍ରୀ ନିଳମ୍ବିତ
୨ଟି ସାର୍ଟିଫିକେଟ୍ରେ ଚାକିରୀ କରିବା ମହଙ୍ଗା ପଡ଼ିଲା, ଶିକ୍ଷୟତ୍ରୀ ନିଲମ୍ବିତ ନବରଙ୍ଗପୁର, ୧୯/୯: ଶିକ୍ଷୟିତ୍ରୀ ଆଶାରାଣୀ କରଙ୍କୁ ଦୁଇଟି ବିଏଡ ସାର୍ଟିଫିକେଟ ଦେଇ ଚାକିରୀ କରିବା ମହଙ୍ଗା…
Read More » -
ମହିଳା ହଟ୍ଟଗୋଳ କରିବା ପରେ ଓଡ଼ିଶା ବିଧାନସଭା ବାହାରେ ଜୋରଦାର ନାଟକ, ପୋଲିସ ଅଟକ ରଖିଲା
ଭୁବନେଶ୍ୱର, ୧୯/୦୯: ଶୁକ୍ରବାର ଦିନ ଓଡ଼ିଶା ବିଧାନସଭା ବାହାରେ ଏକ ବଡ଼ ନାଟକୀୟ ପ୍ରତିବାଦ ପ୍ରଦର୍ଶନ ହୋଇଥିଲା ଯେତେବେଳେ ଯାଜପୁରର ଜଣେ ମହିଳା ବିଭିନ୍ନ ଦାବି ନେଇ…
Read More » -
ଭୁବନେଶ୍ୱରରେ ବୁଲୁଥିବା କୁକୁର ଗଣନା ଦ୍ୱିତୀୟ ଦିନରେ ପ୍ରବେଶ କରିଛି; ସମସ୍ତ ୱାର୍ଡକୁ କଭର କରିବା ପାଇଁ ୪୧୦ଟି ଦଳ ନିୟୋଜିତ ହୋଇଛନ୍ତି
ଭୁବନେଶ୍ୱର, ୧୯/୦୯: ଶୁକ୍ରବାର ଭୁବନେଶ୍ୱରରେ ବୁଲା କୁକୁର ଗଣନା ଦ୍ୱିତୀୟ ଦିନରେ ପହଞ୍ଚିଛି। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଅଧୀନରେ ଥିବା ସମସ୍ତ ୬୭ଟି ୱାର୍ଡକୁ କଭର…
Read More » -
ଓଡ଼ିଶାରେ ୧୪୦୪ ଶିକ୍ଷକ ଅଧ୍ୟାପକ ପଦବୀ, ୨୨୮୬ ଅଣଶିକ୍ଷକ ପଦବୀ ଖାଲି: ଉଚ୍ଚ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୧୯/୦୯: ଓଡ଼ିଶାର ୧୭ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ୧୪୦୪ଟି ଶିକ୍ଷକ ଅଧ୍ୟାପକ ପଦବୀ ଏବଂ ୨୨୮୬ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି। ଆଜି ବିଧାନସଭାରେ ଆଗତ…
Read More » -
ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା: ସ୍ୱାସ୍ଥ୍ୟରେ ଉନ୍ନତିର ଲକ୍ଷଣ ଦେଖାଯାଉଛି, ଏବେ ବି କୋମାରେ ଅଛନ୍ତି
ଭୁବନେଶ୍ୱର, ୧୯/୦୯: ଅଲିଉଡ୍ ସଂଗୀତ ନିର୍ଦ୍ଦେଶକ ଏବଂ ଗାୟକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବହୁତ ଉନ୍ନତି ଆସିଛି, ଯଦିଓ ସେ ଏବେ ବି କୋମା ଅବସ୍ଥାରେ ଅଛନ୍ତି।…
Read More » -
ରାୟଗଡା ବନାଞ୍ଚଳ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ସ୍କାନରରେ, ୯ଟି ସ୍ଥାନରେ ତଲାସି
ରାୟଗଡା, ୧୯/୦୯: ଆୟର ଉତ୍ସ ଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ରାୟଗଡା ବନାଞ୍ଚଳ ଅଧିକାରୀ ଅନତର୍ୟାମି ସାହୁଙ୍କ ସହିତ ଜଡିତ ୯ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ…
Read More » -
ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟ ; ଏସ୍ଓଜି ଯବାନ ଗୁରୁତର
ଭଞ୍ଜନଗର, ୧୮/୯ : ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁରୁବାର ଅପରାହ୍ଣରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ଏସ୍ଓଜି ଯବାନ…
Read More » -
କାର ସହ ଗଞ୍ଜେଇ ଜବତ ; ୩ ଯୁବକ ଗିରଫ
ଭଞ୍ଜନଗର, ୧୮/୯: ବ୍ୟବସାୟିକ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାରୁ ଏକ କାର ଯୋଗେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ତିନି ଯୁବକକୁ ଭଞ୍ଜନଗର…
Read More »