Odisha
-
ଗଜପତି ଜିଲ୍ଲାର ଜ୍ୟୋସ୍ନା ୱେଟ ଲିଫ୍ଟ ରେ ଜ।ତୀୟ ଓ ……….. ପୁରସ୍କାର ପ।ଇ ମନୋନୀତ
ଗଜପତି ଜିଲ୍ଲା ର ଜ୍ୟୋସ୍ନା ୱେଟଲିଫ୍ଟ ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଜନକ ସଫଳତା ଯୋଗୁଁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ…
Read More » -
ପାରଳାଖେମୁଣ୍ଡି ଠ।ରେ ଜିଲ୍ଲା ସ୍ତରୀୟ ସୁ ପ୍ରଶ।ସନ ଦିବସ ପ୍ରଶାସନ ଗଁ। କି ଓର ସପ୍ତାହ କର୍ମ ଶ।ଳ। ଅନୁଷ୍ଠିତ
ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପ୍ରଶାସନ ଗାଁ କି ଓର ସପ୍ତାହ କର୍ମଶାଳା ଅନୁଷ୍ଠିତ । ପାରଳାଖେମୁଣ୍ଡି:୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ “ପ୍ରଶାସନ…
Read More » -
ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟର ଜ।ତୀୟ କୃଷକ ଦିବସ ଅନୁଷ୍ଠିତ
ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଜାତୀୟ କୃଷକ ଦିବସ ଅନୁଷ୍ଠିତ ପାରଳାଖେମୁଣ୍ଡି ୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଭାରତର ସୁନାମଧନ୍ୟ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ଚୌଧୁରୀ ଚରଣ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ…
Read More » -
ଲମତ।ପୁଟ ସରସ୍ଵତୀ ଶଶୁବିଦ୍ୟାମନ୍ଦିର ର ବ। ର୍ଷିକ ଉତ୍ସବ ପ।ଳିତ
ଲମତାପୁଟ ସରସ୍ବତୀ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ପାଳିତ ଲମତାପୁଟ,୨୪/୧୨: ଲମତାପୁଟ ସରସ୍ବତୀ ଶିଶୁମନ୍ଦିର ୨୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି! ବିଦ୍ୟାଳୟ ର ପ୍ରଧାନ…
Read More » -
ବଡ଼କୋଦଣ୍ଡ। ସରସ୍ଵତୀ ଶିଶୁ ମନ୍ଦିର ର ବ।ଷିକ ଉତ୍ସବ
ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଭଞ୍ଜନଗର,୨୩/୧୨: ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ ସୋମବାର ପାଳିତ ହୋଇଯାଇଛି। ଅନୁଷ୍ଠାନର…
Read More » -
ଚ।ଷୀ ସମସ୍ଯାକୁ ନେଇ ଗଜପତି ଜିଲ୍ଲା କଗ୍ରେସ ର ଜିଲ୍ଲାପାଳ ଙ୍କୁ ଦ।ବିପତ୍ର ପ୍ରଦାନ
ଚାଷୀ ସମସ୍ୟାକୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ପାରଳାଖେମୁଣ୍ଡି:୨୩/୧୨ (ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା…
Read More » -
ଦୀର୍ଘ ମ।ସ ବିତିଲ। ତଥ।ତି ଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନୂତନ କୋଠ। ର ନିମ।ଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି
ଦୀର୍ଘ ମାସ ବିତିଲା, ତଥାପି ଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି ପାରଳାଖେମୁଣ୍ଡି:୨୩/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା…
Read More » -
ଗଜପତି ରେ ନିଯୁକ୍ତି ନଁ। ରେ ପଶ୍ଚିମବଙ୍ଗର ଠକ ସଂସ୍ଥାର ଉଦ୍ୟମ ଫସର ଫ।ଟିଲ।
ଗଜପତିରେ ନିଯୁକ୍ତି ନାଁରେ ପଶ୍ଚିମବଙ୍ଗର ଠକ ସଂସ୍ଥାର ଉଦ୍ୟମ ଫସର ଫାଟିଲା ୩ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି ପାରଳାଖେମୁଣ୍ଡି:୨୩/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର…
Read More » -
ମନରଗ। ନ।ମକୁ ପରିବର୍ତ୍ତନ ଷଡଯନ୍ତ୍ରକୁ। ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
ମନରେଗା ନାମକୁ ପରିବର୍ତ୍ତନର ଷଡ଼ଯନ୍ତ୍ରକୁ ବିରୋଧ କରି ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପାରଳାଖେମୁଣ୍ଡି:୨୩/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା…
Read More » -
ଗଜପତି ଜିଲ୍ଲାର ପ୍ରସିଦ୍ଧ ଖସଡ। ଜଳପ୍ରପାତ ପର୍ଯଟନ ସ୍ଥଳୀ ……..
ଗଜପତି ଜିଲ୍ଲା ର ପ୍ରସିଦ୍ଧ ଖସଡ଼ା ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀକୁ ଆବର୍ଜନା ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ ଓ ସମାଜସେବୀ ପାରଳାଖେମୁଣ୍ଡି:୨୨/୧୨(ଗରୁଡ଼ ଧ୍ଵଜ…
Read More »