Odisha
-
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ପାରଳାଖେମୂଣ୍ଡି, ୨୨/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ…
Read More » -
ସିମିଳିବାଞ୍ଛା ଗ୍ରାମ ପଞ୍ଚାୟତ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ମାଲକାନଗିରି, ୨୨/୯: ଆଜି ପଡିଆ ବ୍ଲକ୍ ସିମିଳିବାଞ୍ଛା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ…
Read More » -
ଜିଏସଟି ହ୍ରାସ ସବୁ ବର୍ଗର ଲୋକେ ଲାଭ ପାଇବେ
ଭଞ୍ଜନଗର,୨୨/୯ : କେନ୍ଦ୍ର ସରକାର ଜିଏସଟିରେ ସଂସ୍କାର ଆଣିଛନ୍ତି। ଜିଏସଟି ପରିଷଦର ୫୬ ତମ ବୈଠକରେ ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପ ଆଇନରେ ପରିଣତ ହୋଇଛି। ଏହା ଦେଶର…
Read More » -
ଜୁନ୍ ୨୦୨୪ ରୁ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶାରେ ୨୯୩୩ ବଳାତ୍କାର, ୨୧୬୧ ସାର୍ବଜନୀନ ପୋଷାକ ପିନ୍ଧା ଘଟଣା ରେକର୍ଡ ହୋଇଛି: ବିଧାନସଭାରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୨/୦୯: ୧ ଜୁନ୍ ୨୦୨୪ ରୁ ୩୧ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧର ୩୭,୬୧୧ ଘଟଣା ଘଟିଛି। ବରିଷ୍ଠ ବିଧାୟକ ଅରୁଣ…
Read More » -
ସୋନପୁରରେ ୫୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଗିରଫ
ସୋନପୁର, ୨୨/୦୯: ସୋମବାର ଦିନ ସୋନପୁର ଜିଲ୍ଲାର ବିନିକାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ପୂର୍ବତନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ଖେତିଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସରକାରୀ ପାଣ୍ଠିର…
Read More » -
ବିକାଶ ମୂଳକ କାର୍ଯ୍ୟର ଅପପ୍ରଚାର ଅଭିଯୋଗ
ଭଞ୍ଜନଗର,୨୨/୯ : ଭଞ୍ଜନଗର ବ୍ଳକ ବଡ଼କୋଦଣ୍ଡା ପଞ୍ଚାୟତ ଅଧୀନ ଟୋକାଗଣ୍ଡା ଗ୍ରାମରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ କିଛି କୁଚକ୍ରି ଗୋଷ୍ଠୀ ସୋସିଆଲ ମିଡିଆରେ ଅପପ୍ରଚାର…
Read More » -
ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ ହେଲେ ଶ୍ରୀ ଦୁଖବନ୍ଧୁ ନାୟକ
ମୟୂରଭଞ୍ଜର ନୂତନ ଅତିରିକ୍ତ ଜିଲ୍ଲାପାଳ ହେଲେ ଶ୍ରୀ ଦୁଖବନ୍ଧୁ ନାୟକ ବାରିପଦା,୨୧/୯ : ଆଜି ମୟୂରଭଞ୍ଜ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ଓଡିଶା…
Read More » -
ଯାଞ୍ଚ ହେଲ। ପୁରୁଣ। କୋଠ।
ଯାଞ୍ଚ ହେଲା ପୁରୁଣା କୋଠା ଜୟପୁର,୨୧/୯ କୋରାପୁଟ ସହରରେ ଦୋକାନଗୃହ ଭୁଶୁଡିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ପୌରସଂସ୍ଥା ପକ୍ଷରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର…
Read More » -
ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷ ରୁ ୬ ସେ ଜୋ ନ। ଟୁ ସିଗଂଲ ଯୁଜ ପ୍ଲାଷ୍ଟିକ ସଚେତନତ। କାର୍ଯ୍ୟକ୍ରମ ପ।ଳିତ
ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “6 ‘ସେ ଜୋ ନା ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ” ସଚେତନତା କାର୍ଯ୍ୟକ୍ରମ ପାଳିତ । ବାରିପଦା,୨୧/୯ ସାଧାରଣ ଲୋକଙ୍କ ମଧ୍ୟରେ…
Read More »
