Odisha
-
ଆମ୍ବୁଲାନ୍ସ ସୁରକ୍ଷିତ ନୁହେ
Ambulance ମଧ୍ୟ ସୁରକ୍ଷିତ ନୁହେଁ ଆଜି ମଧ୍ୟାହ୍ନ ରେ କୋରାପୁଟ ରୋଡ଼ କୋଟଲାଗୁଡା ନିକଟରେ ଏକଦମ୍ ରାସ୍ତା କଡ଼ରେ ଠିଆ ହୋଇଥିବା କାରକୂ ambulence ଧକ୍କା ଦେଇ…
Read More » -
ଓସିସି ପୋଲ ବିପଦ ସଂକୁଳ
ଓସିସି ପୋଲ ବିପଦସଂକୁଳ ତେନ୍ତୁଳିଖୁଣ୍ଟି, ୭/୧୨: ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ପ୍ରକଳ୍ପ ଆରମ୍ଭ ସମୟରେ ନିର୍ମିତ ଓସିସି ପୋଲ ବିପଦ ସଂକୁଳ ଅବସ୍ଥାରେ ରହିଛି। ୮୦ ଦଶକରେ…
Read More » -
ଉପ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ। ଭ।ବେ ନିର୍ବାଚିତ ହେଲେ ବନିତ। କାନ୍ଦୁଲିଆ
ଉପ ନିର୍ବାଚନରେ ବ୍ଲକ ଅଧ୍ଯକ୍ଷା ଭାବେ ନିର୍ବାଚିତ ହେଲେ ବନିତା କାନ୍ଦୁଲିଆ ୦୬/୧୨: କୁନ୍ଦୁରା, କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଖାଲି ପଡ଼ିଥିବା ଅଧ୍ୟକ୍ଷା ପଦ ପୂରଣ…
Read More » -
୩୮ ହଜ।ର ନକଲି ପ୍ଲଟ ଠ।ବ
୩୮ହଜାର ନକଲି ପ୍ଲଟ୍ ଠାବ ଧରାଇଦେଲା ସାଟେଲାଇଟ୍ ସର୍ଭେ, ବାଦ୍ ପଡ଼ିଲେ ୭ ଏସ୍ଏଚ୍ଜି ନବରଙ୍ଗପୁର,୬/୧୨: ଚାଷ ନ କରି ଧାନ ବିକ୍ରି ପାଇଁ କରିଥିଲେ ପଞ୍ଜିକରଣ…
Read More » -
ମୀଳୁନି ବଦ୍ଧିତ। ଭତ୍ତା ହିତାଧିକାରୀ ହନ୍ତସନ୍ତ
ମିଳୁନି ବଦ୍ଧିତ ଭତ୍ତା, ହିତାଧିକାରୀ ହନ୍ତସନ୍ତ ନବରଙ୍ଗପୁର,୪/୧୨ : ବଦ୍ଧିତ ଭତ୍ତା ପାଇଁ ଆବେଦନ କରି ଜିଲ୍ଲାର ବହୁ ଯୋଗ୍ୟ ହିତାଧିକାରୀ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି।…
Read More » -
ଛକି ବସିଛି ଅବକ।ରୀ ବିଭାଗ ଲିଟର ଲିଟର ବିଷ।କ୍ତ ମଦ ଜବତ
ନବରଙ୍ଗପୁର, ୩।୧୨ : ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ଵାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ…
Read More » -
ଲମତାପୁଟ ବ୍ଲକ ସ୍ତରୀୟ ପରବ 2025 ଉଦଘାଟନ ଉତ୍ସବ ପାଳିତ
ଲମତାପୁଟ ୦୨/୧୨: ଲମତାପୁଟ ବ୍ଲକ ସ୍ତରୀୟ ପରବ ମହା ସମାରୋହ ରେ ପାଳିତ ହୋଇଯାଇଛି ଏହି କାର୍ଯ୍ୟ କ୍ରମ ରେ ଗୋଷ୍ଟୀ ଉନୟନ ଅଧିକାରୀ ଶ୍ରୀ ଜୟନ୍ତ…
Read More » -
ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ସୁନାବେଡା / ସେମିଳିଗୁଡ଼ା, ୦୨/୧୨: ସୁନାବେଡା ଥାନା ଅଧୀନ ସେମିଳିଗୁଡ଼ା ହନୁମାନ ନଗରର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତା ହେଲେ ମାଲକାନଗିରି ଜିଲା ଏମଭି-୭୯…
Read More » -
ତେନ୍ତୁଳି ଖୁଣ୍ଟି ଇ.ଆ.ସି ତରଫରୁ ସଡକ ସୁରକ୍ଷା ଅଭିଯାନ
ତେନ୍ତୁଳୀଖୁଣ୍ଟିରେ ଇ.ଆଇ.ସି ତରଫରୁ ସଡ଼କ ସୁରକ୍ଷା ଅଭିଯାନ ତେନ୍ତୁଳିଖୁଣ୍ଟି, ୧୭/୧୧ ତେନ୍ତୁଳୀଖୁଣ୍ଟି ରେ ସ୍ଥାନୀୟ ପୋଲିସ ସହାୟତା ରେ ବିଭିନ୍ନ ସ୍ଥାନରେ ଗାଡି ଚାଳକ ମାନଙ୍କୁ ଅଟକାଇ…
Read More » -
ଏକଲବ୍ଯ ବିଦ୍ୟାଳୟ ନିମନ୍ତେ ଜମି ହର।ଇଲେ ୧୪ ପରିବ।ର
ଏକଲବ୍ୟ ବିଦ୍ୟାଳୟ ନିମନ୍ତେ ଜମି ହରାଇଲେ ୧୪ ପରିବାର କ୍ଷତିପୂରଣ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ଡାବୁଗାଁ, ୧୭/୧୧ ନବରଙ୍ଗପୁର ଜିଲ୍ଲା ଚାବୁଗାଁ ବ୍ଲକ…
Read More »