Odisha
-
ସୁଙ୍କି-କୋରାପୁଟ ଏନ ଏଚ ରାସ୍ତା ମରଣାଯନ୍ତ। ପ।ଲଟିଛି
ସୁଙ୍କି-କୋରାପୁଟ ଏନ୍ଏଚ୍ ମରଣଯନ୍ତା କୋରାପୁଟ, ୭/୧୦: କଲବଳ କରୁଛି ମୁହଁ କୋରାପୁଟ ନାତୀୟ ରାଜପଥ ରାସ୍ତା ସାରା ଗର୍ଭ ସୃଷ୍ଟି ହୋଇଛି ଗର୍ଭରେ ଫାଚ୍ ପକାଇଲେ ବି…
Read More » -
ନବରଙ୍ଗପୁର ସହରର ଟ୍ରାଫିକ ସମସ୍ୟା ଦୂର ହେବ
କଟିବ ୯ ହଜାର ଗଛ, ୨୦୨୬ ଜାନୁଆରି ସୁଦ୍ଧା ଶେଷ ଲକ୍ଷ୍ୟ ନବରଙ୍ଗପୁର, ୭/୧୦: ନବରଙ୍ଗପୁର ସହରରେ ଟ୍ରାଫିକ୍ ସମସ୍ୟା ଦୂର ହେବ ଏଥିପାଇଁ ବାଇପାସ୍ ରାସ୍ତା…
Read More » -
ନବରଙ୍ଗପୁର ମୂଖ୍ଯ ଚିକିତ୍ସାଳୟ ରେ ଅସ୍ୱାସ୍ଥ୍ୟକର ପରିବେଶ
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ବାସ୍ଥ୍ୟକର ପରିବେଶ ନବରଙ୍ଗପୁର,୭/୧୦ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ ନାଁରେ ବ୍ୟାପକ ଅନୁଦାନ ଖର୍ଜ ହେଉଥିଲେ ମଧ୍ୟ ସଫାସୁତୁରା ହୋଇପାରୁନାହିଁ। ଫଳରେ…
Read More » -
ଭିଜିଲାନ୍ସ ଜ। ଲରେ ସହାୟକ ଯନ୍ତ୍ରୀ ଲମ୍ବୋଦର ନାୟକ
ଭିଜିଲାନ୍ସ ପଞ୍ଝାରେ ସହାୟକ ଯନ୍ତ୍ରୀ ଲମ୍ବଧର ନାୟକ ବୈପାରିଗୁଡା,୭/୧୦: କୁନ୍ଦୁରା ବ୍ଳକର ସହାୟକ ଯନ୍ତ୍ରୀ ଲମ୍ବୋଦର ନାୟକ ଭିଜିଲାନ୍ସ ପଞ୍ଚ।ରେ ଧରାପଡ଼ିଛନ୍ତି । ମନରେଗା କାମର ବକେୟା…
Read More » -
କ।ର ଦୁର୍ଘଟଣାଗ୍ରସ୍ତ ,ବଞ୍ଚି ଲେ ଡ୍ରାଇଭର୍
କାର୍ ଦୁର୍ଘଟଣାଗ୍ରସ୍ତ, ବଞ୍ଚିଲେ ଡ୍ରାଇଭର ଚନ୍ଦାହାଣ୍ଡି,୭/୧୦: ଚନ୍ଦାହାଣ୍ଡି ଥାନା ଦଣ୍ଡାମୁଣ୍ଡା ଭଣ୍ଡାର ନଦୀରେ ନୂତନ ସେତୁ ଉପରେ ଗୋଟିଏ ଟ୍ରାକ୍ଟରକୁ ବଞ୍ଚେଇବାକୁ ଯାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।…
Read More » -
ସମସ୍ୟା ଘେରରେ କୋଟପାଡ, ସମ।ଧ।ନ ଶୂନ
ସମସ୍ୟା ଘେରରେ କୋଟପାଡ଼, ସମାଧାନ ଶୂନ ବିଜ୍ଞାପିତ ଅଞ୍ଚଳ ପରିଷଦ, କୋଟପାଡ କୋଟପାଡ଼,୬/୧୦: ସମସ୍ୟା ଘେରରେ କୋଟପାଡ଼ ସହର । ସମାଧାନ ପାଇଁ ନା ଅଛି ଆନ୍ତରିକତା…
Read More » -
ଜୟପୁର ସହର ରେ ପ୍ରହସନ ପ।ଲଟିଛି ସଛତ।ର ର ସେବ।
ଜୟପୁର ସହରରେ ପ୍ରହସନ ପାଲଟିଛି ସ୍ବଚ୍ଛତା ସେବା ସନ୍ଦେହରେ ୩୬୧ ଜଣ ସ୍ବଚ୍ଛ କର୍ମୀଙ୍କ ନିୟୋଜିତ ତାଲିକା ବୈପାରିଗୁଡା / କୋରାପୁଟ, ତ।୬/୧୦ : ଜୟପୁର ସହରରେ…
Read More » -
ବ।ଇକ ଦୁର୍ଘଟଣାରେ ଯୁବକ ମୃତ, ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା
ବାଇକ ଦୁର୍ଘଟଣାରେ ଯୁବକ ମୃତ ଡାବୁଗାଁ,ତା-୬୧୦ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ କାରାଗାଁ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ମୋଟରସାଇକେଲ ଦୁର୍ଘଟଣା ଘଟି…
Read More » -
ଘୋସଣ।ରେ ସୀମିତ ମେଡିକାଲ କଲେଜ
ଘୋଷଣାରେ ସୀମିତ ମେଡିକାଲ କଲେଜ ନବରଙ୍ଗପୁର,୬/୧୦: ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ମେଡିକାଲ କଲେଜ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ସ୍ଥାପନ କରିବାକୁ ବିଭିନ୍ନ ସଂଗଠନ ଓ…
Read More » -
ସାଂସଦ ସମୀକ୍ଷ। ବୈଠକ ଅସମ୍ପୂର୍ଣ୍ଣ ପ୍ରକଲ୍ପ ସ।ରୀବ।କୂ ନିଦ୍ଦେର୍ଶ
ସାଂସଦଙ୍କ ସମୀକ୍ଷା ବୈଠକ ଅସମ୍ପୂର୍ଣ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ନବରଙ୍ଗପୁର ତା-୬/୧୦ କାର୍ଯ୍ୟଳୟ ଅଶୋକ ମେଡେଙ୍ଗା ଅପଲାହରେ ଲୋକସଭା ସାଂସଦ ଙ୍କ ନିଳକ ମାରୀଙ୍କ ଆଧ୍ୟକ୍ଷତାରେ ବିଭିନ୍ନ…
Read More »