Nawarangpur
-
ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲଡୁ ଫିଙ୍ଗିଲେ ମନ୍ତ୍ରୀ
ମୋରଡ଼ା, 29/6: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ପ୍ରସିଦ୍ଧ ଚିତ୍ରଡ଼ାସ୍ଥିତ ଧର୍ମକ୍ଷେତ୍ରରେ ଶୁକ୍ରବାର ଚତୁଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଥିଲେ। ଶନିବାର ରଥଟଣା ଆରମ୍ଭ ହୋଇଥିଲା। ଠାକୁରଙ୍କ ଦିବ୍ୟ ଦର୍ଶନ…
Read More » -
ଜାତୀୟ ଶକ୍ତି ସୁରକ୍ଷା ସପ୍ତାହ ପାଳିତ
ଉମରକୋଟ,28/6: ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଜାମରୁଣ୍ଡା ଠାରେ ଭାରତ ସରକାରଙ୍କ ଶକ୍ତି ବିଭାଗ ଓ ସେଣ୍ଟର ଏନ୍ଭାରର୍ଣ୍ଣମେଣ୍ଟାଲ ଷ୍ଟାଡିସ୍ ଭୁବନେଶ୍ବରଙ୍କ ତରଫରୁ ‘ଜାତୀୟ ବିଦ୍ୟୁତ ସୁରକ୍ଷା…
Read More » -
ପୋଲସରାରେ ବହୁ ଆଡ଼ମ୍ବରରେ ରଥଯାତ୍ରା ପାଳିତ
ପୋଲ ସ ର ।,29/6: ଆଜି ବିଶ୍ଵ ପ୍ରସଦ ପୋଲସରା ଘୋଷଯାତ୍ରାକୁ ନେଇ ପୋଲସର ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ପୋଲସରା ସହର ବହୁ ପଞ୍ଚାୟତରେ ରଥଯାତ୍ରା…
Read More » -
ଚତୁର୍ଦ୍ଧାମୂରତିଙ୍କୁ ଙ୍କୁ ପାଖରେ ପାଇ ଭାବବିହ୍ବଳ ଭକ୍ତ
ତେନ୍ତୁଳିଖୁଣ୍ଟି:28/6 ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀସ୍ଥିତ ଗୋପାଳ ଶ୍ରୀକ୍ଷେତ୍ରରେ ଆଡ଼ମ୍ବର ସହକାରେ ପାଳିତ ହୋ ହୋଇଯାଇଛି ମହାପ୍ରଭୁଙ୍କ ଘୋଷଯାତ୍ରା | ଦିବା ଦୁଇଘଣ୍ଟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି ଯାତ୍ରା…
Read More » -
ଗୋପାଳ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ସେବାରେ ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ
ତେ ନ୍ତୁ ଳି ଖୁ ଣ୍ଟି, 28/6: ସର୍ଚ ମିସ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀସ୍ଥିତ ଜିଲ୍ଲା ଇନ୍ଦ୍ରାବତୀସ୍ଥିତ ଗୋପାଳ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଖାତିଗୁଡ଼ା…
Read More » -
ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଫସଲ ବୀମା ଯୋଜନାକୁ ଗୁରୁତ୍ବ
ନବରଙ୍ଗପୁର,ତା 28/6 : ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ସାଂସଦ ଙ୍ଗ ବଳଭଦ୍ର ମାଝୀଙ୍କ ଅଧ୍ଯକ୍ଷତାରେ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ମୁଖ୍ୟତଃ…
Read More » -
କ୍ଷମତାକୁ ବଞ୍ଚାଇବାକୁ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି କରିଥ୍ଲା କଂଗ୍ରେସ
ନବରଙ୍ଗପୁର,28/6 :ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦରାଗାନ୍ଧୀ ନିଜର ଏମ୍ପି ପଦ ଓ କ୍ଷମତାକୁ ବଞ୍ଚାଇବାକୁ ଯାଇ କଂଗ୍ରେସ ଶାସନ କାଳରେ ୫୦ ବର୍ଷ ତତଳେ ଦେଶରେ ଜରୁରିକାଳୀନ ପରିସ୍ଥିତି…
Read More » -
୮୦ କିଲୋ ବାସିଖାଦ୍ୟ ନଷ୍ଟ: ଖାଦ୍ୟ ସୁରକ୍ଷା ଅଧିକାରୀ ଓ କର୍ମଚାରୀ ଖାଇବା ଯାଞ୍ଚ କରୁଛନ୍ତି।
ନବରଙ୍ଗପୁର, 28/6: ରଥଯାତ୍ରାକୁ ଦୃଷ୍ଟିରେ ରଖ୍ ନବରଙ୍ଗପୁର ପୌରପାଳିକା ଅଞ୍ଚଳର ବିଭିନ୍ନ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା, ହୋଟେଲ, ମିଠା ଦୋକାନ ଏବଂ ଫାଷ୍ଟଫୁଡ୍ ଦୋକାନରେ ଖାଦ୍ୟ ସୁରକ୍ଷା…
Read More » -
ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲରେ ଚଢ଼ାଉ
ନବରଙ୍ଗପୁର 28/6 ଆଜି ପବିତ୍ର ରଥଯାତ୍ରା ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସଦର ମହକୁମା ରେ ଫାଷ୍ଟ୍ ଫୁଡ୍,…
Read More » -
ଏକାଠି ଜଳିଲା ୩ ଭାଇଙ୍କ ଜୁଇ
ଝରିଗାଁ, 28/6: ନିସ୍ତବ୍ଧ ପରିବାର। ବନ୍ଧୁ, ପରିଜନ, ପଡ଼ୋଶୀ ସମସ୍ତଙ୍କ ଆଖୁ ଖରେ ଲୁହ, ଯେତେବେଳେ ଗୋଟିଏ ଶ୍ମଶାନ ରେ ଜଳୁଥିଲା ୩ ଭାଇଙ୍କ ଜୁଇ। ନବରଙ୍ଗପୁର…
Read More »