Entertainment
-
ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ
ପାରଳାଖେମୁଣ୍ଡି,୨୮/୭: ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର…
Read More » -
୧୬ ଘଣ୍ଟାର ଅପରେସନ ସିନ୍ଦୁର ବିତର୍କରେ, ରାଜ୍ୟସଭାରେ ଆଲୋଚନା ପାଇଁ କଂଗ୍ରେସକୁ ଦୁଇ ଘଣ୍ଟା ମିଳିଛି
ନୂଆଦିଲ୍ଲୀ, ୨୮/୦୭: ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ପାଇଁ ମୋଟ ୧୬ ଘଣ୍ଟା ମଧ୍ୟରୁ କଂଗ୍ରେସକୁ ପ୍ରାୟ ଦୁଇ ଘଣ୍ଟା ସମୟ ଦିଆଯାଇଛି। ରାଜ୍ୟସଭାର ବିରୋଧୀ…
Read More » -
ଅଭିନେତା ଆମିର ଖାନଙ୍କ ବାସଭବନକୁ ଆଇପିଏସ ଅଫିସରଙ୍କ ଗସ୍ତର ପ୍ରକୃତ କାରଣ ଶେଷରେ ପ୍ରକାଶ ପାଇଛି।
ମୁମ୍ବାଇ, ୨୮/୦୭: ଅଭିନେତା ଆମିର ଖାନଙ୍କ ବାସଭବନକୁ ଆଇପିଏସ ଅଧିକାରୀମାନେ ଆସିବାର ପ୍ରକୃତ କାରଣ ଶେଷରେ ପ୍ରକାଶ ପାଇଛି। ଅଭିନେତାଙ୍କ ଦଳର ଜଣେ ସଦସ୍ୟ କହିଛନ୍ତି, “ବର୍ତ୍ତମାନ…
Read More » -
ବୋଲବମ ଯାତ୍ରା ବେଳେ ମନଇଛା ଗାଡ଼ି ପାର୍କିଂ ଓ ରାସ୍ତା ଜାମ
ବୋଲବମ୍ ଯାତ୍ରା ବେଳେ ମନଇଛା ପାର୍କି ୪ ଘଣ୍ଟା ଏନଏଚ୍-୩୨୬ ଜାମ୍ ଜୟପୁର,28/7: ବୋଲବମ୍ ଯାତ୍ରା ବେଳେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଛି ।…
Read More » -
ଲିଫ୍ଟ ଦେବା ବାହାନା ୧୦ମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ
ମାଲକାନଗିରି,୨୭/୭: ମାଲକାନଗିରି ଜିଲ୍ଲା ଓରକେଲ ଥାନାରେ ପୁଣି ଜଣେ ନାବାଳିକାଛାତ୍ରୀ ଦୁଷ୍କର୍ମ ର ଶିକାର ହୋଇଥିବା ନେଇ ଶନିବାର ଏକ ମାମଲା ରୁଜୁ ହୋଇଛି। ମାଲକାନଗିରି ଜିଲ୍ଲା…
Read More » -
ଆନନ୍ଦ ମଉଳି ପଟ୍ଟନାୟକ ତାଙ୍କ ନାତି ଅଶ୍ଵିନୀ ଓ ଶ୍ରେୟସର ପ୍ରଥମ ଜନ୍ମ ଦିନ ପାଳନ ଅବସରରେ ରକ୍ତଦାନ ଶିବିର
କୁନ୍ଦୁଲି, ୨୭/୦୭: ଆଦିମ ଗୁରୁକୂଳ ଆଶ୍ରମ, କୁନ୍ଦୁଲି ପରିସରରେ ଆନନ୍ଦ ମଉଳି ପଟ୍ଟନାୟକ ଓ ସ୍ନେହ ପଟ୍ଟନାୟକ ତାଙ୍କ ନାତି ଅଶ୍ଵିନୀ ଓ ଶ୍ରେୟସର ପ୍ରଥମ ଜନ୍ମ…
Read More » -
ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହଯୋଗର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି,୨୭/୭: ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ମନ୍ଦିର ନିର୍ମାଣରେ ଅନେକ ଭକ୍ତ ନିଜ ନିଜକୁ ସାମିଲ କରି ବିଭିନ୍ନ ଭାବେ…
Read More » -
ଶ୍ରୀମତୀ ମଧୁମିତା ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଯୋଗଦାନ
ପାରଳାଖେମୁଣ୍ଡି, ୨୭/୭: ଆଜି ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁମିତା ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ…
Read More »

