District
-
ଘରକୁ ଡାକି ସାଙ୍ଗର ବେକ କଟିଦେଲା ସାଙ୍ଗ
ଉଦଳା, ୨୬/୭ : ଦୋସ୍ତି ରେ ଲା ଲାଗିଲା ରକ୍ ରକ୍ତ ଛିଟା। ଘରକୁ ଡ଼ା କି ନେଲା ସାଙ୍ଗ, ଆଉ ବେକକୁ ହାଣି ଣି କରିଲା…
Read More » -
ନାରୀ ନିର୍ଯାତନା ଅନେକ
ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ନେଇ ଡିଆଇଜି କାର୍ଯ୍ୟାଳୟ ଘେରିଲା ବିଜେଡ଼ି ନାରୀ ନିର୍ଯାତନା ଅନେକ । ପୁର, ୨୬/୭ : ଜୟପୁର ରାଜ୍ୟରେ ନାରୀ…
Read More » -
ବିଭିନ୍ନ ସ୍ଥାନରେ କାର୍ଗିଲ ବିଜୟ ଦିବସ ପାଳିତ
ଭଞ୍ଜନଗର,୨୬/୭ : ଭଞ୍ଜନଗରର ବିଭିନ୍ନ ସ୍ଥାନରେ ଆଜି କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ କାର୍ଗିଲ ଭବନ ଠାରେ ଜାତୀୟ…
Read More » -
ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହାଇସ୍କୁଲର ହିନ୍ଦୀ ଶିକ୍ଷକ ନିଲମ୍ବିତ
ପାରଳାଖେମୁଣ୍ଡି,୨୬/୭: ଗଜପତି ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଚନ୍ଦ୍ରଗିରି ସରକାରୀ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧୂକାରୀ ମାୟାଧର ସାହୁ…
Read More » -
ସ୍ବଚ୍ଛତାର ନିମନ୍ତେ ଅଦ୍ଭୁତ ପ୍ରୟାସ! ସୁନାବେଡ଼ା ମୁନିସିପାଲିଟିର ସ୍ରୀ କୁଷା ମହାନନ୍ଦିଆଙ୍କୁ ଓଡିଶାର ସର୍ବଶ୍ରେଷ୍ଠ ପରିଷ୍କାର କର୍ମଚାରୀ ପୁରସ୍କାର
ସୁନାବେଡ଼ା, ୨୬ ଜୁଲାଇ:ସ୍ବଚ୍ଛ ଓ ସୁସଂଗଠିତ ନଗର ପ୍ରତି ସମର୍ପିତ ଅନନ୍ୟ ପ୍ରୟାସର ଦ୍ୱାରା ସୁନାବେଡ଼ା ମୁନିସିପାଲିଟିର ପରିଷ୍କାର କର୍ମଚାରୀ ସ୍ରୀ କୁଷା ମହାନନ୍ଦିଆ ଓଡିଶାର ସର୍ବଶ୍ରେଷ୍ଠ…
Read More » -
ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ
ସୁନାବେଡ଼ା, 26/07: ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଶିକ୍ଷାବିଭାଗର ଅଧ୍ୟାପିକା ଶ୍ରୀମତି ବାସନ୍ତି…
Read More » -
ଘାତକ ସଂଘର୍ଷ ପରେ କାମ୍ବୋଡିଆ ଥାଇଲ୍ୟାଣ୍ଡ ସହିତ ଯୁଦ୍ଧବିରତି ପାଇଁ ଡାକ ଦେଇଛି: ଆମେ ଏପର୍ଯ୍ୟନ୍ତ ଯାହା ଜାଣିଛୁ
କାମ୍ବୋଡିଆ, ୨୬/୦୭: କାମ୍ବୋଡିଆ ଥାଇଲ୍ୟାଣ୍ଡ ସହିତ “ତୁରନ୍ତ ଯୁଦ୍ଧବିରତି” ଚାହୁଁଛି, ଜାତିସଂଘରେ ଦେଶର ପ୍ରତିନିଧି ଶୁକ୍ରବାର କହିଛନ୍ତି। ବ୍ୟାଙ୍କକ ମଧ୍ୟ ଆଲୋଚନା ପାଇଁ ଖୋଲା ଥିବାର ସଙ୍କେତ…
Read More » -
ବନ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ।ଉ
ଜୟପୁର, ୨୫/୭ : ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ପକ୍ଷରୁ ଶୁକ୍ରବାର ଚଢଉ କରି ଜଣେ ବନାଞ୍ଚଳ ଅଧିକାରୀଙ୍କ ଘରୁ ଠାବ କରିଛି ଟଙ୍କାର ପାହାଡ଼…
Read More » -
ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ବ ସହାୟକ
ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ ଭୁବନେଶ୍ୱର, ୨୫/୭ : କ। ଗଳ ପତ୍ର ଦେବା ଲାଗି ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ…
Read More » -
ଜଯପୁର ଡେପୁଟୀ ରେଞ୍ଜ ର ଙ୍କ ଅମାପ ସମ୍ପତ୍ତି ଭିଜିଲାନ୍ସ ହାତ ରେ ଜବତ
ଭୁବନେଶ୍ବର/ଜୟପୁର/ଲକ୍ଷ୍ମୀପୁର, ୨୫/୭: କୋରାପୁଟ ଜିଲ୍ଲା ଜୟପୁର ସହରରେ ଓଡ଼ିଶା ଭିଜିଲାନ୍ସ କୁବେର ଡେପୁଟି ରେଞ୍ଜରଙ୍କୁ ଠାବ କରିଛି। ଘରୁ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ,…
Read More »