Gajapati
-
ପାରଳାଖେମୁଣ୍ଡି କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭଜନ ସମାରୋହ
ପାରଳାଖେମୁଣ୍ଡି, ୬/୧୧: ପାରଳାଖେମୁଣ୍ଡି କଳା ସଂସ୍କୃତି ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତକାଲି ରାତିରେ ଭଜନ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଭଜନ…
Read More » -
ସ୍ୱାଧୀନତାର ୭୮ ବର୍ଷ ପରେ ସୁଦ୍ଧା ଗଜପତିରେ ପାଦ ଚଲା ପାଇଁ ରାସ୍ତା ନାହିଁ….. ରୋଗୀ କୁ ଦୋଳାରେ ବହି ନେଉଛନ୍ତି
ପାରଳାଖେମୁଣ୍ଡି, ୬/୧୧: ଗଜପତି ଜିଲ୍ଲା ଏକ ବନ ପାହାଡ଼ ଘେରା ଆଦିବାସୀ ବହୁଳ ଅଞ୍ଚଳ ଅଟେ. ଏହି ଜିଲ୍ଲାର ମୋଟ ୭ ଗୋଟି ବ୍ଲକ ମଧରୁ ୫…
Read More » -
ଗଜପତି ଜିଲ୍ଲାରେ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ସମ୍ପର୍କରେ ମହିଳା ବିକାଶ ପ୍ରତିଷ୍ଠାନ ତରଫରୁ ବୈଠକ
ପାରଳାଖେମୁଣ୍ଡି, ୪/୧୧: ଜଙ୍ଗଲ , ବୃଦ୍ଧି ଓ ପରିଚାଳନା ପାଇଁ ଜନ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ , “ମହିଳା ବିକାଶ…
Read More » -
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ପାରଳାଖେମୁଣ୍ଡି, ୪/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ…
Read More » -
ସମସ୍ତ ଯୋଗ୍ୟତା ରହିଛି ତଥାପି ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦମ୍ପତି, ଗ୍ରାମ କୋଠା ଘରେ ଦୁଃଖଦ ଜୀବନ ବିତାଉଛନ୍ତି
ପାରଳାଖେମୁଣ୍ଡି, ୪/୧୧: ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତ ବୁରୁପଦା ଗ୍ରାମର ବୃଦ୍ଧ ଦମ୍ପତି କରୁଣାକର ନାୟକ ଓ ଚନ୍ଦ୍ରମା ନାୟକଙ୍କ ଲାଗି…
Read More » -
ଗଜପତି ଜିଲ୍ଳାର ରଲ ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ସୁରକ୍ଷିତ ଭାବେ ଉଦ୍ଧାର ହେଲେ
ପାରଳାଖେମୁଣ୍ଡି, ୪/୧୦: ଗଜପତି ଜିଲ୍ଲାର ମହେନ୍ଦ୍ରଗିରି କୁ ଯିବା ରାସ୍ତାର କଇଁପୁର ଠାରୁ ବୁରୁଖତ ମଧ୍ୟରେ ପାହାଡ ଧସି ରାସ୍ତା ଅବରୋଧ ହେବା ଫଳରେ ବିଭିନ୍ନ ସ୍ଥାନରୁ…
Read More » -
ଗଜପତି:ଜନଜାତି ମାନଙ୍କର ସ୍ୱାଭିମାନ ର ପରିଚୟ “ଆଦି କର୍ମଯୋଗୀ”କାର୍ଯକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି, ୪/୧୦: ଭାରତର ମୂଳପିଣ୍ଡ ,ଭାରତର ଐତିହ୍ୟ ଓ ସଂସ୍କୃତିର ପରିଚାୟକ ହେଉଛନ୍ତି ଜନଜାତି। ଯାହାଙ୍କର ବିକାଶରେ ଆଜିର ବିକଶିତ ଭାରତ ପରିକଳ୍ପନା। ଏହି ବିକଶିତ ଭାରତ…
Read More » -
ଗଜପତିରେ ପ୍ରକୃତିର କରାଳ ରୂପ…. ଅନେକ ସ୍ଥାନରେ ଭୂସ୍ଖଳନ, ୪ ମୃତ, ବ୍ୟାପକ କ୍ଷୟକ୍ଷତି
ପାରଳାଖେମୁଣ୍ଡି,୪/୧୦: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରକୃତିର କରାଳ ରୂପ ଜନିତ ପ୍ରବଳ ବର୍ଷାରେ ବଡ଼ ବିପର୍ଯ୍ୟୟ ଘଟିଯାଇଛି. ତିନିଦିନ ଧରି ଲାଗି ରହିଥିବା ମୂଷଳଧାରା ବର୍ଷା…
Read More »

