Education
-
ଭଞ୍ଜନଗରରେ ରାଜସ୍ବ ଅମଲାଙ୍କ ଧାରଣା
ଭଞ୍ଜନଗର,୧୮/୮ : ଓଡ଼ିଶା ରାଜସ୍ବ ଅମଲା ସଂଘର ବାରମ୍ବାର ଦାବି ସତ୍ତ୍ୱେ ଦଶ ଦଫା ଦାବି ପୂରଣ ହେଉ ନଥିବା ପ୍ରତିବାଦରେ ରାଜସ୍ବ ଅମଲା ମାନେ ସମୁହ…
Read More » -
ଡକ୍ଟର ହେବେ ଦିଦାୟୀ ଯୁବତୀ ଚମ୍ପା
ଡାକ୍ତର ହେବେ ଦିଦାୟୀ ଯୁବତୀ ଚମ୍ପା ମାଲକାନଗିରି,18/8 ମାଲକାନଗିରି ଜିଲ୍ଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା…
Read More » -
ଅଦ।ଲତ ପରିସରରୁ ଚମ୍ପଟ ମ।ରିଲ। ଅଭିଯୁକ୍ତ
ଅଦାଲତ ପରିସରରୁ ଚମ୍ପଟ ମାରିବା ଘଟଣା ଅଭିଯୁକ୍ତକୁ ୨ବର୍ଷ କାରାଦଣ୍ଡ ଉମରକୋଟ : ଅଦାଲତ ପରିସରରୁ ପୋଲିସ ସୁରକ୍ଷା ବଳୟରୁ ଖସି ଚମ୍ପଟ ମାରିବା ଘଟଣା ର…
Read More » -
ଆଦର୍ଶ ବିଦ୍ୟାଳୟରୈ 15ଶହ ଚ।ର।ରୋପଣ
ଆଦର୍ଶ ବିଦ୍ୟାଳୟରେ ୧୫ଶହ ଚାରାରୋପଣ ଝରିଗାଁ, 18/8: ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜଳବାୟୁ ପରିବର୍ତ୍ତନ ରେ ହେବାରେ ଲାଗିଛି। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷ…
Read More » -
ଶୋଭନୀୟ ଗ।ଅଁ। ରାସ୍ତା, 4 କି.ମି ଶବ ବୋହି ଚ।ଲିଲେ ପରିବାର ଲୋକ
ଶୋଚନୀୟ ଗାଁ ରାସ୍ତା , ୪ କିଲୋମିଟର ଶବ ବୋହି ଚ।ଲିଲେ ପରିବାର ଲୋକେ ନବରଙ୍ଗପୁର, 19/8: ଗତବର୍ଷ ରାଜ୍ୟରେ ସରକାର ବଦଳିଛି । ବିଜେପି କ୍ଷମତାକୁ…
Read More » -
ଗୁପ୍ତା ବସ ଧୋକ।ରେ ଜଣେ ଙ୍କ ମୃତ୍ୟୁ
ଖୁଡିଗୁଡ଼ା ନିକଟରେ ବୋରିଗୁମ୍ମା-୨୬ ଜାତୀୟ ରାଜପଥରେ ଗୁପ୍ତା ବସ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ କାମତା ପଞ୍ଚାୟତର ପୂର୍ବତନ ସରପଞ୍ଚ ନାରାୟଣ ଜାନି।…
Read More » -
ଶ୍ରୀ ମ। ନଗରରେ ମହିଳାଙ୍କ ଛୁରୀ ଭୁଷି ହତ୍ଯା ଅଭିଯୁକ୍ତ ଧରିବ। ପ।ଇ ମୁମ୍ବାଇରେ ପୋଲିସ ଟିମ,
ଶ୍ରୀମା ନଗରରେ ମହିଳାଙ୍କୁ ଛୁରୀ ଭୂଷି ହତ୍ୟା ଘଟଣା ଅଭିଯୁକ୍ତକୁ ଧରିବା ପାଇଁ ମୁମ୍ବାଇରେ ପୁଲିସ ଟିମ୍ ବ୍ରହ୍ମପୁର,18/8: ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମାନଗର ୨ୟ ଲାଇନ୍ରେ…
Read More » -
ଜିଲ୍ଲାପାଳ ଙ୍କ ନିଦ୍ଦେର୍ଶ ରେ ସଫ। ହେଲ। ରାସ୍ତା ର ପରିମଳ ଓ ଡ୍ରେନ
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଫା ହେଲା ରାସ୍ତାର ପରିମଳ ଓ ଡ୍ରେନ ପାପଡାହାଣ୍ଡି, 18/8: ନ ବ ର ଙ୍ଗ ପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା…
Read More » -
25 ପର୍ଯ୍ୟନ୍ତ ଚାଲିବ ଧ।ନ କିଣ। ପୁଞ୍ଜି କରଣ
୨୫ ପର୍ଯ୍ୟନ୍ତ ଚାଲିବ ପଞ୍ଜୀକରଣ ଭୁବନେଶ୍ବର,୧୭/: ଖରିଫ ଋତୁ ଧାନ କିଣା ପାଇଁ ଚାଷୀ ପଞ୍ଜୀକରଣ ଚାଲିଥିବାବେଳେ ଅଗଷ୍ଟ ୨୦ରେ ଅବଧି ସରିବାର ଥିଲା | ଯେଉଁ…
Read More » -
ଏନ୍ଏସି ତ।ଲିକ। ରେ ଚିତ୍ରଡ। ଅଥଁଳରେ ଖୁସି ର ମ।ହଲ
ଏନଏସି ତାଲିକାରେ ଚିତ୍ରଡ଼ା ଅଞ୍ଚଳରେ ଖୁସିର ମାହୋଲ ମୋରଡା,୧୭/୮ ରାଜ୍ୟରେ ନୂତନ ଭାବେ ୧୨ଟି ଏନ୍ଏସି ଗଠନ ନେଇ ସରକାର ଶନିବାର ଡ୍ରାଫ୍ଟ ନୋଟିସ୍ ଜାରି କରିଛନ୍ତି।…
Read More »