Nawarangpur
-
ଡାବୁଗାଁ ଠାରେ ଲକ୍ଷ୍ମୀ ମା’ଙ୍କର ଜନ୍ମମାସର ଶ୍ରବଣ ପରିକ୍ରମା ଉଦ୍ଯାପିତ
ଡାବୁଗାଁ, ୧୦/୦୮:ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମା ଉଦ୍ଯାପିତ। ଏକମାସ ଧରି ଚାଲିଥିବା ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମାରେ ଡାବୁଗାଁ ବ୍ଲକର…
Read More » -
ନନ୍ଦପୁରା ରେ SC ସମାଜର ଗୁରୁତ୍ୱପୂର୍ଣ ବୈଠକରେ ଜାନୁଆରୀ ୫ତାରିଖ କୁ ବାର୍ଷିକ ଉତ୍ସବ ପାଳନ ପାଇଁ ନିଆଁ ଗଲା ନିସ୍ବତୀ
ନବରଙ୍ଗପୁର, ୧୦/୦୮:ଆଜି ଅପରାହ୍ନ 3ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ର ନନ୍ଦପୁରା ଗ୍ରାମ ରେ SC ସମାଜର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକ…
Read More » -
ପବିତ୍ର ରକ୍ଷୀ ପୂର୍ଣ୍ଣିମା ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଞ୍ଚଳ*
ନବରଙ୍ଗପୁର, ୦୯/୦୮:ସଖାଳ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ଡାବୁଗାଁ ଅଂଚଳ ପବିତ୍ର ରକ୍ଷୀପୂର୍ଣ୍ଣାମା ପାଇଁ। ଡାବୁଗାଁ ଅଞ୍ଚଳରେ ସଖାଳ ଠାରୁ ଭଉଣୀ ଭାଇର ଦୀର୍ଘାୟୁ କାମନା କରି…
Read More » -
ଡାବୁଗାଁ ରେ ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲୁଗାଁ, ୦୭/୦୮: ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଚାଲ ସ୍କୁଲ ଯିବା ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ନ 3ଘଣ୍ଟା…
Read More » -
ଡାବୁଗାଁ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ନବରଙ୍ଗପୁର, ୦୬/୦୮: ଡାବୁଗାଁ ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ୍. ସତ୍ୟନାରାୟଣ ସୁବୁଦ୍ଧି ମେଳାକୁ ଉଦ୍ଘାଟନ…
Read More » -
ନବରଙ୍ଗପୁର ଜିଲ୍ଲାରେ ବୁଲିଲା ବଜ୍ରପାତ ସଚେତନତା ରଥା। ମଧ୍ଯ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ନବରଙ୍ଗପୁର , ୦୪/୦୮: ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଆଜି ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ…
Read More » -
ଚାଷୀ ପଞ୍ଜିକରଣ ପାଇଁ ଭଞ୍ଜନଗର ଆରଏମସି୍ ପକ୍ଷରୁ ପ୍ରଚାର ରଥ ଶୁଭାରମ୍ଭ
ଭଞ୍ଜନଗର,୦୪/୮ : ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ଆସନ୍ତା ନଭେମ୍ବରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏଁ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲ୍ଲାର…
Read More » -
ଜିଲ୍ଲା ସ୍ତରୀୟ ଅଭିଯାନ, ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣ ତ। ଅଭିଯ।ନ ସମ।ରୋହରେ ପ୍ରଧାନ ଶିକ୍ଷକ ସମ୍ବୋଦିତ
ନବରଙ୍ଗପୁର, ୦୪/୦୮: ଆକାଂକ୍ଷା ହ।ଟ ଜିଲ୍ଲାରୂପେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ନବରଙ୍ଗପୁର ଜିଲ୍ଲା ପୁରସ୍କୃତ ହୋଇଛି। ଏଥୂପାଇଁ ସ୍ଥାନୀୟ ଜିଲ୍ଲା ପୋଲିସ ଜିଲ୍ଲାସ୍ତରୀୟ…
Read More » -
ଗଛ ତଳେ ବିତୁଛି ଜୀବନ
ଗଛ ତଳେ ବିତୁଛି ଜୀବନ ଲାଧା ଜନଜାତିଙ୍କ ପାଖରେ ପହଞ୍ଚୁ ପାରୁନି ପ୍ରଶାସନ ମୋରଡ଼ା,1/8 ଲୋଧା ଜନଜାତି ଜାତିଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର…
Read More » -
ତେନ୍ତୁଳୀଖୁଣ୍ଟି ବିଦ୍ୟୁତ ବିଭାଗର କାମଖିଆଲି ଯୋଗୁଁ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ*
ନବରଙ୍ଗପୁର, ୩୧/୦୭: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଗ୍ରାମାଞ୍ଚଳରେ 4ମାସ ହେବ ବିଦ୍ୟୁତ ସପ୍ଲାଇ ଠିକ୍ ଭାବେ ରହୁନାହିଁ ବିଦ୍ୟୁତ ବିଭାଗ ର ଲୁଚକାଳୀ ଖେଳ ଯୋଗୁଁ…
Read More »