Education
-
ବିଡ଼ିଓ ଉଦ୍ୟମରେ ମିଳିଲ। ଧବଳେଶ୍ଵର ଙ୍କୁ ସହାୟତା।
ବିଡ଼ିଓଙ୍କ ଉଦ୍ୟମରେ ମିଳିଲା ଧବଳେଶ୍ୱରଙ୍କୁ ସହାୟତା ତେନ୍ତୁଳିଖୁଣ୍ଟି, ୨୧/8: ତେନ୍ତୁଳିଖୁଣ୍ଟି ବ୍ଲକର ଧବଳେଶ୍ୱର ପୂଜାରୀ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ସେ ନିଟ୍ ପରୀକ୍ଷାରେ ସଫଳତା ହାସଲ…
Read More » -
ଛୋଳି ଗୁହ।ଳରେ ପିଲ। ଖାଉଛନ୍ତି ମଧ୍ୟାହ୍ନ ଭୋଜନ
ଛେଳି ଗୁହାଳରେ ପିଲା ଖାଉଛନ୍ତି ମଧ୍ୟାହ୍ନଭୋଜନ ଗୋଷ୍ଠୀ କେନ୍ଦ୍ର, ମପଡା ଗୃହରେ ଚାଲିଛି ବିଦ୍ୟାଳୟ ମୋରଡ଼ା, 21/8 ଶିକ୍ଷାର ବିକାଶ ପାଇଁ ସରକାର…
Read More » -
ହିତ।କ।ରୀ ଙ୍କୁ ବର୍ଗୀକରଣ ଛାଟ
ହିତାକାରୀଙ୍କୁ ବର୍ଗୀକରଣ ଛାଟ ୨,୩୧୩ ଆବାସ ଗୃହ ଅଧପନ୍ତରିଆ ପାପଡାହାଣ୍ଡି, ତା୨୦/୮ ସରକାର ଗରିବ ବାସହୀନ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ…
Read More » -
ଅଙ୍ଗୀ ନଦୀରେ ଭ।ସି ଗଲେ ଯୁବକ
ଅଙ୍ଗୀ ନଦୀରେ ଭାସିଗଲେ ଯୁବକ ଡାବୁଗାଁ,20/8: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନସ୍ଥ ଦରଗୁଲା ଗ୍ରାମ ନିକଟସ୍ଥ ଅଙ୍ଗୀନଦୀରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…
Read More » -
କିଛି ଦିନ ପୂର୍ବରୁ ଛାତ୍ର ଜଣକ ଲଞ୍ଚ ବାକ୍ସରେ ବନ୍ଧୁକ ଲୁଚାଇ ଶିକ୍ଷକଙ୍କୁ ଗୁଳି କରିଥିଲେ।
କାଶୀପୁର, ୨୧/୦୮: ଉତ୍ତରାଖଣ୍ଡର କାଶୀପୁରର ଏକ ଘରୋଇ ସ୍କୁଲ ଭିତରେ ୯ମ ଶ୍ରେଣୀର ଛାତ୍ର ତାଙ୍କ ଶିକ୍ଷକଙ୍କ ଉପରେ ଗୁଳି ଚଳାଇ ଗୁରୁତର ଆହତ ହୋଇଥିଲେ। ପୋଲିସ…
Read More » -
ଜିଲ୍ଲାପାଳଙ୍କ ଅଣ୍ଡ୍ରାହାଲ ଓ ମୁଦୁଲିପଡା ଗସ୍ତ (ପାଠ ପଢାଇଲେ ଆଦିବାସୀ ଛାତ୍ରୀମାନଙ୍କୁ)
ମାଲକାନଗିରି, ୨୦/୮: ଆଜି ଖଇରପୁଟ ବ୍ଲକ ସ୍ଥିତ ବଣ୍ଡାଘାଟି ଅଞ୍ଚଳର ଅଣ୍ଡ୍ରାହାଲ ଓ ମୁଦୁଲିପଡ଼ା ଗସ୍ତ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଏହି ଗସ୍ତ…
Read More » -
ଅନଲାଇନ୍ ଗେମିଂ କ’ଣ ଏବଂ ସରକାର କାହିଁକି ଏହାକୁ ଭାରତରେ ନିଷିଦ୍ଧ କରିବାକୁ ଯୋଜନା କରୁଛନ୍ତି?
ନୂଆଦିଲ୍ଲୀ, ୨୦/୦୮: ଭାରତର ଅନଲାଇନ୍ ଗେମିଂ ବିଲ୍ ୨୦୨୫, ଅର୍ଥ ଜଡିତ ଖେଳକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ…
Read More » -
ମକ। ଦୋକାନ ରେ ପଶିଗଲ। କ।ର,4 ଆହତ
ମକା ଦୋକାନରେ ପଶିଗଲା କାର୍, ୪ ଆହତ ନବରଙ୍ଗପୁର, ୧୯/୮: ନବରଙ୍ଗପୁର ଥାନା ଅଧୀନସ୍ଥ ସାନଡାଇଭଟ୍ଟା ଓ ଇନ୍ଦ୍ରାବତୀ ନଦୀ ପୋଲ ପୂର୍ବ ବୁଲାଣିରେ ଠିଆ ହୋଇଥିବା…
Read More » -
ଓଡିଶାରେ ଲାଗିରହିଥିବା ଆତ୍ମହତ୍ୟା, କାରଣ ଏବଂ ତାର ନିରାକରଣ..
ସେମିଲିଗୁଡ଼ା, ୨୦/୦୮: ଗତ କିଛି ମାସ ମଧ୍ୟରେ ଆମ ରାଜ୍ୟରେ ଆତ୍ମହତ୍ୟା ଜନିତ ଏକ ରୁ ଏକାଧିକ ହୃଦୟ ବିଦାରକ ଘଟଣା ଆମ ସାମ୍ନାକୁ ଆସିଛି।ବିଭିନ୍ନ କାରଣରୁ…
Read More » -
ଟ୍ରେନ ଯାତ୍ରା ସମୟରେ ନିଖୋଜ ହୋଇଥିବା ସିଭିଲ୍ ଜଜ୍ ପ୍ରାର୍ଥୀ ଶେଷରେ ଠାବ ହେଲେ
ଇନ୍ଦୋର, ୧୯/୦୮: ଜଣେ ସିଭିଲ୍ ଜଜ୍ ଆଶାୟୀ ଯାହାଙ୍କର ରହସ୍ୟମୟ ନିଖୋଜ ସମଗ୍ର ମଧ୍ୟପ୍ରଦେଶ ରାଜ୍ୟକୁ କବଳିତ କରିଥିଲା ତାଙ୍କୁ ମିଳିଛି। ୨୯ ବର୍ଷୀୟା ଅର୍ଚ୍ଚନା ତିୱାରୀ…
Read More »