Odisha
-
ଜିଲ୍ଲା ନୋଡାଲ ସେକ୍ରେଟାରୀ ତଥା ଭୁବେନେଶ୍ବର ବିଡ଼ିଏ ଉପ- ଅଧକ୍ଷ ଡ଼.ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଗସ୍ତ
ପାରଳାଖେମୁଣ୍ଡି, ୯/୯: ଆଜି ଗଜପତି ଜିଲ୍ଲା ନୋଡାଲ ସେକ୍ରେଟାରୀ ତଥା ଉପ-ଅଧ୍ୟକ୍ଷ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଡ଼.ଏନ ତିରୁମାଲା ନାଏକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା…
Read More » -
ମନ୍ତ୍ରୀ ଗଡିଲେ ମନ୍ତ୍ରିମଣ୍ଡଳ ୧୯ ଜଣଙ୍କୁ ବ।ଣ୍ଡିଲେ ବିଭିନ୍ନ ବିଭ।ଗ
ମନ୍ତ୍ରୀ ଗଢ଼ିଲେ ‘ମନ୍ତ୍ରିମଣ୍ଡଳ’ ୧୯ ଜଣଙ୍କୁ ବାଣ୍ଟିଲେ ବିଭିନ୍ନ ବିଭାଗ ବ୍ରହ୍ମପୁର, ୯/୯: ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଓ ଇସ୍ପାତ ପରିବହନ ମନ୍ତ୍ରୀ ବିଭିନ୍ନ…
Read More » -
ସିବିଏସ୍ଇ ତ।ଥଁ। ରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷ।
ସିବିଏସ୍ଇ ଢାଞ୍ଚାରେ ହେବ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା କଟକ/ ଭୁବନେଶ୍ୱର, ୯/୯: ପ୍ରଶ୍ନପତ୍ର ଲିକ ଯୋଗୁ ଜୁଲାଇ ୨୦ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ…
Read More » -
ସ୍କୁଲ ଛାତ୍ର ବ।ସରେ ଅଧିକାରୀଙ୍କ ତଦାରଖ
ସ୍କୁଲ, ଛାତ୍ରାବାସରେ ଅଧୂକାରୀଙ୍କ ତଦାରଖ ସ୍କୁଲରେ ଅଧୂକାରୀମାନେ ଆଲୋଚନା କରୁଛନ୍ତି। ନନ୍ଦପୁର /ପାଡ଼ୁଆ, ୯/୯ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ସଦର ମହକୁମା ସ୍ଥିତ ଛାତ୍ରାବାସରେ ପଞ୍ଚମଶ୍ରେଣୀ…
Read More » -
୨୧ ରେ ମୋଦୀଙ୍କ ଯୁବ ମ।ର।ଥ।ନ ଆୟୋଜନ କରିବ ଯୁବ ବିଜେପି ମୋଛା
୨୧ରେ ‘ମୋଦି ଯୁବ ମାରାଥନ’ ଆୟୋଜନ କରିବ ବିଜେପି ଯୁବ ମୋର୍ଚ୍ଚା ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ବା ନ ଭୁବନେଶ୍ଵର, ୯/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Read More » -
ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ ସି ସି ଡ଼ି ସଙ୍ଗଠନ ଆନୁକୁଲ୍ୟରେ ବିଶ୍ଵ ଫିଜିଓଥେରପି ଦିବସ ପାଳିତ
ପାରଳାଖେମୁଣ୍ଡି, ୯/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ “ବିଶ୍ଵ ଫିଜିଓଥେରାପି ଦିବସ” ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ…
Read More » -
୨୬% ଅଣସଂକ୍ରାମକ ରୋଗରେ ଆକ୍ରାନ୍ତ
୨୬% ଅଣସଂକ୍ରାମକ ରୋଗରେ ଆକ୍ରାନ୍ତ ଚାଷରେ ଅଧିକ ରାସାୟନିକ ସାର ପ୍ରୟୋଗ ମୁଖ୍ୟ କାରଣ ନବରଙ୍ଗପୁର,୯/୯: ନବରଙ୍ଗପୁର ଜିଲ୍ଲାରେ ମକା ସମେତ ଅନ୍ୟ ଚାଷରେ ବ୍ୟବହାର ହେଉଛି…
Read More » -
ବ୍ରାଉନ ସୁଗାର ଜବତ ବେପ।ରୀ ଗିରଫ
ବ୍ରାଉନସୁଗାର ଜବତ , ବେପାରୀ ଗିରଫ ଖୋର୍ଦ୍ଧା, ୯/୯ : ଶନିବାର ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବ୍ରାଉନସୁଗାର କାରବାର କରଥିବା ବେପାରୀକୁ ଗିରଫ କରିଛି। ଗିରଫ…
Read More » -
ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ ହରିଣ ଶିଙ୍ଗ ଓ କଙ୍କାଳ ଜବତ
ଭଞ୍ଜନଗର,୦୯/୦୯ : ବନ୍ୟଜନ୍ତୁକୁ ଦେଶୀ ବନ୍ଧୁକରେ ଶିକାର କରିବା ପରେ ତାର ମାଂସ,ଚମଡା,ଦାନ୍ତ,ଶିଙ୍ଗ ଆଦିକୁ ବେଆଇନ ଭାବେ ବିକ୍ରି କରୁଥିବା ଜଣେ ଶିକାରୀକୁ ଆଜି ତାରସିଂ ପୁଲିସ୍…
Read More »
