Education
-
ଜଙ୍ଗଲ ଜମି ପଟ୍ଟା ନ।ରେ ଠକେଇ
ଜଙ୍ଗଲ ଜମି ପଟ୍ଟା ନାଁରେ ଠକେଇ ଫରେଷ୍ଟରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ନବରଙ୍ଗପୁର,13/8: ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନାଁରେ ଲକ୍ଷାଧିକ ଟଙ୍କା…
Read More » -
ସହିଦ ସ୍ମୃତି ଦିବସ 2025 ପ।ଳନ ନିମନ୍ତେ ପ୍ରସ୍ତୁତି ବୈଠକ
ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ପାପଢ଼ାହାଣ୍ଡି,ତ।:13/8 :ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଡ।. ମହେଶ୍ଵର ସ୍ୱାଇଁ ଙ୍କ…
Read More » -
ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଝରିଗାଁ
ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଝରିଗାଁ – ଧୋଡ୍ରା ଜୋନରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ | ଝରିଗାଁ ତା 12/08-ଝରିଗାଁ ନିର୍ବାଚନ ମଣ୍ଡଳୀର…
Read More » -
ପାଣି କୁଣ୍ଡ ରେ ପଡି ଜଣେ ଶିଶୁର ମୃତ୍ୟୁ ଘଟିଛି
ଉମରକୋଟ,ତ।13/8 ପାଣି କୁଣ୍ଡରେ ପଡି ଜଣେ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉ ଉମରକୋଟ ଥାନା ଅଧୀନରେ।…
Read More » -
ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ
ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ କୋଷାଗୁମୁଡ଼ା,୧୨/୮: ନବରଙ୍ଗପୁର ଜିଲ୍ଲା କୋଷଝଗୁମୁଡ଼ା ବ୍ଲକ କୋଡ଼ିଙ୍ଗାସ୍ଥିତ ରାଜ ଚାଉଁରିଆ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟଠାରେ ଯୁବ ରେଡକ୍ରସ ଓ ରେଡ…
Read More » -
ଓଡିଶା ପାଇଁ ଦୁଇ ସେମିକଣ୍ଡକ୍ଟର ପ୍ଲାଣ୍ଟ
କେନ୍ଦ୍ର କ୍ୟାବିନେଟରେ ୧୮,୫୪୧ କୋଟିର ୩ ପ୍ରସ୍ତାବକୁ ମଞ୍ଜୁରୀ ଓଡ଼ିଶା ପାଇଁ ଦୁଇ ସେମିକଣ୍ଡକ୍ଟର ପ୍ଲାଣ୍ଟ ନୂଆଦିଲ୍ଲୀ,୧୨/୮: କେନ୍ଦ୍ର କ୍ୟାବିନେଟ୍ରେ ମଙ୍ଗଳବାର ତିନି…
Read More » -
Hyderabad ରେ ତିନିଜଣ ଓଡିଆ ଶ୍ରମିକ ର ମୃତ୍ଯୁ
ହାଇଦ୍ରାବାଦରେ ୩ ଓଡ଼ିଆ ଶ୍ରମିକ ମୃତ ଉମରକୋଟ, ୧୨/୮ : ହାଇଦ୍ରାବାଦରେ ତିନି ଜଣ ଓଡ଼ିଅ। ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ମିଳିଛି।…
Read More » -
ଗଜପତି ଜିଲ୍ଲାରେ ଓଡ଼ିଆ ଭାଷାକୁ ବିକୃତ ଭାବେ ଲେଖା ଯାଉଥିବା ନେଇ ସାଧାରଣରେ ଅସନ୍ତୋଷ
ପାରଳାଖେମୁଣ୍ଡି, ୧୨/୮: ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ତହସିଲ ଏବଂ କାଶୀନଗର ତହସିଲର ବିଭିନ୍ନ ଅଞ୍ଚଳରେ ଓଡ଼ିଆ ଭାଷା ପ୍ରତି ଅସମ୍ମାନ…
Read More » -
ଗଜପତିଜିଲ୍ଲା ରେ ଆନ୍ଦୋଳନକୁ ଓଲ୍ହାଇଲେ ଓଡିଶା ରାଜସ୍ୱ ଅମଲା ସଂଘ
ପାରଳାଖେମୁଣ୍ଡି,୧୨/୮: ୧୦ ଦାବୀ ନେଇ ଗଜପତି ଜିଲ୍ଲାରେ ଆନ୍ଦୋଳନକୁ ଓଲ୍ହାଇଲେ ଓଡିଶା ରାଜସ୍ୱ ଅମଲା ସଂଘ. ଦାବୀ ପୂରଣ ନ ହେବାରୁ ଅନିର୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ…
Read More » -
ବର୍ଷା ପାଇଁ ଗ୍ରାମ ଦେବତାଙ୍କ ପାଖରେ ପୂଜ।ଅଚନ। ଗୋବର ଲେପନ
ବର୍ଷା ପାଇଁ ଗ୍ରାମ ଦେବତା ପାଖରେ ପୂଜାର୍ଚନା ଗ୍ରାମରେ ଭୀମା ଦେବତାଙ୍କୁ ପୂଜାର୍ଚନା ସହ ଗୋବର ଲେପନ । ଚଳିତ ବର୍ଷ ଏକ…
Read More »