Odisha
-
ଚୋରି ଟ୍ରାକ୍ଟର ଜଙ୍ଗଲ ରୁ ଉଧ।ର
ଚୋରି ଟ୍ରାକ୍ଟର ଜଙ୍ଗଲରୁ ଉଦ୍ଧାର ପାପଡାହାଣ୍ଡି, ୯/୧୨ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ସଦର ମହାକୁମାରେ ଗତ ଏକ ତା ତାରିଖ ଦିନ ଚୋରି…
Read More » -
ଆଧ।ର କାର୍ଡ ନ ଥିବ।ରୁ ସରକାରୀ ଯୋଜନାରୁ ବଞ୍ଚିତ ଦୁଇ ମହିଳ।
ଆଧାର କାର୍ଡ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ୨ ମହିଳା କମସୁଲା ପମିଆ ଓ ରାଧାମଣି ପମିଆ। ନନ୍ଦପୁର, ୯/୧୨ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍…
Read More » -
ଟ୍ରାକ୍ଟର ରେ ନି ଆଁ ଲ।ଗି ଜଳିଗଲ। ଧ।ନ ଗଦ।
ଟ୍ରାକ୍ଟରରେ ନିଆଁ ଲାଗି ଜଳି ଗଲା ଧାନ ଗଦା ନବରଙ୍ଗପୁର, ୮/୧୨: ରାଇଘର ବ୍ଲକ ଅନ୍ତର୍ଗତ ଧୂଙ୍ଗିୟାଡିହି ଗ୍ରାମ ତିନି ଚ।ଷୀ ଙ୍କ ଧାନ ଗଦା ସହ…
Read More » -
ମୈଦଳପୁର ପୋଲିସ ଦୃ।ର। ୬ ଡକ।ଯତ ଗିରଫ
ମୈଦଲପୁର ପୋଲିସ ଦ୍ବାରା ୬ ଡକାୟତ ଗିରଫ | ନବରଙ୍ଗପୁର, ୦୮/୧୨/୨୫ଗତକାଲି ରାତ୍ରିରେ ମୈଦଲପୁର ପୋଲିସ ପକ୍ଷରୁ ନୀଳାଦ୍ରିଗୁଡା ଅଂଚଳରେ ପେଟ୍ରୋଲିଙ୍ଗ ଚାଲୁଥିବା ବେଳେ ବେଳେ,କିଛି ଅଜଣା…
Read More » -
ନିର୍ମାଣ କୁ ୫ ବର୍ଷ ବିତିଲ। ଗ୍ରାମୀଣ ହ।ଟ କାର୍ଯ୍ୟକ୍ରମ ନେହିଲ।
ନିର୍ମାଣକୁ ୫ ବର୍ଷ ବିତିଲା, ଗ୍ରାମୀଣ ହାଟ କାର୍ଯ୍ୟକ୍ଷମ ନୋହିଲା ନୋଟିସ୍ ପରେ ବି ରାସ୍ତାରୁ ହଟୁନାହାନ୍ତି ବେପାରୀ କଲ୍ୟାଣସିଂହପୁର,୮/୧୨: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଜନଜାତି ସଂସ୍କୃତି…
Read More » -
ଆମ୍ବୁଲାନ୍ସ ସୁରକ୍ଷିତ ନୁହେ
Ambulance ମଧ୍ୟ ସୁରକ୍ଷିତ ନୁହେଁ ଆଜି ମଧ୍ୟାହ୍ନ ରେ କୋରାପୁଟ ରୋଡ଼ କୋଟଲାଗୁଡା ନିକଟରେ ଏକଦମ୍ ରାସ୍ତା କଡ଼ରେ ଠିଆ ହୋଇଥିବା କାରକୂ ambulence ଧକ୍କା ଦେଇ…
Read More » -
ଓସିସି ପୋଲ ବିପଦ ସଂକୁଳ
ଓସିସି ପୋଲ ବିପଦସଂକୁଳ ତେନ୍ତୁଳିଖୁଣ୍ଟି, ୭/୧୨: ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ପ୍ରକଳ୍ପ ଆରମ୍ଭ ସମୟରେ ନିର୍ମିତ ଓସିସି ପୋଲ ବିପଦ ସଂକୁଳ ଅବସ୍ଥାରେ ରହିଛି। ୮୦ ଦଶକରେ…
Read More » -
ଉପ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ। ଭ।ବେ ନିର୍ବାଚିତ ହେଲେ ବନିତ। କାନ୍ଦୁଲିଆ
ଉପ ନିର୍ବାଚନରେ ବ୍ଲକ ଅଧ୍ଯକ୍ଷା ଭାବେ ନିର୍ବାଚିତ ହେଲେ ବନିତା କାନ୍ଦୁଲିଆ ୦୬/୧୨: କୁନ୍ଦୁରା, କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଖାଲି ପଡ଼ିଥିବା ଅଧ୍ୟକ୍ଷା ପଦ ପୂରଣ…
Read More » -
୩୮ ହଜ।ର ନକଲି ପ୍ଲଟ ଠ।ବ
୩୮ହଜାର ନକଲି ପ୍ଲଟ୍ ଠାବ ଧରାଇଦେଲା ସାଟେଲାଇଟ୍ ସର୍ଭେ, ବାଦ୍ ପଡ଼ିଲେ ୭ ଏସ୍ଏଚ୍ଜି ନବରଙ୍ଗପୁର,୬/୧୨: ଚାଷ ନ କରି ଧାନ ବିକ୍ରି ପାଇଁ କରିଥିଲେ ପଞ୍ଜିକରଣ…
Read More » -
ମୀଳୁନି ବଦ୍ଧିତ। ଭତ୍ତା ହିତାଧିକାରୀ ହନ୍ତସନ୍ତ
ମିଳୁନି ବଦ୍ଧିତ ଭତ୍ତା, ହିତାଧିକାରୀ ହନ୍ତସନ୍ତ ନବରଙ୍ଗପୁର,୪/୧୨ : ବଦ୍ଧିତ ଭତ୍ତା ପାଇଁ ଆବେଦନ କରି ଜିଲ୍ଲାର ବହୁ ଯୋଗ୍ୟ ହିତାଧିକାରୀ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି।…
Read More »