District
-
ଝଲସିବ କୋଲାବ କେନ।ଲ ରାସ୍ତା
ଝଲସିବ କୋଲାବ କେନାଲ୍ ରାସ୍ତା ମୁଖ୍ୟ ଓ ଡିବିସିରେ ଲାଗିବ ୧୪୦ ଏଲଇଡି, କାମ ଆରମ୍ଭ ଜୟପୁର,୧୫/୧୦ : ଝଲସିବ ସହର ଉପକଣ୍ଠ କୋଲାବ କେନାଲ୍ ରାସ୍ତା।…
Read More » -
ମୁରବୀ ବିହିନ ୧୦୪ ହ।ଇ ସ୍କୁଲ
ମୁରବୀ ବିହୀନ ୧୦୪ ହାଇସ୍କୁଲ ରାୟଗଡ଼ା,୧୫/୧୦: ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଏହା ଜାଣି ବି ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇନାହାନ୍ତି ।…
Read More » -
୧୮ସଟ୍ ବିମ।ନ ଉଡ।ନ ଯ।ଥଁ ପ। ଇ ନିଦ୍ଦେର୍ଶ
୧୮ ସିଟ୍ ବିମାନ ଉଡ଼ାଣ ସ୍ଥିତି ଯାଞ୍ଚ ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଜୟପୁର, ୧୪/୧୦: ୧୯୮୦ରେ ଜୟପୁର ଏଯାରଷ୍ଟ୍ରିପରୁ ଉଡ଼ୁଥିଲା ବାୟୁଦୂତ ବିମାନ ସେହି ସମୟରେ…
Read More » -
ବାଲ୍ୟ ବିବାହକୁ ରୋକିବ।କୁ କାର୍ଯ୍ୟକ୍ରମ
ବାଲ୍ୟବିବାହ ରୋକିବାକୁ କାର୍ଯ୍ୟକ୍ରମ ନନ୍ଦାହାଣ୍ଡି, ୧୪୵୧୦/: ବାଲ୍ୟ ବିବାହ ରୋକିବାକୁ ପ୍ରଶାସନ ଓ ଘରୋଇ ସଂସ୍ଥା ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ବିଡିଓ କ୍ଷୀରୋଦଚନ୍ଦ୍ର ସାହୁ ବ୍ଲକ ପରିସରରେ…
Read More » -
ନୂତନ ପ୍ରେରଣାର ଅଙ୍ଗନବ। ଡି ଛାତ୍ର ଛାତ୍ରୀ ଡୋଙ୍ଗରଭେଜ। ରେ ଆରମ୍ଭ କଲେ ନୂତନ ଅଧ୍ୟାୟ
ନୂତନ ପ୍ରେରଣାର ଅଙ୍ଗନବ।ଡି ଛାତ୍ରଛାତ୍ରୀ ଡଙ୍ଗରଭେଜାରେ ଆରମ୍ଭ କଲେ ନୂତନ ଅଧ୍ୟାୟ ଡଙ୍ଗରଭେଜା, ନନ୍ଦାହାଣ୍ଡି, ୧୪୵୧୦:ଦିନ ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହେଲା “ମଣ୍ଡଳ ସ୍ତରୀୟ…
Read More » -
ବିଏସଏନଏଲ ଏକ୍ସଚେଞ୍ଜରେ ସିମକାର୍ଡ ବିକ୍ରି ବନ୍ଦ
ବିଏସ୍ଏନ୍ଏଲ୍ ଏକ୍ସଚେଞ୍ଜରେ ସିମ୍ କାର୍ଡ ବିକ୍ରି ବନ୍ଦ ଜୟପୁର, ୧୪।୧୦: କୋରାପୁଟ ଜିଲ୍ଲା ଜୟପୁର ସହରର ମୁଖ୍ୟରାସ୍ତା ବାଙ୍କମଠ ନିକଟରେ ରହିଥିବା ଭାରତୀୟ ସଞ୍ଚାର ନିଗମ ଲିମିଟେଡ…
Read More » -
ବେଦାନ୍ତର ନନ୍ଦଘର ୭ଟି ରାଜ୍ୟରେ ୧ଲକ୍ଷ ପିଲାଙ୍କୁ ପୁଷ୍ଟିକର ପରିପୂରକ ଶିଶୁ ସଞ୍ଜିବନୀ ଯୋଗାଇ ବ
ବେଦାନ୍ତର ନନ୍ଦଘର ୭ଟି ରାଜ୍ୟରେ ୧ ଲକ୍ଷ ପିଲାଙ୍କୁ ପୁଷ୍ଟିକର ପରିପୂରକ ଶିଶୁ ସଞ୍ଜିବନୀ ଯୋଗାଇବ ଭୁବନେଶ୍ୱର,୧୪୵୧୦ ଶିଶୁ ମାନଙ୍କ ପାଇଁ ସମାଟ୍ରିକ ପୁଷ୍ଟିକର ପ୍ରୋତ୍ସାହନ ଦେବା…
Read More » -
କମିଲ। ମକ। ଚ।ଷ ଉତ୍ପାଦନ, ଚ।ଷୀ ନିର।ଶ
କମିଲା ମକା ଉତ୍ପାଦନ, ଚାଷୀ ନିରାଶ ନବରଙ୍ଗପୁର, ୧୪୵୧୦: ଅତ୍ୟଧିକ ରାସାୟନିକ ସାର ପ୍ରୟୋଗରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ନୈକ ବିବିଧତା ସଂକଟରେ ଆସିଯାଇଛି। ଏକଦା…
Read More » -
ପାର୍ଟ ପ୍ଲୋଟ ବିକ୍ରି ପ।ଇ ଆସିଲ। ନୂଆ ମାର୍ଗଦର୍ଶିକ।
ପାର୍ଟ ପ୍ଲଟ୍ ବିକ୍ରି ପାଇଁ ଆସିଲା ନୂଆ ମାର୍ଗଦର୍ଶିକା ପାର୍ଟ ପ୍ଲଟ୍ କିଣି ରିଅଲ ଇଷ୍ଟେଟ୍ ପ୍ରକଳ୍ପ କରିହେବନି ଭୁବନେଶ୍ୱର,୧୪୵୧୦: ଗତ କିଛି ଦିନ ତଳେ ସରକାର…
Read More » -
ମହିଳାଙ୍କୁ କ।ର କିଣିଦେବେ ସରକ।ର
ମହିଳାଙ୍କୁ କାର୍ କିଣି ଦେବେ ଭୂବନେଶ୍ବର,୧୫୵୧୦ ସରକାର ମହିଳାଙ୍କୁ ସଶକ୍ତ କରାଇବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ‘ଆତ୍ମନିର୍ଭର ମହିଳା ଆମ ସୁବାହକ’ ଯୋଜନା ଲୋନରେ କାର୍…
Read More »