Odisha
-
ଉଧେଇ ପ।ରୁନି କୁକୁଡ। ଚ।ଷ ନବରଙ୍ଗପୁର ଜିଲ୍ଲା ରେ
ଉଧେଇ ପାରୁନି କୁକୁଡ଼ା ଚାଷ ଅଣ୍ଡା ଉତ୍ପାଦନ ବି ନୈରାଶ୍ୟଜନକ, ଚାହିଦା ମେଣ୍ଟାଉଛି ଆନ୍ଧ୍ର ନବରଙ୍ଗପୁର,୨୭/୯: କୁକୁଡ଼ା ଚାଷ ମାଧ୍ୟମରେ ରୋଜଗାରକ୍ଷମ ଓ ବେକାରୀ ଦୂରୀକରଣ ପାଇଁ…
Read More » -
ଖଟିଆରେ ନଦୀ ପ।ର ହେଲେ ଗର୍ଭବତୀ ମହିଳା
ଖଟିଆରେ ନଦୀ ପାରହେଲେ ଗର୍ଭବତୀ କାମାକ୍ଷାନଗର, ୨୭/୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ରେ ପୁଣି ଜନନୀ ଯନ୍ତ୍ରଣା ସାମ୍ନାକୁ ଆସିଛି ଉକ୍ତ ବ୍ଲକ୍ ସନ୍ଦର ମହକୁମାଠାରୁ ମାତ୍ର…
Read More » -
ବାଘ ଆତଙ୍କ ; ବାଛୁରୀକୁ ମାରି ଖାଇଲା !
ଭଞ୍ଜନଗର,୨୬/୦୯ : ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନଥପ୍ରସାଦ ରେଞ୍ଜରେ ବାଘ ଆତଙ୍କ ଦେଖା ଦେଇଛି। ବେଲଗୁଣ୍ଠା ବିଟ ବଣୀଆପଲ୍ଲୀ ଗାଁ ନିକଟ ଜଙ୍ଗଲରେ ଅଜଣା ଜନ୍ତୁ ଆକ୍ରମଣରେ…
Read More » -
ଏଚ୍ଆଇଭି ଓ ଯକ୍ଷ୍ମା ନିରାକରଣ ସଚେତନତା
ଭଞ୍ଜନଗର,୨୬/୯ : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଏଚଆଇଭି-ଏଡ଼ସ, ଯୌନ ରୋଗ ଓ ଯକ୍ଷ୍ମା ରୋଗ ସମ୍ପର୍କରେ ଅନୁଷ୍ଠାନରେ…
Read More » -
ଗଜପତି;ଦୁଷ୍କର୍ମ ମାମଲାରେ ୧୦ବର୍ଷ ସଜା ପାଇଲେ ଅଭିଯୁକ୍ତ
ପାରଳାଖେମୁଣ୍ଡି, ୨୭/୯: ଦିନକୁ ଦିନ ସମାଜରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ଏକ ସମ୍ବେଦନଶୀଳ ମାମଲା ୨୦୨୨ ମସିହାରେ ଗଜପତି ଜିଲ୍ଲା ଅନ୍ତର୍ଗତ ଗାରାବନ୍ଧ…
Read More » -
ଗାଲେରୀ କଲେଜ ରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ
ଭଞ୍ଜନଗର,୨୬/୯ : ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ରେ ନୂତନ ଭାବେ ଯୋଗ ଦେଇ ଥିବା ଛାତ୍ରଛାତ୍ରୀ ଙ୍କୁ…
Read More » -
ଜୁଆ ଖେଳ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ୩୯ ଜୁଆଡିଙ୍କୁ ବାନ୍ଧିଲାଣି ଭଞ୍ଜନଗର ପୁଲିସ
ଭଞ୍ଜନଗର, ୨୬/୯ : ପରିବାର ଓ ସାଙ୍ଗସାଥୀ ମେଳରେ ସମୟ ବିତାଇବା ପାଇଁ ତାସ ଖେଳର ପରମ୍ପରା ରହିଥିବା ବେଳେ ବର୍ତମାନ କିଛି ଲୋକଙ୍କ ପାଇଁ ତାହା…
Read More » -
ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ସମ୍ପର୍କରେ ଆଇନ ସଚେତନତା
ମାଲକାନଗିରି,୨୬/୯: ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୋମନାଥ…
Read More » -
ପୂର୍ବ ଶତ୍ରୁତାରୁ ଆକ୍ରମଣ ମାମଲାରେ ଦୋଷୀ ସିଦ୍ଧ ହେଲେ ଅଭିଯୁକ୍ତ ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ
ପାରଳାଖେମୁଣ୍ଡି, ୨୬/୯: ତିନି ବର୍ଷର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ କଣ୍ଟ୍ରାଗଡ଼ ଗ୍ରାମରେ ଥିବା ଶିବ ମନ୍ଦିର ନିକଟରେ ଅଭିଯୁକ୍ତ…
Read More »
