Odisha
-
ନବରଙ୍ଗପୁର ଜିଲ୍ଲାର ଶିଶୁ କଲ୍ୟାଣ କମିଟିର ଜିଲ୍ଲାସ୍ତରର ନିଯୁକ୍ତି ଦ।ବି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ଦ।ବି ପତ୍ର
ନବରଙ୍ଗପୁର ଜିଲ୍ଲା ଶିଶୁ କଲ୍ଯାଣ କମିଟିରେ ଜିଲ୍ଲାସ୍ତରୀୟ ନିଯୁକ୍ତି ଦାବି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ନବରଙ୍ଗପୁର, ୨୪/୯: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ…
Read More » -
ଓଡ଼ିଶା ରେ ମ।ଟି କ।ମୁଡିଯିବ ଆୟୁଷ୍ମାନ ଭାରତ
ଓଡ଼ିଶାରେ ମାଟି କାମୁଡିଯିବ ଆୟୁଷ୍ମାନ ଭାରତ ମାଇକାନଗିରି,24/9: ଏମିତି କିଛି ପୂର୍ବାନୁମାନ କଲେଣି ବିରୋଧୀ ଏବଂ ଅନେକ ହସପିଟାଲ କର୍ତ୍ତୃପକ୍ଷ । କାରଣ ଆୟୁଷ୍ମାନ ଭାରତରେ ଲୋକଙ୍କୁ…
Read More » -
୫୩ ବର୍ଷ ରେ ସ।ଉଥ୍ ଦୁର୍ଗାପୂଜ।
୫୩ ବର୍ଷରେ ସାଉଥ୍ ଦୁର୍ଗାପୂଜା ଆଜ୍ଞାମାଳ ଅଣାଯିବା ପରେ ୨୮ରୁ ପୂଜାପାଇବେ ମା’ ଦଶଭୁଜା ଜୟପୁର,୨୪/୯: ୫୩ ବର୍ଷରେ ପହଞ୍ଚିଛି ସ୍ଥାନୀୟ ସାଉଥ୍ ଦୁର୍ଗାପୂଜା ମହୋତ୍ସବ ।…
Read More » -
ଘରେ ପଶିଗଲ। ପ।ଣି, ପାର୍କିଂ ରେ ବୁଡିଗଲ। ଗ।ଡି
ଘରେ ପଶିଗଲା ପାଣି, ପାକିଂରେ ଅଧା ବୁଡ଼ିଗଲା ଗାଡ଼ି ଉମରକୋଟ, ୨୪/୯ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଛି! ଫଳରେ ଅନେକ…
Read More » -
ଅନ୍ଧାର ରେ ତେନ୍ତୁଳି ଖୁଣ୍ଟି ସଦର ମହକୁମାର
ଅନ୍ଧାରରେ ତେନ୍ତୁଳିଖୁଣ୍ଟି ସଦର ମହକୁମା ତେନ୍ତୁଳିଖୁଣ୍ଟି, ୨୪/୯: ତେନ୍ତୁଳିଖୁଣ୍ଟି ସଦର ମହକୁମା ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛି ୯୦ ପ୍ରତିଶତ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବା ବେଳେ ଏହାକୁ ମରାମତି…
Read More » -
“ଜାତୀୟ ସେବା ଯୋଜନା ଦିବସ” ପାଳିତ
ଭଞ୍ଜନଗର,୨୪/୯ : କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ “ଜାତୀୟ ସେବା ଯୋଜନା ଦିବସ” ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ…
Read More » -
ଗଜପତି ଜିଲ୍ଳାର ବିଭିନ୍ନ ସ୍ଥାନରେ ଅବକାରୀ ଚଢାଉ ବିପୁଳ ମଦ ଜବତ, ୭ ଗିରଫ
ପାରଳାଖେମୁଣ୍ଡି, ୨୪/୦୯: ଗଜପତି ଜିଲ୍ଲା ଅବକାରୀ ବିଭାଗ ଏବଂ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଅଧୀକ୍ଷକ ସ୍ମୃତିକାନ୍ତ ରାଉତଙ୍କ ନେତୃତ୍ବରେ ବିପୁଳ ପରିମାଣର ଚୋରା ଦେଶୀ ଓ ବିଦେଶୀ…
Read More » -
ମାଝିପୁଟ ବିଦ୍ୟାଳୟର ଦୁରବସ୍ଥା ବାରଣ୍ଡାରେ ପାଠ ପଢ଼ା
କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଗୁଣ୍ଟାପୁଟ ପଞ୍ଚାୟତର ମାଝିପୁଟ ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ, ଯାହା 1972ରେ ସ୍ଥାପିତ ହୋଇଥିଲା ହେଲେ ଆଜିକୁ ୫୦ ବର୍ଷ…
Read More » -
ନନ୍ଦପୁର ବ୍ଲକରେ ୭ଦଫା ଦାବିକୁ ନେଇ ଧାରଣାରେ ମହିଳା କର୍ମଚାରି।
କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ସମ୍ମୁଖରେ ଆଜି ଜି .ପି .ଏଲ.ଏଫ. କର୍ମି ୭ ଦଫା ଦାବିକୁ ନେଇ ଧାରଣାରେ ବସିଛନ୍ତି। ବ୍ଲକର 23ଟି ଗ୍ରାମପଞ୍ଚାୟତର ସମସ୍ତ…
Read More » -
ଲଗ।ଣ ବର୍ଷ। ରେ ବେହ।ଲ ଦକ୍ଷିଣ ଓଡ଼ିଶା
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ଉମରକୋଟ,୨୪/୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଉମରକୋଟ ସହର, ଲୋକଙ୍କ ଘର ଭିତରେ ପାଣି ପଶିଛି କିଛି ପାକିଂ…
Read More »