Education
-
ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଦୁଇ ଗୁରୁତର
ଭଞ୍ଜନଗର,୩୦/୭ : ଭଞ୍ଜନଗର ଥାନା ଅଧିନ ଡହ ରାସ୍ତାରେ ବୁଧବାର ପୂର୍ବାହ୍ନ ସମୟରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ ୨ ଚାଳକ ଆହତ ହୋଇଥିବା…
Read More » -
ଜନଶୁଣାଣୀ ରେ ବିସ୍ପୋରକ କାରଖାନାକୁ ତୀବ୍ର ବିରୋଧ
ଭଞ୍ଜନଗର,୩୦/୭ : ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତରେ ପ୍ରସ୍ତାବିତ ବିସ୍ପୋରକ ବିସ୍ପୋଟକ କାରଖାନା ପାଇଁ ଏକ ଜନଶୁଣାଣୀ ବୁଧବାର କୁଡୁତାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗଞ୍ଜାମ…
Read More » -
ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ
ମାଲକାନଗିରି, ୩୦/୭: ମାଲକାନଗିରି ଜିଲ୍ଲା ର ୧୧୬୬ ଗୋଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ…
Read More » -
ଅତ୍ୟଧିକ ମଦ୍ୟପାନ ଯୌଗୁ ଓ ପରେ ମୃତ୍ୟୁ
ଅତ୍ୟଧିକ ମଦ୍ୟପାନ ପରେ ମୃତ୍ୟୁ ପାପଡାହାଣ୍ଡି,30/7: ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ଗାଁରେ ମଙ୍ଗଳବାର ରାତିରେ ଅତ୍ୟଧିକ ମଦ୍ୟପାନ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ୪୦ବର୍ଷୀୟ…
Read More » -
ଗ୍ରାମ ଉନ୍ନୟନ ବିଭାଗ ର ମହା ଦୁର୍ନୀତି ର ଚିତ୍ର
ଗ୍ରାମ୍ୟ ଉନ୍ନୟନ ବିଭାଗର ମହା ଦୁର୍ନୀତିର ଚିତ୍ର ଉମରକୋଟ ,ତା: 30/7 : ଲୋକଙ୍କ ସୁବିଧା ନିମନ୍ତେ ସରକାର ଗ୍ରାମରୁ ସହରକୁ ଯାତାୟାତ ନିମନ୍ତେ ପକ୍କା ସଡ଼କ…
Read More » -
ଧାରଣା ରୁ ଓହରିଲେ ଡି ଆ ଇଇଟି ଛାତ୍ରଛାତ୍ରୀ
ଧାରଣାରୁ ଓହରିଲେ ଡିଆଇଇଟି ଛାତ୍ରଛାତ୍ରୀ ରୁଦ୍ଧଦ୍ୱାର ବୈଠକ, ବଦଳିବେ ପ୍ରଶିକ୍ଷିକା ! ଜୟପୁର, 30/7 : ଜୟପୁରସ୍ଥିତ ଜିଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଛାତ୍ର ଛାତ୍ରୀମାନେ…
Read More » -
ପୂର୍ବ ଭାରତରେ ପ୍ରଥମ, କିମ୍ସ ମେଡିକାଲ ସଫଳ ତ। ମହିଳାଙ୍କର ଆଣ୍ଠୁ ପ୍ରତିରୋପଣ
ପୂର୍ବ ଭାରତରେ ପ୍ରଥମ : କିମ୍ସରେ ୮୭ ବର୍ଷ ବୟସ୍କା ମହିଳାଙ୍କ ଦୁଇଟି ଯାକ ଆଣ୍ଠୁ ପ୍ରତିରୋପଣ ଭୁବନେଶ୍ୱର, 30/7 : କିମ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲ୍ରେ…
Read More » -
ଆଧାର ନ।ହି,କୌଣସି ସରକ।ରୀ ସୁବିଧ। ମିଳିବ ନ।ହି
ଆଧାର ନାହିଁ, କୌଣସି ସରକାରୀ ସୁବିଧା ମିଳିବ ନାହିଁ ଉମରକୋଟ, ତ।:30/7 ଆଧାର କାର୍ଡ ନ ଥିଲେ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିବେ। ସରକାରଙ୍କ ଅଜୀବ…
Read More » -
ଆମେରିକା ରାଷ୍ଟ୍ରପତି ସତ୍ୟ ପ୍ରକାଶ କରିବେ, ପ୍ରଧାନମନ୍ତ୍ରୀ ମୋଦି ‘ଟ୍ରମ୍ପ୍ ମିଛ କହୁଛନ୍ତି’ ବୋଲି କହିପାରିବେ ନାହିଁ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୩୦/୦୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିପାରିବେ ନାହିଁ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ…
Read More »
