Education
-
ଇନ୍ସପେକ୍ଟର-ଏସଆଇ ଙ୍କ କ୍ଷମତା ବଡିଲ। ଏସସି /ଏସଟି ମ ।ମଲ। ତଦନ୍ତ କରିପ।ରିବେ ଦନ
ଇନ୍ସପେକ୍ଟର–ଏସଆଇଙ୍କ କ୍ଷମତା ବଢ଼ିଲା ଏସସି/ଏସଟି ମାମଲାର ତଦନ୍ତ କରିପାରିବେ ଭୁବନେଶ୍ୱର, ୩୦/୮: ରାଜ୍ୟରେ ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାକୁ ବଢ଼ାଯାଇଛି। ଏଣିକି ସେମାନେ ଏସସି | ଏସଟି…
Read More » -
ଜୟପୁର ଟାଉନ ପୋଲିସ ଦ୍ୱାରା ୧୪ ଅପରାଧୀ ଗିରଫ
ଜୟପୁର ଟାଉନ ପୋଲିସ ଦ୍ବାରା ୧୪ ଅପରାଧୀ ଗିରଫ ଜୟପୁର,୩୧/୮ :ଜୟପୁର ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ବିଭିନ୍ନ ମାମଲାରେ ୧୪ ଜଣ ଅପରାଧୀଙ୍କୁ…
Read More » -
ଶିକ୍ଷାଦାନ କ୍ଷେତ୍ରରେ ଜିଲ୍ଲା ଶିକ୍ଷ। ଅଧିକାରୀଙ୍କ ସଫଳତ।
ଶିକ୍ଷାଦାନ କ୍ଷେତ୍ରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଫଳତା ନବରଙ୍ଗପୁର,ତା୩୦୮ ରାଜ୍ୟରେ ଲାଗୁହୋଇଛି ଜାତୀୟ ଶିକ୍ଷା ନୀତି -୨୦୨୦ । ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଇଛି ।…
Read More » -
ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ୟୁ,ଜିସି ସୀକୃତି
ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ୟୁଜିସି ସ୍ବୀକୃତି ଜୟପୁର,୩୦/୮ : ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ୟୁଜିସି( ୟୁନିଭର୍ସିଟି ଗ୍ରାଣ୍ଟସ୍ କମିସନ୍) ବିଶ୍ୱବିଦ୍ୟାଳୟକୁ ଦେଇଛି ସ୍ବୀକୃତି।…
Read More » -
୫-ଟି ରେ ପାଣ୍ଡିଆନ ଓ ମିଶନଶକ୍ତିରେ ସ୍ତ୍ରୀ ସୁଜାତା ଲାଗିଛନ୍ତି କୋଟି କୋଟି ଟଙ୍କା
୫-ଟି ରେ ପାଣ୍ଡିଆନ ଓ ମିଶନଶକ୍ତିରେ ସ୍ତ୍ରୀ ସୁଜାତା ଲୁଟିଛନ୍ତି କୋଟିକୋଟି ଟଙ୍କା ମହିଳାଙ୍କ ସ୍ବାବଲମ୍ବୀ ପଛରେ ଚାଲିଥୁଲା ବଡ଼ ରାକେଟ ମିଶନଶକ୍ତି ଦୁବାଇ ଭିଳିଟଠୁ ଆରମ୍ଭ…
Read More » -
ଉନ୍ନତ ଯୁବକ ର ଛୁର। ମ।ଡରେ ସାମ୍ବାଦିକ ଗୁରୁତର
ଉନ୍ନତ ଯୁବକର ଛୁରା ମାଡ଼ ରେ ସାମ୍ବାଦିକ ଗୁରୁତର ନବରଙ୍ଗପୁର: ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣକ ବିଶାଖାପାଟଣା ସ୍ଥାନାନ୍ତର.. ଛୁରା ମାଡ଼ ର…
Read More » -
ସହାୟତା ଆପେକ୍ଷlରେ ମଞ୍ଜୁ
ସହାୟତା ଅପେକ୍ଷାରେ ସଞ୍ଜୁ ବଲାଙ୍ଗିର,୩୦/୮ : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ ସାଲେପାଲି ଗାଁ ୧୫ ବର୍ଷ ଧରି ଜଣେ ଅସହାୟ ମହିଳା କଷ୍ଟରେ ଜୀବନଯାପନ କରୁଛନ୍ତି…
Read More » -
ଲାଞ୍ଜିଆ କୁ ନେଇ ନୂଆ ବ୍ଲକ ଦ।ବି ଜେର ଧରିଲ।
ଲାଞ୍ଜିଆଙ୍କୁ ନେଇ ନୂଆ ବ୍ଳକ୍ ଦାବି ଜୋର୍ ଧରିଲା ଗୁଣପୁର,୩୦/୮: ଲାଞ୍ଜିଆ ସୌରା ଜନଜାତି ବସବାସ କରୁଥିବା ଆଞ୍ଚଳକୁ ନେଇ ସ୍ବତନ୍ତ୍ର ବୃକ୍ ଗଠନ ବାବି ପୁଣି…
Read More » -
୧୨ ପଞ୍ଚାୟତ କୁ ୨ ପି ଇଓ ଉନ୍ନୟନ କାର୍ଯ୍ୟ ବ।ଧା ପ୍ରାପ୍ତ
୧୨ ପଞ୍ଚାୟତକୁ ୬ ପିଇଓ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ଡାବୁଗାଁ,୩୦/୮: ଡାବୁଗାଁ ବ୍ଲକର ୧୨ଟି ପଞ୍ଚାୟତରେ ମାତ୍ର ୬ ଜଣ ପିଇଓ ନିଯୁକ୍ତ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ…
Read More » -
କୋରାପୁଟ ମଣ୍ଡଳ ରେ ୭ ବର୍ଷରୈ ୧୦୦ କୋଟିର ଟିକସ ଫ।ଙ୍କି
କୋରାପୁଟ ମଣ୍ଡଳରେ ୭ ବର୍ଷରେ ୧୦୦ କୋଟିର ଟିକସ ଫାଙ୍କି ୩୦୦ ମନରେଗା ଭେଣ୍ଡରଙ୍କୁ ଜିଏସ୍ଟି ଛାଟ ଜୟପୁର, ୩୦/୮: ରାଜ୍ୟରେ ମନରେଗା ଭେଣ୍ଡର ପ୍ରଥା ଆରମ୍ଭ…
Read More »