Odisha
-
ଆମକୁ ସୁବାସ ସାର ଦରକାର ପ୍ରଧାନ ଶିକ୍ଷକଙ୍କ ଫ।ଟକରେ ତ।ଲ। ପ।ଇ ବିଦ୍ୟାଳୟର
ଆମକୁ ସୁବାସ ସାର ଦରକାର ପ୍ରଧାନ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟର ଫାଟକରେ ତାଲା ରାଇଘର, ୨୫।୯ ସାତ ବର୍ଷ ହେଲା ଗୋଟିଏ ବିଦ୍ୟାଳୟ ରେ ଶିକ୍ଷକତା କରି…
Read More » -
ସ୍ଵଚ୍ଛତା ହିଁ ସେବ। କାର୍ଯ୍ୟକ୍ରମ ଅନୁଷ୍ଠିତ ଦଶମନ୍ତପୁର ବ୍ଲକ
ଗଲି ଗଲି ହର ଗଲି ସ୍ବଚ୍ଛ ଭାରତ ମିଶନ ଅଭିଯାନ -୨୦୨୫ ‘ସ୍ୱଚ୍ଛତା ହିଁ ସେବା‘କାର୍ଯ୍ୟକ୍ରମ ଅନୁଷ୍ଠିତ, ଦଶମନ୍ତପୁର ବ୍ଳକ କୋରାପୁଟ ୨୫/୯: କୋରାପୁଟ ଜିଲ୍ଲାରେ ରହିଥିବା…
Read More » -
୩ବର୍ଷ ପରେ ଧର। ପଡିଲେ ୨ ଅଭିଯୁକ୍ତ
୩ ବର୍ଷ ପରେ ଧରା ପଡ଼ିଲେ ୨ ଅଭିଯୁକ୍ତ ପୋଲିସ ଉପରକୁ ତୀରମାଡ଼ ଘଟଣା ମୋରଡ଼ା,୨୫/୯ ମୟୂରଭଞ୍ଜ ଜିଲ୍ଲା ମୋରଡା ପୋଲିସ ଉପରକୁ ତୀର ର ମାଡ଼…
Read More » -
ସରକାରୀ କର୍ମଚାରୀଙ୍କ ଛୁଟି ବ।ତିଲ
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନବରଙ୍ଗପୁର, ୨୪/୯: ଲଘୁଚାପ ଜନିତ ବର୍ଷା ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଗତକାଲି ଓ ଆଜି…
Read More » -
ନବରଙ୍ଗପୁର ଜିଲ୍ଲାରେ ସେପ୍ଟେମ୍ବର ୨୮ ତ।ରିଖ ପର୍ଯ୍ଯନ୍ତ ସମସ୍ତ ଛୁଟି ବ।ତିଲ ଜିଲ୍ଲାପାଳ ନିର୍ଦ୍ଦେଶ ଦେ ଇଛନୀ
ନବରଙ୍ଗପୁର ଜିଲ୍ଲାରେ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ସମସ୍ତ ଛୁଟି ବାତିଲ (ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ କର୍ମଚାରୀ) ନବରଙ୍ଗପୁର, ୨୪/୯ ଜିଲ୍ଲାରେ ସେପ୍ଟେମ୍ବର…
Read More » -
ବ୍ଲକ ସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ
ମାଲକାନଗିରି, ୨୪/୦୯: ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ ସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ବିଶେଷଜ୍ଞ ଶିବିର ପୂର୍ବାହ୍ନରେ ଉଦଘାଟନ ହୋଇଯାଇଛି I ଏହି…
Read More » -
ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ମାଲକାନଗିରି, ୨୪/୯: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଆଜି…
Read More » -
କୁଲାଡ଼ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ୧୭ ଜଣିଆ କମିଟି ଗଠନ
ଭଞ୍ଜନଗର,୨୪/୯ : ଭଞ୍ଜନଗର ବ୍ଲକ ଅଧିନ କୁଲାଡ଼ ଜଗନ୍ନାଥ ମନ୍ଦିର ଭଞ୍ଜ ରାଜବଂଶ ସମୟରେ ପ୍ରତିଷ୍ଠା ହୋଇଥିବା ବେଳେ ପୁରୀ ଶ୍ରୀମନ୍ଦିରକୁ ଅନୁକରଣ କରି ଏଠାରେ ମଧ୍ୟ…
Read More » -
ଇତିହାସ ବିଭାଗର ଆଲୋଚନା ଚକ୍ର
ଭଞ୍ଜନଗର,୨୪/୯ : ଯେଉଁ ଦେଶର ମହିଳାଙ୍କ ଅବଦାନ ଯେତେ ଗୁରୁତ୍ବପୂର୍ଣ୍ଣ ସେହି ଦେଶ ସେହି ଅନୁପାତରେ ସଶକ୍ତ। ଭାରତର ସ୍ବାଧୀନତା ସଂଗ୍ରାମରେ ଆନେକ ମହିଳା ମାହାତ୍ମା ଗାନ୍ଧୀଙ୍କ…
Read More » -
ଏମଭି 68 ଉଚ୍ଚ ବିଦ୍ୟାଳୟ ରୁ ସାମଗ୍ରୀ ଚୋରି ଛୁଟିଦିନରେ ବିଦ୍ୟଳୟରେ ପଶିଥିବା 3 ପିଲାଙ୍କ ଭିଡିଓ ଭାଇରାଲ ଛାତ୍ର ମାନଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ
କାଲିମେଳା, ୨୪/୦୯: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ଏମଭି ୬୮ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ କିଛି ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ…
Read More »