District
-
ରିଲିଫ ବୋଟ ନଁ। ପ।ଣିରେ ପଡିଲ। ୧୦ଲକ୍ଷ ଟଙ୍କା
ରିଲିଫ୍ ବୋଟ୍ ନାଁରେ ପାଣିରେ ପଡ଼ିଲା ୧୦ଲକ୍ଷ ଟଙ୍କା ନବରଙ୍ଗପୁର, ୧୭/୯ : ବନ୍ୟା, ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ନବରଙ୍ଗପୁର ତହସିଲକୁ ମିଳିଥିଲା ଦୁଇଟି ରିଲିଫ୍…
Read More » -
ବୋଟ୍ କୁ ଅଳିଆ ଗଦ। ନନିକଟରେ ଓଲଟ।ଇ ରଖାଯାଇଛି
ବୋଟକୁ ଅଳିଆ ଗଦା ନିକଟରେ ଓଲଟାଇ ରଖାଯାଇଛି। ଉଭୟ ବୋଟ୍ର ଲୁହାରେ କଳଙ୍କି ଲାଗି ଗଲାଣି ନବରଙ୍ଗପୁର ବ୍ଳକର ସିନ୍ଧିଗାଁ, ଭାଟିଗାଁ, ସାନମସିଗାଁ, ବଡ଼ମସିଗାଁ ଏବଂ ନନ୍ଦାହାଣ୍ଡି…
Read More » -
ନବରଙ୍ଗପୁର ମହାବିଦ୍ୟାଳୟର ଛ।ତୀ ଇନ୍ଦିରା ନାୟକଙ୍କୁ ଓଡିଆ ତରଫରୁ ରୌପ୍ଯ ପ୍ରଦାନ
ସର୍ବଭାରତୀୟ ଫାଇରିଙ୍ଗ ଚାମ୍ପିୟନସିପ ନବରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ଇନ୍ଦିର। ନାୟକଙ୍କୁ ଓଡିଶା ତରଫରୁ ରୁ ରୋପ୍ୟ ପ୍ରଦାନ ବାଟାଲିୟନ ତରଫରୁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ସର୍ବଭାରତୀୟ…
Read More » -
ସମ୍ବଲପୁରରେ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ୨ ଜଣ ବ୍ଲକ ଶିକ୍ଷା କାର୍ଯ୍ୟାଳୟ କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ସମ୍ବଲପୁର, ୧୭/୦୯: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ (BEO)ର ଦୁଇ କର୍ମଚାରୀଙ୍କୁ ମୋଟ ୨୫,୦୦୦ ଟଙ୍କାର ପ୍ରଥମ କିସ୍ତି…
Read More » -
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ବିଭିନ୍ନ ପ୍ରତିଯୋଗିତା
ମାଲକାନଗିରି,୧୭/୯: ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ମାଲ୍ଯବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷ ଠାରେ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ -୨୦୨୫ ଉପଲକ୍ଷେ ବିଭିନ୍ନ…
Read More » -
ପୁରୀ ବେଳାଭୂମିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନକୁ ସମ୍ମାନିତ କରି ବାଲୁକା କଳାରେ ୭୫୦ ପଦ୍ମ ପ୍ରତିଷ୍ଠିତ
ପୁରୀ, ୧୭/୦୯: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ବୁଧବାର ଦିନ ଓଡ଼ିଶାର ପୁରୀ ବେଳାଭୂମିରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ…
Read More » -
ଆଭାସୀ ମାଧ୍ଯମରେ ଗଜପତି ଜିଲ୍ଲାର ୧୪ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ଶୁଭ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପାରଳାଖେମୁଣ୍ଡି, ୧୬/୯: ଆଭାସୀ ମାଧ୍ଯମରେ ରାଜ୍ୟସ୍ତରୀୟ ଅଙ୍ଗନୱାଡ଼ି କେନ୍ଦ୍ର ସମୂହ ଶୁଭ ଉଦଘାଟନ ଉତ୍ସବରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ପଞ୍ଚାୟତ ରାଜ…
Read More » -
କଳିଙ୍ଗା ଘାଟିରେ ଭୁସ୍କଳନ ; ଯାତାୟାତ ଠପ୍
ଭଞ୍ଜନଗର,୧୬/୯ : ଗଞ୍ଜାମ-କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଅପରାହ୍ନରେ ଭୁସ୍କଳନ ହୋଇଛି। ଲଗାଣ ବର୍ଷା ଯୋଗୁଁ ପାହାଡ ଧସି ବ୍ୟାପକ କ୍ଷୟକ୍ଷତି ହୋଇଛି।…
Read More » -
୭୪ ତମ ଜିଲ୍ଲା ପରିଷଦ ସାଧାରଣ ବୈଠକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା
ମାଲକାନଗିରି, ୧୬/୯: ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ୭୪ ତମ ଜିଲ୍ଲା ପରିଷଦ ବୈଠକ…
Read More »
