Odisha
-
ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ବିପୁଳ ପରିମାଣର ବାଣ ସହ ବିସ୍ପୋରକ ସାମଗ୍ରୀ ଓ ବାରୂଦ ଜବତ ୨ ଗିରଫ
ପାରଳାଖେମୁଣ୍ଡି, ୨୧/୯: ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ କେ: ସୀତାପୁର ଗ୍ରାମର ବଡ଼ ନାଗରାଜୁ ଙ୍କ ଘରେ ବେଆଇନ ଭାବେ ବାଣ ତିଆରି କରୁଥିବା ନେଇ…
Read More » -
ଅସୁରକ୍ଷିତ କ୍ରିଟ କୋଠ। ମର।ମତି ଓ ପୁନରୁଦ୍ଧାର କୁ ଅଣଦେଖ।
ଅସୁରକ୍ଷିତ କ୍ରିଟ୍ କୋଠା ମରାମତି ଓ ପୁନରୁଦ୍ଧାରକୁ ଅଣଦେଖା ଜୟପୁର, ୨୧/୯: ସହରର ବେଲ୍ ରୋଡରେ ଥିବା କୋରାପୁଟ ଆଞ୍ଚଳିକ ଉନ୍ନୟନ ସଂସ୍ଥା (କ୍ରିଟ) କୋଠା କରାଜା…
Read More » -
କାଶୀନଗର ଶ୍ରୀରାମ କଲେଜ ଏନ୍ସିସି କ୍ୟାଡ଼େଟ୍ ସମ୍ମାନୀତ
ପାରଳାଖେମୁଣ୍ଡି, ୨୧/୯: ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଛାତ୍ରୀ ବୁରା ହେମା ଦିଲ୍ଲୀ ଠାରେ ଚାଲିଥିବା ଆଭା…
Read More » -
ଷ୍ଟଲ୍ ଭଡ। ବକେୟା ୬ .୧୫ ଲକ୍ଷ ତ।ଲ। ଭ।ଗିଃ ସିଲ କଲ। ଆରଏମ୍ସି
ଷ୍ଟଲ୍ ଭଡ଼ା ବକେୟା ୬.୧୫ ଲକ୍ଷ ତାଲା ଭାଙ୍ଗି ସିଲ୍ କଲା ଆରଏମ୍ସି ନବରଙ୍ଗପୁର, ୨୧/୯: ଷ୍ଟଲ୍ ହାତେଇବା ପରଠାରୁ ବ୍ୟବସାୟୀମାନେ ଭଡ଼ା ପୈଠ କରୁନଥିଲେ |…
Read More » -
ପାରଳାଖେମୁଣ୍ଡି ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଅଗ୍ରଗତି ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ
ପାରଳାଖେମୁଣ୍ଡି,୨୧/୯: ପାରଳାଖେମୁଣ୍ଡିର ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପର୍କରେ ଆଜି ବିଧାନସଭାରେ ପାରଳା ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ଅତ୍ୟନ୍ତ ଦୟନୀୟ…
Read More » -
ମଙ୍ଗଳମ ଟିମ୍ବର୍ସର ୪ ଶ୍ରମିକଙ୍କୁ ,ପୁନଃନିଯୁକି ଦ।ବି ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନ। କଲେ ବିଧାୟକ
ମଙ୍ଗଳମ୍ ଟିମ୍ବର୍ସର ୪ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦାବି ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ ନବରଙ୍ଗପୁର, ୨୧/୯: ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ୍…
Read More » -
ଡକାୟୀତ ୫ ଜଣଙ୍କୁ ଗିରଫ କଲା ପୋଲିସ
ସେମିଳିଗୁଡ଼ା, ୨୧/୦୯: ପିସ୍ତଲ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେବା ଅଭିଯୋଗରେ ୨ ନାବାଳକଙ୍କ ସହ ୫ ଜଣଙ୍କୁ ଧରିଛି।…
Read More » -
ଲୁଟ ଅଭିଯୋଗରେ ୩ ଗିରଫ ପରେ କୋର୍ଟ ଚାଲାଣ କଲା ସେମିଳିଗୁଡ଼ା ପୋଲିସ
ସେମିଳିଗୁଡା, ୨୧/୦୯: ଲୁଟ ଅଭିଯୋଗରେ କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ କୋରାପୁଟ…
Read More » -
ଗୁମ୍ମା ବ୍ଲକର ତରଭା ଗ୍ରାମ ର ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ସମୀକ୍ଷା କଲେ ବିଧାୟକ
ପାରଳାଖେମୁଣ୍ଡି, ୨୦/୦୯: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଲିଙ୍ଗା ଗ୍ରାମ ର ରାସ୍ତା ,ପୋଲ, ଓ ପାଇବା ପାଣି ବିଷୟରେ ଗ୍ରାମ ବାସି ଙ୍କ…
Read More »
