Odisha
-
ମିଥ୍ୟା ମାମଲାରେ ଗିରଫ ପ୍ରତିବାଦରେ ପରିବାର ଲୋକେ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ତ
ପାରଳାଖେମୁଣ୍ଡି, ୧୨/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ୍ ନିକଟରେ ଗତ ତା ୭/୮/୨୦୨୫ ରିଖ ଦିନ ସନ୍ଧ୍ୟା ୩ ଘଣ୍ଟା ସମୟରେ…
Read More » -
ବାଲ୍ୟ ବିବାହ ନିର।କରଣ ସଚେତନତ। ଶିବିର
ବାଲ୍ୟବିବାହ ନିରାକରଣ ସଚେତନତା ଶିବିର ଡାବୁଗାଁ,୧୨/୯: ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବାଲ୍ୟବିବାହ ନିରାକରଣ ସଚେତନତା ଶିବିର…
Read More » -
କୋରାପୁଟରେ ଜାତିଭେଦଭାବ ବିରୋଧରେ ଦାବୀପତ୍ର ପ୍ରଦାନ
କୋରାପୁଟ, ୧୨/୦୯: ଆଜି କୋରାପୁଟ ଜିଲ୍ଲା ଡମ ସମାଜ ବିକାଶ ପରିଷଦ ଦ୍ୱାରା ଦାମନଯୋଡିରେ ଜାତିଭେଦଭାବ ଘଟଣା ଓ ୮ଟି ଧପା ଦାବୀକୁ ନେଇ ୫୦୦ରୁ ୧୦୦୦ରେ…
Read More » -
ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ମାଲକାନଗିରି, ୧୨/୯: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟ ରେ ଜିଲ୍ଲା ଜରୁରୀ କାଳିନ ବିଭାଗ ଦ୍ୱାରା କାଲିମେଳା, ମାଥିଲି ଓ କୋରକୁଣ୍ଡା ବ୍ଲକ୍ ର…
Read More » -
ପୁରୀରେ ବ୍ୟଭିଚାର ସନ୍ଦେହରେ ପତ୍ନୀଙ୍କୁ ରାସ୍ତାରେ ବୁଲାଇ ଗିରଫ
ପୁରୀ, ୧୨/୦୯: ଓଡ଼ିଶା ପୋଲିସ ଜଣେ ୪୩ ବର୍ଷୀୟ କଲେଜ ଅଧ୍ୟାପକଙ୍କ ସମେତ ଦୁଇଜଣଙ୍କୁ ତାଙ୍କ ୩୭ ବର୍ଷୀୟ ପତ୍ନୀଙ୍କୁ ତାଙ୍କ ପୁରୁଷ ସହଯୋଗୀଙ୍କ ସହ ରାସ୍ତାରେ…
Read More » -
ଦୁର୍ନୀତି ବିରୋଧୀ ଅଭିଯାନ: ଗୋଟିଏ ଦିନରେ ୩ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ
ମୟୂରଭଞ୍ଜ, ୧୨/୦୯: ଏକ ବଡ଼ ଦୁର୍ନୀତି ବିରୋଧୀ ଅଭିଯାନରେ, ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ସମ୍ବଲପୁର, ମୟୂରଭଞ୍ଜ ଏବଂ ନୟାଗଡ଼ରେ ଏକକାଳୀନ ଚଢ଼ାଉ କରିଥିଲା, ଯାହା ଫଳରେ ଲାଞ୍ଚ…
Read More » -
ଆଦେଶ ନ।ମ। ପରେ ମଧ୍ଯ ପଦୋନ୍ନତି ପ।ଉ ନାହାନ୍ତି ସ୍ୱାସ୍ଥ୍ୟ କର୍ମୀ
| ଆଦେଶନାମା ପରେ ମଧ୍ୟ ପଦୋନ୍ନତି ପାଉନାହାନ୍ତି ସ୍ୱାସ୍ଥ୍ୟକର୍ମୀ ବାଲିମେଳା,,୧୨/୯ : ମାଲକାନଗିରି ଜିଲ୍ଲାରେ ପ୍ରାୟ ୧୩୮ଜଣ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କ ପଦୋନ୍ନତି ଅର୍ଡର ମିଳିବା…
Read More » -
ନନ୍ଦ।ହ।ଣ୍ଡି ବ୍ଳକରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ
ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ ନନ୍ଦାହାଣ୍ଡି, ୧୨/୯ ନନ୍ଦାହାଣ୍ଡି ବ୍ଳକ ଡଙ୍ଗରଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟର ବୈଠକ ଗୃହରେ ବ୍ଳକର ୮୦ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ନେଇ…
Read More » -
ଗଣଶିକ୍ଷାମନ୍ତ୍ରୀଙ୍କ ଉମରକୋଟ ଗସ୍ତ
ଗଣଶିକ୍ଷାମନ୍ତ୍ରୀଙ୍କ ଉମରକୋଟ ଗସ୍ତ ଉମରକୋଟ: ଉମରକୋଟ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା, ଅନୁସୂଚିତ ଜାତି ଓ…
Read More » -
ପରୀକ୍ଷ। ପ।ଇଁ ଗର୍ଭବତୀଙ୍କୁ ଧ।ଡି ଯନ୍ତ୍ରଣ।
ପରୀକ୍ଷା ପାଇଁ ଗର୍ଭବତୀଙ୍କୁ ଧାଡ଼ି ଯନ୍ତ୍ରଣା ନବରଙ୍ଗପୁର, ୧୨/୯: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାରେ ପ୍ରତ୍ୟେକ ମାସର ୯ ତାରିଖରୁ ପ୍ରସବ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ମାଗଣାରେ ବିଭିନ୍ନ…
Read More »