District
-
୫ହଜ।ର ମେଡିକାଲ ସିଟ୍ ବିଡିଲ।
ଭୂବନେଶ୍ବର, ୨୬/୯ ୫ ହଜାର ମେଡିକାଲ ସିଟ୍ ବଢ଼ିଲା ଦେଶରେ ସରକାରୀ ମେଡିକାଲ କଲେଜରେ ବଢ଼ିଲା ୫ ହଜାର ମେଡିକାଲ ସିଟ୍ କେନ୍ଦ୍ର କ୍ୟାବିନେଟ୍ରେ ମେଡିକାଲ ଶିକ୍ଷା…
Read More » -
ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ନବୋଦୟ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ
ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ନବୋଦୟ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ତେନ୍ତୁଳିଖୁଣ୍ଟି,୨୫/୯ : ନବରଙ୍ଗପୁର ଜିଲ୍ଲା ଖାତିଗୁଡା ସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା…
Read More » -
ଜୟପୁର ଦେବୋତ୍ତର ନିମନ୍ତ୍ରଣ
ଜୟପୁର ଦେବୋତ୍ତର ନିମନ୍ତ୍ରଣ ନନ୍ଦପୁର,୨୬/୯: ଐତିହାସିକ ନନ୍ଦପୁରରେ ଥିବା ରାଜାଙ୍କ ପ୍ରତିଷ୍ଠିତ ଦେବୀ ପୀଠରୁ ଲାଠି, ପାଟଖଣ୍ଡା ଧରି ରାଜାଙ୍କ ନିଯୁକ୍ତ ସେବାୟତ ଜୟପୁର ଯିବେ। ରାଜାଘରେ…
Read More » -
ଓଡ଼ିଶାକୁ ସମୃଦ୍ଧ କରିବ। ପ।ଇ ସମସ୍ତ ଙ୍କୁ ସଂକଳ୍ପ ନେବ।କୁ ପଡିବ, ମୂଖ୍ଯମନ୍ତ୍ରୀ କହିଲେ
ଓଡିଶାକୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡିବ: ମୁଖ୍ୟମନ୍ତ୍ରୀ ପଶ୍ଚିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ କରଣ…
Read More » -
କ୍ରୀଡ଼ା ନିମନ୍ତେ ନବରଙ୍ଗପୁର ଜିଲ୍ଲାର କିନ୍ନର ସଂଘ ଦ୍ବାରା ଆର୍ଥିକ ସହାୟତା
କ୍ରୀଡା ନିମନ୍ତେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଦ୍ବାରା ଆର୍ଥିକ ସହାୟତା ନବରଙ୍ଗପୁର, ୨୫/୦୯/୨୫ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ରେ…
Read More » -
ବଜ।ରକୁ ଆସିଲ। କୋରାପୁଟିଆ ଆଳୁ
ବଜାରକୁ ଆସିଲା କୋରାପୁଟିଆ ଆଳୁ ଉତ୍ପାଦନ ବଢ଼ିଲା, ବଜାରୀକରଣ ବ୍ୟବସ୍ଥା କରିବାକୁ ଦାବି କୋରାପୁଟ, ୨୫/୯: ଆଗୁଆ ଆଳୁ ବୁଣିଥିବା ଚାଷୀ ଅମଳ ଆରମ୍ଭ କରିଛନ୍ତି। କିଛି…
Read More » -
ଅଧ।ରେ ରହିଯିବ ଜୟପୁର ବ।ଇପ।ସ ନିର୍ମାଣ
ଅଧାରେ ରହିଯିବ ଜୟପୁର ବାଇପାସ୍! ଜଯପୁର,୨୫/୯: ଅବିରକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼କୁ ଯୋଡୁଛି ଏହି ସହର ଜୟପୁରରେ ବିମାନବନ୍ଦର…
Read More » -
ଏସବିଆଇ ଦ୍ବାରା ସୁକନ୍ୟା ସମୃଦ୍ଧି ଯୋଜନା ସଚେତନତା
ମାଲକାନଗିରି, ୨୫/୯: ଆଜି ସୁକନ୍ୟା ସମୃଦ୍ଧି ଯୋଜନା ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି ସାଂସଦ ଇଂ ବଳଭଦ୍ର ମାଝୀ। ଆଜି ପୂର୍ବାହ୍ନରେ ମାଲକାନଗିରି ଷ୍ଟେଟ ବ୍ୟାଙ୍କ…
Read More » -
ଉତ୍ତର ଘୁମୁସର ବନଖଣ୍ଡରେ ବନାଞ୍ଚଳ ଉନ୍ନୟନ ସମୀକ୍ଷା
ଭଞ୍ଜନଗର,୨୫/୯ : ଜାଇକା ଅନୁଦାନ କ୍ରମେ ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟକାରୀ ହେଉଥିବା ଓଡିଶା ବନ ଉନ୍ନୟନ ପ୍ରକଳ୍ପ-୨ ବାର୍ଷିକ ସମୀକ୍ଷା ବୈଠକ ଟାଉନ୍ ହଲ୍ ଠାରେ…
Read More » -
ନଈ ମଝିରେ ଫଶିଲେ ଛେଳି ଓ ମଣିଷ
ନଈ ମଝିରେ ଫସିଲେ ଛେଳି ଓ ମଣିଷ ନବରଙ୍ଗପୁର, ୨୫/୯ : ନଈ ମଝିରେ ଫସିଲେ ଛେଳି ଓ ମଣିଷ । ଏ ଭଳି ଘଟଣା ଦେଖୁବାକୁ…
Read More »