Odisha
-
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି:୨୬/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ମହା…
Read More » -
୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣ ମାଧ୍ୟମ ଓ ଜିଲ୍ଲାପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଆୟୋଜିତ
ପାରଳାଖେମୁଣ୍ଡି:୨୬/୧(ଗରୁଡ ଧ୍ଵଜ ଚୌଧୁରୀ)୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଆୟୋଜିତ ଏକ ବନ୍ଧୁତ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ସ୍ଥାନୀୟ…
Read More » -
କୋରାପୁଟ ଜିଲ୍ଲା ଆନ୍ଦ୍ର–ଓଡ଼ିଶା ସୀମାନ୍ତ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
(ଓଡିଶା ଷ୍ଟେଟ ନ୍ୟୁଜ୍ / ଦିଲ୍ଲୀପ ଖରା ସେମିଳିଗୁଡା) ଆଜି କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟାଙ୍ଗି, ସେମିଳିଗୁଡ଼ା ଓ ନନ୍ଦପୁର—ଏହି ତିନୋଟି ବ୍ଲକରେ…
Read More » -
ମାନ୍ୟବର ଶ୍ରୀଯୁକ୍ତ କେ.ଭି. ସିଂ ଦେଓ ଉପମୁଖ୍ୟ ମନ୍ତ୍ରୀ ଙ୍କ ଦ୍ୱାରା ଲମତାପୁଟ ସ୍ଥିତ ଲୁଗୁମ ଠାରେ 132/133 କେ ଭି ଗ୍ରୀଡ଼ ସବ ଷ୍ଟେସନ ଉଦଘାଟିତ କାର୍ଯ୍ୟକ୍ରମ —————————————-ଲମତାପୁଟ 25/1/2026
ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଂଚାୟତ ର ଲୁଗୁମ ଗ୍ରାମ ନିକଟ ରେ 122/133 ଗ୍ରୀଡ଼କୋ ସବ ଷ୍ଟେସନ ର ଉଦଘାଟନ କାର୍ଯ୍ୟକ୍ରମ ହୋଈ ଯାଇଛି!ଏହି କାର୍ଯ୍ୟକ୍ରମ…
Read More » -
Speech Chief Minister ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
prime minister ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶ ସୁରକ୍ଷିତ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଦେଶ ଆଗେଇ ଚାଲିଛି। ତାଙ୍କର ସବକା ସାଥ୍ ସବକା ବିକାଶ, ସବକା ବିଶ୍ବାସ…
Read More » -
Padma Shri award: ଧର୍ମେନ୍ଦ୍ର, ରୋହିତ, ଶିବୁଙ୍କୁ ପଦ୍ମ: ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ
୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏଥିରେ ୫ଟି ପଦ୍ମ ବିଭୂଷଣ, ୧୩ ପଦ୍ମ ଭୂଷଣ ଏବଂ…
Read More » -
୩ ବିଭାଗର ର।ତି ଅଧିଆ ଚଢ।ଉ
୩ ବିଭାଗର ରାତି ଅଧୂଆ ଚଡାଉ, ୧୮ ଟିପ୍ପର ଗୋଟିଏ ଜେସିବି ଜବତ, ମାଫିଆଙ୍କ ମଧ୍ୟରେ କୋକୁଆ ଭୟ କୋଷାଗୁମୁଡା ୨୩/୦୧ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର…
Read More » -
କୂଅ ରେ ପଡିଥିବ। ଭ।ଲୁ କୁ ଉଦ୍ଧାର କଲେ ବନ କର୍ମଚାରୀ
କୁଅରେ ପଡିଥିବା ଭାଲ୍ଲୁକୁ ଉଦ୍ଧାର କଲେ ବନ କର୍ମଚାରୀ ମାଲକାନଗିରି,୨୩/୧ କାଲିମେଲା ବନାଞ୍ଚାଳ ଅନ୍ତର୍ଗତ ଏମପିଭି-୨୬ ଗ୍ରାମରେ ଏକ ଭାଲୁ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଖୋଲା…
Read More » -
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଉତ୍ସବ ୨୦୨୫। ପଲ୍ଲି ଶ୍ରୀ ମେଳ। ଆତ୍ମ ନିର୍ଭର ଭ।ରତ ଓ ସ୍ଵଦେଶୀ ମେଳ। ଉଦଘାଟିତ
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଗଜପତି ଉତ୍ସବ-୨୦୨୫ ପଲ୍ଲି ଶ୍ରୀ ମେଳା,ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ମେଳା ଉଦଘାଟିତ ପାରଳାଖେମୁଣ୍ଡି,ତା.୧୮/୧(ଗରୁଡ ଧ୍ଵଜ ଚୌଧୁରୀ) ଆଜି ଗଜପତି…
Read More » -
ମ।ଲକ।ନଗିରି ଜିଲ୍ଲାରେ ୪ ଲକ୍ଷ ୬୮ ହଜ।ର କୁଇଣ୍ଟାଲ ଧ।ନ କ୍ରୟ
ମାଲକାନଗିରି ଜିଲ୍ଲାରେ ୪ ଲକ୍ଷ ୬୮ ହଜାର କ୍ଵିଣ୍ଟାଲ ଧାନ କ୍ରୟ (ଚାଷୀଙ୍କୁ ୭୨ କୋଟି ୪ ଲକ୍ଷ ୪୦ ହଜାର ଟଙ୍କା ପ୍ରଦାନ) ମାଲକାନଗିରି,୧୭/୧ ମାଲକାନଗିରି…
Read More »