Odisha
-
ଜିଏସଟି ହ୍ରାସ ସବୁ ବର୍ଗର ଲୋକେ ଲାଭ ପାଇବେ
ଭଞ୍ଜନଗର,୨୨/୯ : କେନ୍ଦ୍ର ସରକାର ଜିଏସଟିରେ ସଂସ୍କାର ଆଣିଛନ୍ତି। ଜିଏସଟି ପରିଷଦର ୫୬ ତମ ବୈଠକରେ ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପ ଆଇନରେ ପରିଣତ ହୋଇଛି। ଏହା ଦେଶର…
Read More » -
ଜୁନ୍ ୨୦୨୪ ରୁ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶାରେ ୨୯୩୩ ବଳାତ୍କାର, ୨୧୬୧ ସାର୍ବଜନୀନ ପୋଷାକ ପିନ୍ଧା ଘଟଣା ରେକର୍ଡ ହୋଇଛି: ବିଧାନସଭାରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୨/୦୯: ୧ ଜୁନ୍ ୨୦୨୪ ରୁ ୩୧ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧର ୩୭,୬୧୧ ଘଟଣା ଘଟିଛି। ବରିଷ୍ଠ ବିଧାୟକ ଅରୁଣ…
Read More » -
ସୋନପୁରରେ ୫୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଗିରଫ
ସୋନପୁର, ୨୨/୦୯: ସୋମବାର ଦିନ ସୋନପୁର ଜିଲ୍ଲାର ବିନିକାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ପୂର୍ବତନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ଖେତିଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସରକାରୀ ପାଣ୍ଠିର…
Read More » -
ବିକାଶ ମୂଳକ କାର୍ଯ୍ୟର ଅପପ୍ରଚାର ଅଭିଯୋଗ
ଭଞ୍ଜନଗର,୨୨/୯ : ଭଞ୍ଜନଗର ବ୍ଳକ ବଡ଼କୋଦଣ୍ଡା ପଞ୍ଚାୟତ ଅଧୀନ ଟୋକାଗଣ୍ଡା ଗ୍ରାମରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ କିଛି କୁଚକ୍ରି ଗୋଷ୍ଠୀ ସୋସିଆଲ ମିଡିଆରେ ଅପପ୍ରଚାର…
Read More » -
ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ ହେଲେ ଶ୍ରୀ ଦୁଖବନ୍ଧୁ ନାୟକ
ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ ହେଲେ ଶ୍ରୀ ଦୁଖବନ୍ଧୁ ନାୟକ ବାରିପଦା,୨୧/୯ : ଆଜି ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ଓଡିଶା…
Read More » -
ଯାଞ୍ଚ ହେଲ। ପୁରୁଣ। କୋଠ।
ଯାଞ୍ଚ ହେଲା ପୁରୁଣା କୋଠା ଜୟପୁର,୨୧/୯ କୋରାପୁଟ ସହରରେ ଦୋକାନଗୃହ ଭୁଶୁଡିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ପୌରସଂସ୍ଥା ପକ୍ଷରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର…
Read More » -
ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷ ରୁ ୬ ସେ ଜୋ ନ। ଟୁ ସିଗଂଲ ଯୁଜ ପ୍ଲାଷ୍ଟିକ ସଚେତନତ। କାର୍ଯ୍ୟକ୍ରମ ପ।ଳିତ
ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “6 ‘ସେ ଜୋ ନା ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ” ସଚେତନତା କାର୍ଯ୍ୟକ୍ରମ ପାଳିତ । ବାରିପଦା,୨୧/୯ ସାଧାରଣ ଲୋକଙ୍କ ମଧ୍ୟରେ…
Read More » -
ସେମିଳିଗୁଡା ଠାରେ ଉପଖଣ୍ଡ ମାନ୍ୟତା ପାଇଁ ଦାବୀ କରିବା ନେଇ ଲୋକଙ୍କ ଉସୁମତା ବଡୁଛି ।
କୋରାପୁଟ, ୨୧/୦୯: ସେମିଳିଗୁଡାକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବୀ ଜୋର ଧରିଲା।ସର୍ବ ସାଧାରଣ ସଭା ଆୟୋଜନ. ସେମିଳିଗୁଡା. ତାରିଖ ୨୧,୯,୨୦୨୫,ସେମିଳିଗୁଡା ଓ ଏହାର ଆଖପାଖ ଅଞ୍ଚଳକୁ ନେଇ…
Read More » -
ସ।ପ କ।ମୁଡ। ଓ ବଜ୍ରପାତ ସଚେତନ। ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ
ସାପ କାମୁଡା ଓ ବଜ୍ରପାତ ସଚେତନତା ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ ବାରିପଦା,୨୧/୦୯ : କେନ୍ଦ୍ରୀୟ ବିଦ୍ୟାଳୟ ମୂର୍ଗାବାଡି ସଭା କକ୍ଷ୍ୟରେ ଓଡ଼ିଶା ରାଜ୍ୟ…
Read More »
